୫୦ ଲକ୍ଷ ଟଙ୍କା ପାଇଁ ୧୫ ବର୍ଷୀୟ ବାଳକକୁ ହ-ତ୍ୟା କଲେ ପରିଚିତ ବ୍ୟକ୍ତି, ବାପା ମାଆ ପାଗଳ ………

0

Get real time updates directly on you device, subscribe now.

ଝାରସୁଗୁଡାରୁ ଶୁଣିବାକୁ ମିଳିଛି ଏକ ହୃଦୟ ବିଦା-ରକ ଘ-ଟଣା। 50 ଲକ୍ଷ ଟଙ୍କା ପାଇଁ ଦଶମ ଶ୍ରେଣୀ ଛାତ୍ରଙ୍କୁ ଅପ-ହରଣ ପରେ ହ-ତ୍ୟା କରିଛନ୍ତି ଦୁଇ ଦୁ-ର୍ବୃତ୍ତ। କେବଳ ସେତିକି ନୁହେଁ ହ-ତ୍ୟା କରିବା ପରେ ପ୍ରମାଣ ନଷ୍ଟ ପାଇଁ ମୃ-ତ ଦେହକୁ ପୋଡି ଦେଇଥିଲେ ହ-ତ୍ୟାକା-ରୀ।

ତେବେ ବରଗଡ ଜିଲ୍ଲା ଭେଡେନ୍ ଥାନା ପାଖ ଜଙ୍ଗଲରୁ ଅପ-ହୃତ ଦଶମ ଶ୍ରେଣୀ ଛାତ୍ରଙ୍କ ଅଧାପୋଡା ମୃ-ତଦେ-ହ ଉ-ଦ୍ଧାର କରିଛି ପୋ-ଲିସ। ତେବେ ଝାରସୁଗୁଡା ପୋ-ଲିସ କହିଛି ଯେ ଗୋଡଭଗା ପଟରୁ ଏକ ନୀଳରଙ୍ଗର କାରରେ ଦୁଇ-ତିନି ଜଣ ବ୍ୟକ୍ତି ଘଟ-ଣାସ୍ଥ-ଳକୁ ଆସି ସମର୍ଥଙ୍କ ମୃ-ତ ଦେହକୁ ପୋଡି ଚାଲିଯାଇଥିଲେ।

ସେଠାରୁ ଏକ କ-ଟୁରୀ, ପେଟ୍ରୋଲ ଭରା ଏକ ପ୍ଲାଷ୍ଟିକ ଜାର ଜ-ବତ ହୋଇଛି । କିନ୍ତୁ ଅପ-ହରଣ ପଛର ସଠିକ୍ କାରଣ ଜଣାପଡିନାହିଁ। ଅପ-ହରଣକାରୀ ଉକ୍ତ ପରିବାରର ଚିହ୍ନା ଲୋକ ବୋଲି ଅନୁମାନ କରୁଛି ପୋ-ଲିସ। 2ଜଣଙ୍କୁ ସନ୍ଦେ-ହରେ ଅଟକ ରଖି ପଚ-ରାଉ-ଚୁରା ମଧ୍ୟ କରାଯାଉଛି।

ତେବେ ସମ୍ପୁର୍ଣ୍ଣ ସୂଚନା ଅନୁସାରେ ଝାରସୁଗୁଡା ସହରରେ ସରବାହଲର ଏକ ଆପାର୍ଟମେଣ୍ଟରେ ରହୁଥିବା ସୁନିତ ଅଗ୍ରୱାଲ ଙ୍କ ସମର୍ଥ ନାମକ 14 ବର୍ଷିୟ ପୁଅ ଗତ 27 ତାରିଖ ଅପରାହ୍ନ 4ଟାରେ ଇଲେକ୍ଟ୍ରିକ୍ ସ୍କୁଟି ଧରି ଘରୁ ବାହାରିଥିଲେ। କିନ୍ତୁ ସେହି ସମୟଠାରୁ ଆଉ ଘରକୁ ଫେରି ନଥିଲେ।

କିଛି ସମୟ ପରେ ଜଣେ ବ୍ୟକ୍ତି ସୁନିତଙ୍କୁ ଫୋନ କରି 50ଲକ୍ଷ ଟଙ୍କା ମାଗିଥିଲେ।ଦୁର୍ବୃ-ତ୍ତମାନେ ଟଙ୍କା ମାଗିବା ପରେ କହିଥିଲେ ଯେ ତାଙ୍କ ପୁଅକୁ ଅପ-ହରଣ କରାଯାଇଛି। ଟଙ୍କା ନଦେଲେ ମା-ରିଦେ-ବେ ବୋଲି ଧ-ମକ ମଧ୍ୟ ଦେଇଥିଲେ।ତାପରେ ଏନେଇ ଥା-ନାରେ ଅଭି-ଯୋଗ କରିଥିଲେ ବାପା।

ତାପରେ ପୋ-ଲିସ ଖୋଜାଖୋଜି କରିଥିଲା କିନ୍ତୁ ପୁଅର ଖବର ମିଳିନଥିଲା। ଆଉ ଆଜି ସମର୍ଥଙ୍କ ମୃ-ତ ଦେହ ବରଗଡରୁ ଉ-ଦ୍ଧାର ହୋଇଛି। ଏହି ଘ-ଟଣା ଏବେ ଝାରସୁଗୁଡାରେ ଚାଂଚଲ୍ୟ ଖେଳାଇ ଦେଇଛି। ତେବେ ଅପ-ହରଣ ଏବଂ ହ-ତ୍ୟା ପଛର କାରଣ କଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

Leave A Reply

Your email address will not be published.