ଭିଣୋଇ ସହ ବାଇକରେ ବୁଲିଲୁ, ମୋ ସହ ଆଉ କାହିଁକି ରହିବୁ ?

0

Get real time updates directly on you device, subscribe now.

ଯାଜପୁର ଜିଲ୍ଲା ସୁକିନ୍ଦା ଥା-ନା ଅନ୍ତର୍ଗତ ବନ୍ଧଗାଁ ପଞ୍ଚାୟତ ଵୁରୁ ସାହିରୁ ଦେଖିବାକୁ ମିଳିଛି ଏକ ଅଭା-ବନୀୟ ମାମ-ଲା। ତ-ଣ୍ଟି ଚି-ପି ସ୍ତ୍ରୀ’କୁ ହ-ତ୍ୟା କଲା ସ୍ବାମୀ। ଅନ୍ୟ ଜଣେ ଯୁବକ ସହ ସ୍ତ୍ରୀର ସଂ-ପର୍କ ଥିବା ସନ୍ଦେହ କରି ସ୍ୱାମୀ ଘଟାଇଲା ଏପରି କା-ଣ୍ଡ। ଆଉ ହ-ତ୍ୟା ପରେ ନିଜେ ଆସି ଥା-ନାରେ ଆତ୍ମସ-ମର୍ପଣ ମଧ୍ୟ କରିଛି।

ସୂଚନାନୁସାରେ ସୁକିନ୍ଦା ଥା-ନା ଅନ୍ତର୍ଗତ ବନ୍ଧଗାଁ ପଞ୍ଚାୟତ ଵୁରୁ ସାହିର ବସନ୍ତ ବେହେରା ନାମକ ଜଣେ ଯୁବକ ନିଜ ପତ୍ନୀ ପିଙ୍କିଙ୍କର ପର-କୀୟା ପ୍ରୀତି ସନ୍ଦେହରେ ତଣ୍ଟି ଚି-ପି ହ-ତ୍ୟା କରିଛି। ପତ୍ନୀକୁ ହ-ତ୍ୟା କରିବା ପରେ ସ୍ବାମୀ ବସନ୍ତ ଥା-ନାରେ ଆ-ତ୍ମସ-ମର୍ପଣ କରିଥିବା ଜଣାପଡିଛି।

ବସନ୍ତ ଭୁବନେଶ୍ବରରେ ରହି ଡ୍ରାଇଭର ଭାବେ କାର୍ଯ୍ୟ କରନ୍ତି। ସେ ଘରେ ରହୁନଥିବାର ସୁଯୋଗ ନେଇ ସ୍ତ୍ରୀ ପିଙ୍କି ଅନ୍ୟ ଜଣେ ଯୁବକଙ୍କ ସହ ସ-ମ୍ପର୍କ ରଖିଥିବା ନେଇ ସନ୍ଦେହ କରୁଥିଲେ ସ୍ୱାମୀ। ଏନେଇ ପୂର୍ବରୁ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଅନେକ ଥର ଝ-ଗଡା ମଧ୍ୟ ହୋଇଛି। ତେବେ ସେହି କଥାକୁ ନେଇ ଆଜି ମଧ୍ୟ ଉଭୟଙ୍କ ମଧ୍ୟରେ ପାଟି ତୁଣ୍ଡ ହୋଇଥିଲା।

ତେବେ ସ୍ୱାମୀ ରା-ଗିଯାଇ ସ୍ତ୍ରୀ ପିଙ୍କିଙ୍କୁ ମା-ଡ ମା-ରିବା ସହ ତାଙ୍କ ତଣ୍ଟି ଚି-ପି ଜୀବନରୁ ମା-ରିଦେଇଥିଲେ। ସ୍ତ୍ରୀକୁ ହ-ତ୍ୟା କରିବା ପରେ ସୁକିନ୍ଦା ଥା-ନାରେ ପହଞ୍ଚି ନିଜ ପତ୍ନୀକୁ ହ-ତ୍ୟା କରିଥିବା ଘ-ଟଣା ସ୍ବୀକାର କରିଥିଲେ ବସନ୍ତ। ବସନ୍ତଙ୍କ ବ-ୟାନ ଆଧାରରେ ସୁକିନ୍ଦା ଥା-ନାରେ ଏକ ହ-ତ୍ୟା ମାମ-ଲା ରୁଜୁ କରାଯାଇ ଅଭି-ଯୁକ୍ତକୁ ଗି-ରଫ କରିଥିଲା ପୋ-ଲିସ।

ଏହାସହସହ ବସନ୍ତର ବଡ଼ଭାଇକୁ ମଧ୍ୟ ଅଟକ ରଖି ଘଟ-ଣାର ତ-ଦନ୍ତ ଜାରି ରଖିଛି ପୋ-ଲିସ। ଅନ୍ୟପଟେ ପୋ-ଲିସ ଏବଂ ସାଇଣ୍ଟିଫିକ ଟିମ୍ ଘଟ-ଣାସ୍ଥଳରେ ପହଞ୍ଚି ମୃ-ତ ଦେହ ଜ-ବତ କରିବା ସହ ଘଟ-ଣାର ଅଧିକ ତ-ଦନ୍ତ ଆରମ୍ଭ କରିଛନ୍ତି। ଉକ୍ତ ଅଂଚଳରେ ମାମ-ଲାଟି ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

Leave A Reply

Your email address will not be published.