ଆସିଲା ଚାଷୀଙ୍କ ପାଇଁ ବଢିଆ ସ୍କିମ୍ ! ୫୦ଟଙ୍କା ଜମା କରି ପାଆନ୍ତୁ ୩୫ ଲକ୍ଷ ଟଙ୍କା

0

Get real time updates directly on you device, subscribe now.

ଆମ ଦେଶ ଭାରତ ସମୃଦ୍ଧିର ଗୋଟେ ପାଦ ଆଗକୁ ବଢ଼ିବାରେ ଲାଗିଛି।ବନ୍ଧୁଗଣ ଆଜି କାଲି ସରକାର ଲୋକ ମାନଙ୍କର ସୁବିଧା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପମାନ ଗ୍ରହଣ କରୁଛନ୍ତି ।ସେଗୁଡିକ ମଧ୍ୟରୁ ପୋଷ୍ଟାଲ ଏକ ମୁଖ୍ୟ ଭୂମିକା ଗ୍ରହଣ କରିଛି।ଯାହା ଫଳରେ ଲୋକେ ମନେ ବିଭିନ୍ନ ସୁବିଧା ସୁଯୋଗ ଲାଭ କରିଛନ୍ତି।

ଗାଁର ଅର୍ଥ ବ୍ୟବସ୍ଥା ସହର ଠାରୁ ବହୁତ ଅଲଗା।ଏଠାରେ ଲୋକେ ଗ୍ରାମୀଣ କାରବାର କରି ଲୋକମାନେ ଅର୍ଥ ଉପାର୍ଜନ କରିଥାନ୍ତି।ଯେଉଁଥିରେ ଚାଷ କାମ କରିବା,ପଶୁ ପାଳନ କରିବା ଭଳି ଅନେକ କାମ ରହିଛି।ତେବେ ଗ୍ରାମାଞ୍ଚଳରେ ରହୁଥିବା ଲୋକଙ୍କୁ ଆର୍ଥିକ ସୁଦୃଢ କରିବା ପାଇଁ ସରକାର ଅନେକ ଯାଜନା ସବୁ କାର୍ଯ୍ୟ କାରି କରିଛନ୍ତି।ସେଥି ମଧ୍ୟରୁ ପୋଷ୍ଟ ଅଫିସ ସ୍କିମ ସାମିଲ ରହିଛି।ପୋଷ୍ଟ ଅଫିସରେ ନିବେଶ କରିବା ସବୁଠାରୁ ସୁରକ୍ଷିତ ହେଇଥାଏ।

ଏଥିପାଇଁ ଲୋକେ ଅନ୍ୟ ସବୁ ଅପେକ୍ଷା ପୋଷ୍ଟ ଅଫିସକୁ ବେଶୀ ବିଶ୍ୱାସ କରିଥାନ୍ତି।କେନ୍ଦ୍ର ସରକାର ଅଧିନସ୍ତ ଏହି ବିଭାଗ ସଫ୍ଟୀ ସହିତ ଭଲ ରାଶି ପ୍ରଦାନ କରିଥାଏ।ପୋଷ୍ଟ ଅଫିସରେ ଗ୍ରାମ ସୁରକ୍ଷା ସ୍କିମରେ କମ୍ ଟଙ୍କା ରଖିଲେ ଭଲ ରାଶି ମଧ୍ୟ ମିଳିଥାଏ।

ଏହି ସ୍କିମରେ ଗ୍ରାହକଙ୍କୁ ପ୍ରତି ମାସରେ ୧୫୦୦ ଟଙ୍କା ଜମା କରିବାକୁ ପଡ଼ିଥାଏ।ଏବଂ ଏହାର ମେଚୁରିଟୀରେ ୩୧ରୁ୩୫ ଲକ୍ଷ୍ୟ ଟଙ୍କା ମିଳେ। ପୋଷ୍ଟ ଅଫିସରେ ଏହି ଗ୍ରାମ ସୁରକ୍ଷା ସ୍କିମରେ ୧୯ ରୁ ୯୫ ବର୍ଷ ପର୍ଯ୍ୟନ୍ତ କେହିବି ନିବେଶ କରିପାରିବେ।

ଯଦି ଆପଣ ରୋଜଗାର ସହିତ ଟଙ୍କାକୁ ଠିକ୍ ଜାଗାରେ ନିବେଶ କରନ୍ତି ତାହେଲେ ଧନୀ ହେବାରୁ କେହି ଅଟକେଇ ପାରିବେ ନାହିଁ।ପୋଷ୍ଟ ଅଫିସ ହେଉଛି ମଧ୍ୟବିତ୍ତ ଶ୍ରେଣୀରେ ରହୁଥିବା ଲୋକଙ୍କ ପାଇଁ ପୁଞ୍ଜି ନିବେଶର ଏକ ଭଲ ଉପାୟ।

ଏହା ଛଡା ଆପଣମାନେ ୧୦୦୦୦ରୁ ୧୦୦୦୦୦ ଟଙ୍କା ପର୍ଯ୍ୟନ୍ତ କୌଣସି ସ୍କିମକୁ ମଧ୍ୟ ନେଇପାରିବେ।ପୋଷ୍ଟ ଅଫିସରେ ଏହି ଗ୍ରାମ ସୁରକ୍ଷା ସ୍କିମରେ ଆପଣମାନେ ମାସିକ,ତ୍ରୟ ମାସିକ ,ବାର୍ଷିକ ଟଙ୍କା ମଧ୍ୟ ରଖି ପାରିବେ।

Leave A Reply

Your email address will not be published.