ପୁଣି ମାନବ ପ୍ରେମୀ ଆଦିତ୍ୟ ଦାସଙ୍କୁ ନେଇ ଚର୍ଚ୍ଚା, ବିକାଶ କଣ ଆଦିତ୍ୟଙ୍କୁ ମା-ରିଛି ?

0

Get real time updates directly on you device, subscribe now.

ମାନବପ୍ରେମୀ ତଥା ସମାଜସେବୀ ଆଦିତ୍ୟ ଦାଶଙ୍କ ମର୍ଡର ମିଷ୍ଟ୍ରିକୁ ତିନି ବର୍ଷ ପୂରିବାକୁ ଯାଉଥିଲେ ମଧ୍ୟ ବହୁ ବାଦବିବାଦ ସତ୍ତ୍ୱେ ଏଯାଏଁ ଘଟ-ଣାରେ ପୂର୍ଣ୍ଣଚ୍ଛେଦ ପଡି଼ନଥିଲେ ବି ଅନେକାଂଶରେ ସ୍ପଷ୍ଟତା ଆସିଛି । ପ୍ରଥମେ ଏହା ଏକ ଯୋଜନା ବଦ୍ଧ ହ-ତ୍ୟା ବୋଲି ଚର୍ଚ୍ଚା ହେଉଥିବା ବେଳେ ପରେ ଏହାକୁ କ୍ରାଇମ୍‌ବ୍ରାଞ୍ଚ ଖଣ୍ଡନ କରିଥିଲା ।

ଯଦି ଆଦିତ୍ୟ ଆ-ତ୍ମହ-ତ୍ୟା କରିଥାନ୍ତି, ତେବେ ଏହା ପଛର ରହସ୍ୟ ଏଯାଏଁ ଫିଟିପାରିନି । ଏବେ ପୁଣିଥରେ ମାନବ ପ୍ରେମୀ ଆଦିତ୍ୟ ଦାସଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି । ଶୋଇ ପଡ଼ିଥିବା ପ୍ରସଙ୍ଗ ଆଜି ପୁଣିଥରେ ମୁଣ୍ଡ ଟେକିଛି । ଆଦିତ୍ୟ ଦାସଙ୍କୁ ନ୍ୟା-ୟ ଦେବା ପାଇଁ ରାଜରାସ୍ତାକୁ ଓହ୍ଲାଇ ଥିବା ହଜାର ହଜାର ପ୍ରଶଂସକ ଏବେ ପୁଣିଥରେ ଚେଇଁ ଉଠିଛନ୍ତି ।

କଥା ଉଠୁଛି ବିକାଶ କୁଆଡ଼େ ଆଦିତ୍ୟକୁ ମାରିଛି । ଆଉ ଏକଥା ନିଜେ ଆଦିତ୍ୟଙ୍କ ମା’ କହୁଛନ୍ତି । ଆଜ୍ଞା ହଁ ବନ୍ଧୁଗଣ ସୂଚନାଯୋଗ୍ୟ ଯେ, ମାନବ ପ୍ରେମୀ ଆଦିତ୍ୟ ଦାସ ଗତ ୨୦୨୦ ବର୍ଷ ଜୁଲାଇ ୬ ରାତିରେ ନି-ଖୋଜ ହୋଇ ଯାଇଥିଲେ । ଆଉ ତା ପରଦିନ ଅର୍ଥାତ୍ ଜୁଲାଇ ୭ ତାରିଖ ସକାଳୁ ରହ-ସ୍ୟ ଜନକ ଭାବରେ ଶ୍ରୀଲିଙ୍ଗରାଜ ରେଳ ଷ୍ଟେସ-ନର କେଇ ମିଟର ଦୂରରେ ଆଦିତ୍ୟଙ୍କ କ୍ଷତାକ୍ତ ମୃ-ତଦେହ ରେଳଧାରଣାରୁ ମିଳିଥିଲା ।

ତା’ପରେ ଭୁବନେଶ୍ୱର ଜିଆର୍‌ପି ପୋଲିସ ଅପମୃ-ତ୍ୟୁ ମାମ-ଲା ରୁଜୁ କରି ଘଟ-ଣାର ତ-ଦନ୍ତ ଆରମ୍ଭ କରିଥିଲା । କିନ୍ତୁ ଏହା ଆଦିତ୍ୟଙ୍କ ସମର୍ଥକମାନଙ୍କୁ ହଜମ ହୋଇନଥିଲା । ସୋସିଆଲ୍‌ ମିଡିଆରେ ଆଦିତ୍ୟଙ୍କୁ ନେଇ ଏକ ଝଡ଼ ଉଠିଥିଲା ।

ଜଣେ ମୋଟିଭେସ୍ନାଲ୍ ସ୍ପିକର ଏବଂ ସୋସିଆଲ ମିଡିଆରେ ବେଶ୍ ପୋପୁଲାର୍ ଆଦିତ୍ୟ ଦାସଙ୍କ ମୁ-ତ୍ୟୁ ଖବର ଯେତେବେଳେ ସୋସିଆଲ ମିଡ଼ିଆରେ ଭାଇରାଲ ହେଲା ତାଙ୍କ ପ୍ରଶଂସକମାନେ ଆଦିତ୍ୟଙ୍କୁ ନ୍ୟା-ୟ ଦେବା ପାଇଁ ରାଜ ରାସ୍ତାକୁ ଓହ୍ଲାଇଥିଲେ ଯାହାକି ଚର୍ଚ୍ଚା ହେଇଥିଲା

ତଦନ୍ତ ଆରମ୍ଭ ହୋଇ ଏପର୍ଯ୍ୟନ୍ତ ମଧ୍ୟ ଚାଲିଛି । କିନ୍ତୁ ଆଦିଦ୍ୟ ଦାସଙ୍କ ମୃ-ତ୍ୟୁ ପଛର ପ୍ରକୃତ ଦୋ-ଷୀ କିଏ ସମ୍ନାକୁ ଆସି ପାରିଲା ନାହିଁ । ଆଉ ଆଜି ଜଣେ ମାଉସୀ ଯିଏକି ଆଦିତ୍ୟ ଦାସଙ୍କ ପିପୁଲ ଫର୍ ସେବାରେ ରହି ଆସୁଥିଲେ ତାଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି ।

ଚଞ୍ଚଲ୍ୟକର ବ-ୟାନ ଦେଇ କହିଛନ୍ତି ତାଙ୍କୁ ସବୁ ବିକାଶ ଶିଖେଇଥିଲା । ବିକାଶର ଉଦ୍ଦେଶ୍ୟ ଥିଲା ଆଉ ଗୋଟେ ଆଶ୍ରମ ଗଢ଼ିବାକୁ । ଏହାକୁ ନେଇ ଅଦିତ୍ୟଙ୍କ ମା କହୁଛନ୍ତି ବିକାଶ ହିଁ ତାଙ୍କ ପୁଅକୁ ମା-ରିଛି । ଯାହା ପରେ ମାନବ ପ୍ରେମୀ ଆଦିତ୍ୟ ଦାସଙ୍କ ହ-ତ୍ୟା ଉପରେ ଆଉ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Leave A Reply

Your email address will not be published.