ପୁରୁଷଙ୍କ ଶାରିରୀକ ଶକ୍ତି ବଢ଼ାଇଥାଏ ଏହି 4ଟି ଜିନିଷ, ଜାଣନ୍ତୁ ବ୍ୟବହାର କରିବାର ସଠିକ୍ ଉପାୟ

0

Get real time updates directly on you device, subscribe now.

ବିବାହିତା ପୁରୁଷ ମାନଙ୍କର ସବୁଠାରୁ ବଡ଼ ସମସ୍ୟା ହେଉଛି ଶାରୀରିକ ଦୁର୍ବ-ଳତା, ଏହି ଶାରୀରିକ ଦୁର୍ବଳତା ସେମାନଙ୍କର ବ୍ୟସ୍ତ ବହୁଳ ଜୀବନ ଓ ଖରାପ ହେଲଦି ଲାଇଫ ଷ୍ଟାଇଲ ଯୋଗୁଁ ଭୋଗିବାକୁ ପଡ଼ିଥାଏ। ଆପଣ ଏହି ଦୁର୍ବଳତାକୁ ଦୂର କରିବାପାଇଁ କିଛି ଫଳକୁ ଖାଇପାରିବେ।

ଅଶ୍ଵଗନ୍ଧା:-

ହେଲଥ ଏକ୍ସପର୍ଟଙ୍କ ମୁତାବିକ ଅଶ୍ଵଗନ୍ଧା ଏମିତି ଏକ ଔଷଧି ଅଟେ ଯାହାକି ପୁରାତନ କାଳରୁ ପୁରୁଷଙ୍କ ପାଇଁ ଫାଇଦା ସାବ୍ୟସ୍ତ ହେଉଛି। ଅଶ୍ଵଗନ୍ଧାକୁ ସେବନ କରିବା ଦ୍ୱାରା ଆପଣଙ୍କ ଠାରେ ଶୁ-କ୍ର ବା ବୀ-ର୍ଯ୍ୟର ପରିମାଣ ବୃଦ୍ଧି ହୋଇଥାଏ। ଏହାସହ ଟେଷ୍ଟୋଷ୍ଟେରନ ହର୍ମୋନରେ ମଧ୍ୟ ବୃଦ୍ଧି ଦେଖିବାକୁ ମିଳିଥାଏ। ଏହାକୁ ସକାଳେ ଓ ସନ୍ଧ୍ୟା ସମୟରେ ଅଧ ଚାମଚ ଏକ ଗ୍ଲାସ କ୍ଷୀରରେ ମିଶାଇ ପିଅନ୍ତୁ।

ଶୁଖିଲା ଖଜୁରୀ:-

ଆପଣ ଶୁଖିଲା ଖଜୁରୀକୁ ରାତିରେ କ୍ଷୀରରେ ଗରମ କରି ଖାଇପାରିବେ ଯାହାଦ୍ୱାରା ଆପଣଙ୍କ ଯୌ-ନଇଛା ବଢ଼ିଥାଏ। ଆପଣ ପ୍ରତିଦିନ 100 ଗ୍ରାମ ଖଜୁରୀ ଖାଇପାରିବେ।

ଅଁଳା:-

ଅଁଳା ଆମ ଆଖି ଓ ଚୁଟି ପାଇଁ ବହୁତ ଫାଇଦା ସାବ୍ୟସ୍ତ ହୋଇଥାଏ ଯଦି ଆପଣ ନିଜର ବୈବାହିକ ଜୀବନକୁ ଭଲ ବନାଇବାକୁ ଚାହାଁନ୍ତି ତାହେଲେ ଅଁଳା ନିଶ୍ଚୟ ରୂପରେ ଖାଆନ୍ତୁ।

ପିଆଜ ଓ ରସୁଣ:-

ପିଆଜ ଓ ରସୁଣ ଖାଇବା ଦ୍ୱାରା ପୁରୁଷଙ୍କ ଷ୍ଟାମିନା ବଢ଼ିଥାଏ। ପ୍ରତିଦିନ ଦୁଇ ତିନୋଟି ରସୁଣ ଖାଇବା ଦ୍ୱାରା ଫାଇଦା ହୋଇଥାଏ। ଏହାବ୍ୟତୀତ ଧଳା ପିଆଜ ଖାଇବା ସଠିକ ମାନାଯାଏ।

Leave A Reply

Your email address will not be published.