ରାହୁଲଙ୍କ ପାଇଁ କାହା କାହା କ୍ୟାରିୟର ହୋଇ ଗଲା ନ-ଷ୍ଟ,ଆସନ୍ତୁ ଜାଣିବା

0

Get real time updates directly on you device, subscribe now.

ଭାରତରେ ଲୋକମାନେ ଖେଳ ବୁଝିଲେ କ୍ରିକେଟକୁ ବୁଝିଥାନ୍ତି। କ୍ରିକେଟକୁ ସମସ୍ତେ ଭଲ ପାଇଥାନ୍ତି ଆଉ ଏହି ଖେଳକୁ ପ୍ରାୟ ସମସ୍ତେ ଖେଳିଥାନ୍ତି ଆଉ ଦେଖିଥାନ୍ତି।ଆଉ ଆମ ଦେଶ ପାଇଁ ଖେଳୁଥିବା ଖେଳାଳିମାନେ ସେମାନଙ୍କ ପ୍ରିୟ ହୋଇଥାନ୍ତି।

ଏହି ଖେଳ ଆଉ ଖେଳାଳି ମାନଙ୍କର ଖବର ପୁରା ଦେଶ ବ୍ୟାପି ଲୋକେ ଜାଣିଥାନ୍ତି।କେତେ ଖେଳାଳି ଭଲ ପ୍ରଦର୍ଶନ କରନ୍ତି ଆଉ ସେମାନେ ମ୍ୟାଚ୍ ପରେ ମ୍ୟାଚ୍ ଖେଳିଚାଳନ୍ତି ମାତ୍ର ଆଉ କେତେ ଜଣ ଖେଳାଳି ଭଲ ନଖେଳି ପାରୁଥିଲେ ମଧ୍ୟ ଟିମରେ ସୁଯୋଗ ପରେ ସୁଯୋଗ ପାଇଚାଲୁଛନ୍ତି।

କେ.ଏଲ୍ ରାହୁଲଙ୍କ ପାଇଁ କିଛି ଖେଳାଳିଙ୍କ କ୍ୟାରିଅର ପୁରା ନ-ଷ୍ଟ ହେଉଛି।BCCIର ଗେହ୍ଲା ପୁଅ ହେଉଛନ୍ତି କେଏଲ୍ ରାହୁଲ।ଦ୍ରାବିଡ କହୁଛନ୍ତି ତାଙ୍କୁ ମିଳିବ ବାରମ୍ବାର ସୁଯୋଗ।ସୁଯୋଗ ସୁଯୋଗ ହେଲେ ରାହୁଲ ହେଉଛନ୍ତି ପୁରା ଫ୍ଲପ।ସେ ଟେଷ୍ଟ ହେଉ ବା ୱାନଡେ ବା T-20 ସବୁଥିରେ ରାହୁଲ ହେଉଛନ୍ତି ଫ୍ଲପ।

ସେ T-20 ବିଶ୍ୱକପରେ ଭଲ ଖେଳିଲେ ନା ଟେଷ୍ଟରେ ଭଲ କରୁଛନ୍ତି ହେଲେ ଏତେ ପରେ ବି ସେ BCCIର ଗେହ୍ଲା ପୁଅ ହେଇ ଟିମରେ ଖେଳୁଛନ୍ତି ଏବଂ ବାରମ୍ବାର ସିଲେକ୍ସନ ପରେ ସିଲେକ୍ସନ୍ ହେଉଛନ୍ତି।

ତାଙ୍କ ପାଇଁ ଅନ୍ୟ ଟାଲେଣ୍ଟ ଖେଳାଳିମାନେ ସୁଯୋଗ ପାଉନାହାଁନ୍ତି।ଟେଷ୍ଟ ଟିମରେ ଶୁଭମନ ଗିଲ ସ୍ଥାନ ପାଇଥିଲେ ମଧ୍ୟ ସେ ସୁଯୋଗ ପାଉନାହାନ୍ତି ତାଙ୍କ ସ୍ଥାନ ନେଇଛନ୍ତି ରାହୁଲ।ଶୁଭମନ ଜବ-ରଦସ୍ତ ଫର୍ମ ରେ ଥିଲେ ମଧ୍ୟ ଖେଳିପାରୁନାହାନ୍ତି।

ସେହିପରି ଇସନ କିଶନ ମଧ୍ୟ ଭଲ ଫର୍ମରେ ଥିଲେ ମଧ୍ୟ ଖେଳି ପାରୁନାହାନ୍ତି।ସେହିପରି ଫାଷ୍ଟ କ୍ଲାସ କ୍ରିକେଟ୍ ଆଉ ଘୋରୋଇ କ୍ରିକେଟରେ ଭଲ କରୁଥିବା ସର୍ଫରାଜ୍,ପ୍ରୁଥୀ ସ , ମୟଙ୍କ ଅଗରୱାଲ,ସଞ୍ଜୁ ଦଳରେ ଜମା ସୁଯୋଗ ପାଉନାହାନ୍ତି।

ରାହୁଲଙ୍କ ଖେଳ ପୁରା ବ-ର୍ବାଦ ହେଇ ଯାଇଥିଲେ ମଧ୍ୟ କୋଚ କହୁଛନ୍ତି ତାଙ୍କୁ ସୁଯୋଗ ଦିଆଯିବ।ରାହୁଲଙ୍କ ପାଇଁ ଯୁବ ଖେଳାଳିମାନେ ସୁଯୋଗ ପାଉନାହାନ୍ତି। କଣ BCCI ଚାପରେ ରାହୁଲଙ୍କୁ ସୁଯୋଗ ଦେଉଛି।ରାହୁଲଙ୍କ ପାଇଁ ଏମାନଙ୍କ କ୍ୟାରିଅର ପୁରା ସମାପ୍ତ ହେବାକୁ ବସିଲାଣି। ଏତ ବଡ଼ ବିଡମ୍ବନାର କଥା ଖାଲି ଜଣକୁ କେବଳ ସୁଯୋଗ ଆଉ କାହାକୁ ନୁହଁ।

Leave A Reply

Your email address will not be published.