ବିରାଟ କୋହଲିଙ୍କୁ କ୍ୟାମେରା ସାମ୍ନାରେ ଲିପ୍ କି-ସ୍ କଲେ ଯୁବତୀ । ଭାଇରାଲ ହେଉଛି ଭିଡ଼ିଓ ।

0

Get real time updates directly on you device, subscribe now.

ତେବେ ବନ୍ଧୁଗଣ ଆପଣମାନେ ଜାଣିଥିବେ ଯେ ଅଷ୍ଟ୍ରେଲିଆ ବିପକ୍ଷ ଚାରି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ଭାରତୀୟ ଦଳ ୨-୧ରେ ଆଗୁଆ ରହିଛି । ଏହି ସିରିଜର ତୃତୀୟ ଟେଷ୍ଟ ମ୍ୟାଚ୍ ମାର୍ଚ୍ଚ ୨ ତାରିଖରୁ ଇନ୍ଦୋରର ହୋଲକର ଷ୍ଟାଡିୟମରେ ଖେଳା ଯିବାକୁ ଅଛି ।

ଏହା ପରେ ମାର୍ଚ୍ଚ ୯ ରୁ ଅହମ୍ମଦାବାଦରେ ଚତୁର୍ଥ ଟେଷ୍ଟ ଅନୁଷ୍ଠିତ ହେବ । ଭାରତର ପୂର୍ବତନ ଅଧିନାୟକ ବିରାଟ କୋହଲି ମଧ୍ୟ ପ୍ରଥମ ଦୁଇଟି ଟେଷ୍ଟରେ ବଡ଼ ଇନିଂସ ଖେଳିପାରି ନାହାଁନ୍ତି ।

ତେବେ ସେ କମ୍ ସ୍କୋରିଂ ମ୍ୟାଚରେ ଉପଯୋଗୀ ଅବଦାନ ରଖିଛନ୍ତି । ତେବେ ଲୋକମାନେ ବିରାଟଙ୍କର ଏକ ଝଲକ ପାଇବା ପାଇଁ କିଛି ବି କରିବାକୁ ପ୍ରସ୍ତୁତ ହୋଇ ଯାଆନ୍ତି । ଭାରତ ବ୍ୟତୀତ ବିରାଟ କୋହଲି ବିଦେଶରେ ମଧ୍ୟ ଭଲ ଲୋକପ୍ରିୟତା ପାଇଛନ୍ତି । ସେ ରନ୍ ମେସିନ୍ ଭାବରେ ମଧ୍ୟ ଜଣାଶୁଣା ।

ପଡ଼ିଆରେ ତାଙ୍କର ଲୋକପ୍ରିୟତା କେବେବି କମ୍ ନୁହେଁ । ଆଉ ଏହି ସମୟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଜଣେ ମାହିଲା ପ୍ରଶଂସକ କୋହଲିଙ୍କୁ ଓଠରେ ଚୁ-ମ୍ବନ ଦେଉ ଥିବାର ନଜର ଆସିଛନ୍ତି ।

ତଥାପି, ଏହାର ବାସ୍ତବତା ଅନ୍ୟ କିଛି ରହିଛି । ଏବେ ଆସନ୍ତୁ ଜାଣିବା ସଂପୂର୍ଣ୍ଣ ଖବର ବିଷୟରେ । ତେବେ ବନ୍ଧୁଗଣ ମହିଳା ଜଣକ ପ୍ରତ୍ୟକ୍ଷ ଭାବରେ ବିରାଟ କୋହଲିଙ୍କୁ କି-ସ୍ କରି ନାହାନ୍ତି । ବାସ୍ତବରେ ମହିଳା ପ୍ରଶଂସକ କୋହଲିଙ୍କ ଏକ ମହମ ଷ୍ଟାଚ୍ୟୁ ପାଖରେ ଅଛନ୍ତି ।

ତେବେ ସୂଚନା ଅନୁସାରେ କୋହଲିଙ୍କ ଷ୍ଟାଚ୍ୟୁ ମ୍ୟାଡାମ୍ ତୁସାଦ ସଂଗ୍ରହାଳୟରେ ସ୍ଥାପିତ ହୋଇଛି । ଯେତେବେଳେ ଜଣେ ମହିଳା ପ୍ରଶଂସକ ସେଠାକୁ ଯାଇଥିଲେ, ସେତେବେଳେ ସେ ବିରାଟଙ୍କ ପ୍ରତି ନିଜର ଇମୋସନ୍ ଦେଖାଇବାରେ ନିଜକୁ ଅଟକାଇ ପାରି ନଥିଲେ ।

ସେ ବିରାଟଙ୍କ ଓଠରେ ଚମ-ତ୍କାର ଚୁ-ମ୍ବନ ଦେଉଥିବା ଏକ ଭିଡିଓ କରିଥିଲେ । ଆଉ ବର୍ତମାନ ସମୟରେ ଉକ୍ତ ଭିଡିଓଟି ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି ।

କିଛି ପ୍ରଶଂସକ ତାଙ୍କୁ ସମର୍ଥନ କରିଥିବା ବେଳେ ଆଉ କେହି କେହି ମଧ୍ୟ ଅସନ୍ତୋଷ ବ୍ୟକ୍ତ କରିଥିଲେ । କିଛି ଘଣ୍ଟାର ପୋଷ୍ଟ ପରେ ଭିଡିଓଟିକୁ ୧ ମିଲିୟନରୁ ଅଧିକ ଦର୍ଶକ ଦେଖି ସାରିଥିବା ବେଳେ ୫ ହଜାରରୁ ଅଧିକ ଦର୍ଶକ ଲାଇକ୍‌ କରିଛନ୍ତି । ବିରାଟଙ୍କୁ ନେଇ କିଛି ଦର୍ଶକ ମଜାଦାର କ-ମେଣ୍ଟ କରିଥିବାର ମଧ୍ୟ ଦେଖିବାକୁ ମିଳିଛି ।

Leave A Reply

Your email address will not be published.