ଝିଅ ଦେହରୁ ଭୂତ ଛଡ଼ାଇବା ପାଇଁ ତା-ନ୍ତ୍ରିକ ପାଖକୁ ନେଉଥିଲା ମାଆ କିନ୍ତୁ ସେଠାରେ ଝିଅକୁ ….ଜାଣନ୍ତୁ ପୁରା ଘ-ଟଣା

0

Get real time updates directly on you device, subscribe now.

ଦିଲ୍ଲୀରୁ ଏକ ଲ-ଜ୍ୟାଜ-ନକ ଖବର ସାମ୍ନାକୁ ଆସିଛି। ଏହି ଖବର ବିଷୟରେ ଯେକେହିବି ଶୁଣୁଛି ସେ ନିଜର ମୁଣ୍ଡରେ ହାତ ଦେଉଛି। ଘ-ଟଣା ଏହାକି ଯେ, ଜଣେ ତା-ନ୍ତ୍ରିକ ବିରୁ-ଦ୍ଧରେ 14 ବର୍ଷୀୟ ନାବା-ଳିକାର ଦୁ-ଷ୍କର୍ମ ମାମ-ଲା ସାମ୍ନାକୁ ଆସିଛି।

ପୀଡ଼ି-ତାର ମାଆ ଝିଅ ଦେହରେ ଭୂତ ଲାଗିଛି ବୋଲି ତାକୁ ତା-ନ୍ତ୍ରିକ ପାଖକୁ ନେଉଥାନ୍ତି କିନ୍ତୁ ସେଠାରେ ତା-ନ୍ତ୍ରିକ ବାରମ୍ବାର ଝଡାଫୁଙ୍କା କରିବା ଆଳରେ ଝିଅଟି ସହିତ ରେ-ପ କରୁଥିଲା। ଯେତେବେଳେ ଝିଅଟି ଦୁଇମାସର ଗର୍ଭ-ବତୀ ହୋଇଗଲା ସେତେବେଳେ ଏହା ବିଷୟରେ ଜଣାପଡ଼ିଥିଲା। ପୋ-ଲିସ ପୋକ୍ସ ଆକ୍ଟ ଜାରିକଲା ଓ ଝିଅଟିର ମେଡ଼ିକାଲ ଯା-ଞ୍ଚ ମଧ୍ୟ କରାଇଲେ।

ମାମ-ଲା କଣ:-

ଝିଅଟିର ମାଆ କୁହନ୍ତି ଭୂତ ପ୍ରେତ ଲାଗିବା ଯୋଗୁଁ ସେ ନିଜର ଝିଅକୁ ତା-ନ୍ତ୍ରିକ ପାଖକୁ ନେଉଥିଲେ। ପ୍ରଥମେ ତ ତା-ନ୍ତ୍ରିକ ଜଣକ ଅଲଗା ଉପାୟରେ ଉପଚାର କରୁଥିଲେ କିନ୍ତୁ ପରବର୍ତ୍ତୀ ସମୟରେ ସେ ଝିଅକୁ ବାରମ୍ବାର ଡ଼କାଇ ଝଡାଫୁଙ୍କା କଲେ। ଝିଅଟି ଗୁମସୁମ ହୋଇଗଲା ଓ ମୋତେ ଲାଗିଲା ଉପଚାର କାମ ଦେଉଛି ଯାହାଦ୍ୱାରା ମୁଁ ତା-ନ୍ତ୍ରିକ ଉପରେ ସନ୍ଦେ-ହ କରିନଥିଲି।

ପ୍ରେଗନେଣ୍ଟ ହେବାପରେ ହେଲା ଖୁଲାସା:-

ଛୁଆଟି ଦୁଇମାସର ଗର୍ଭ-ବତୀ ହେବାପରେ ଏହିକଥା ସମସ୍ତେ ଜାଣିଲେ। ଏହାପରେ ପରିବାର ଲୋକେ ଥା-ନାରେ ଗୁହାରି ଲଗାଇଲେ। ଦିଲ୍ଲୀ ପୋ-ଲିସ ଅନୁସାରେ, ଏକ ତା-ନ୍ତ୍ରିକ ଦ୍ୱାରା 14 ବର୍ଷୀୟ ନାବା-ଳିକାର ରେ-ପ ହୋଇଥିବା ନେଇ ଆ-ରୋପ ଲାଗିଛି।

ପିଡ଼ି-ତାର ମାଆ ଭୂତ ଲାଗିଛି ଭାବି ଝିଅକୁ ତା-ନ୍ତ୍ରିକ ପାଖକୁ ନେଉଥିଲା ଓ ତା-ନ୍ତ୍ରିକ ବାରମ୍ବାର ରେ-ପ କରୁଥିଲା। ପରେ ତାନ୍ତ୍ରି-କର ଖୁଲାସା ହୋଇଥିଲା ଓ ତା’ଉପରେ ଯା-ଞ୍ଚ କାର୍ଯ୍ୟ ଜାରି ରହିଛି।

Leave A Reply

Your email address will not be published.