WINDOW AC ହେଉ ବା Split AC ଏହି ୫ଟି ଟିପ୍ସ ଅନୁସରଣ କରନ୍ତୁ ନଚେତ୍ ଏସି ଚାଲିଥିଲେ ମଧ୍ୟ ଵାହାରିବ ଗମଗମ ଝାଳ !

0

Get real time updates directly on you device, subscribe now.

ଗରମର ସମୟ ଆସିଗଲା ଓ କିଛି ରାଜ୍ୟରେ ଗରମ ପ୍ରକୋପ ବହୁ ମାତ୍ରାରେ ବଢି ଯାଇଛି ଫଳରେ ତାପମାତ୍ରା ବୃଦ୍ଧି ଦେଖାଯାଉଛି|ବର୍ଦ୍ଧିତ ତାପମାତ୍ରାରୁ ବଞ୍ଚିବା ପାଇଁ ଲୋକମାନେ ଘରେ WINDOW AC ହେଉ ବା Split ACର ବ୍ୟବହାର କରୁଛନ୍ତି କିନ୍ତୁ ଆପଣଙ୍କ ଏସି କିଭଳି ଭଲ କୁଲିଙ୍ଗ ଦେବ ସେଥିପାଇଁ କିଛି କଥା ଧ୍ୟାନ ଦେବା ଆବଶ୍ୟକ|ଏଥିରେ ମୁଁ ଆପଣଙ୍କୁ କିଛି ମହତ୍ତ୍ୱପୂର୍ଣ୍ଣ ଟିପ୍ସ ଦେଵି ଫଳରେ ଆପଣ ଭଲ କୁଲିଙ୍ଗ ପାଇ ପାରିବେ|

ଆଜିକାଲି ଯେତେ WINDOW AC ହେଉ ବା Split AC ଆସୁଛି ସବୁଥିରେ ମଲ୍ଟିପର କୁଲିଙ୍ଗ ମଡେଲ ମିଳୁଛି ଯେପରିକି ହାଇ,ଫୂଲ,ଫେନ,ହଟ ଇତ୍ୟାଦି|ଯଦି ଆପଣ ଭଲ କୁଲିଙ୍ଗ ଚାହୁଁଛନ୍ତି ତେଵେ ଏସିକୁ ଫୁଲ ମୋଡରେ ଚଲାନ୍ତୁ|

ଏହା ସୁନିଶ୍ଚିତ କରନ୍ତୁ ଆପଣଙ୍କର ଏସି ଫିଲ୍ଠର ସଫା ଅଛି ନା ନାହିଁ|ଏଥିପାଇଁ ଉପଦେଶ ଦିଆଯାଏ ଯେ ଭଲ କୁଲିଙ୍ଗ ଓ ଏୟାର ଫ୍ଲୋ ପାଇଁ ପ୍ରତି ୨ ସପ୍ତାହ ପରେ ଆପଣ ଏସି ଫିଲ୍ଟରକୁ ସଫା କରିବା ଆବଶ୍ୟକ|ଏହାର କାରଣ ଫିଲ୍ଟର ୱଟ୍ସରେ ଯେପରିକି କୈାଣସି ଧୂଳି ଜମା ନହେଉ ଫଳରେ ଭଲ ଏୟାର ଫ୍ଲୋ ହେବା ସହ ଭଲ କୁଲିଙ୍ଗ ରହିବ|

ଲୋ କୁଲିଙ୍ଗର ଏକ ବଡ କାରଣ ଏହା ଯେ ଯଦି ଆପଣଙ୍କ ରୁମ ବଡ ଓ ଏସି କମ ଟନ କ୍ଷମତା ବିଶିଷ୍ଟ|ତେଣୁ ଯେତେବେଳେ ଆପଣ WINDOW AC ହେଉ ବା Split AC କିଣନ୍ତି ତେଵେ ଜାଣନ୍ତୁ ୧୦୦ ବର୍ଗଫୁଟ ପାଇଁ ଏକ ଟନ୍,୧୫୦ ବର୍ଗଫୁଟ ପାଇଁ ୧.୫ ଟନ ଓ ୨୦୦ ବର୍ଗଫୁଟ ପାଇଁ ୨ ଟନ ଏସି ଆବଶ୍ୟକ|

ଯଦି ଆପଣ Split AC ବ୍ୟବହାର କରୁଛନ୍ତି ତେଵେ ଗରମ ସିଜନରେ ଆପଣ ସ୍ପ୍ଲିଟ ଏସି ମଡେଲକୁ ଆଉଟୋଡ ୟୁନିଟକୁ ସିଧାସଳଖ ସୂର୍ଯ୍ୟକିରଣ ଠାରୁ ଦୂରରେ ରଖନ୍ତୁ ନଚେତ ଏହାର ପ୍ରଭାବ ପଡିବ|ଏଥିପାଇଁ ଏହାକୁ ତଳ ଭାଗରେ ରଖନ୍ତୁ ଯେପରିକି ସିଧାସଳଖ ସୂର୍ଯ୍ୟକିରଣ ନପଡେ|

ଆପଣ ଯଦି ଭଲ କୁଲିଙ୍ଗ ଚାହୁଁଛନ୍ତି ତେଵେ AC ସର୍ଭିସ ସମୟରେ କରାନ୍ତୁ|ଏହାକୁ ଅଣଦେଖା କରିବା ଅର୍ଥ ସ୍ୱାସ୍ଥ୍ୟ ଖରାପ କରିବା ଓ ପୂଣି ଗରମ ଦିନରେ ଥଣ୍ଡା ପବନ ନ ମିଳିଲେ ସମସ୍ୟା ସୃଷ୍ଟି ହୋଇଥାଏ|

Leave A Reply

Your email address will not be published.