ଏବେ ଭାରି ଖୁସି ଅନୁଭବ ମହାନ୍ତି, ଆଉ ଏଥର ବିଳମ୍ବ ହେବନି,ଶୀଘ୍ର ଶୀଘ୍ର ହେବ ଛା-ଡ଼ପ-ତ୍ର !

0

Get real time updates directly on you device, subscribe now.

ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣିଥିବେ ଯେ ସାଂସଦ ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ତାଙ୍କ ବିବାହ ବି-ଚ୍ଛେଦ ମାମ-ଲାକୁ ନେଇ ଚର୍ଚ୍ଚାରେ ରହି ଆସିଛନ୍ତି । ବିବାହର ଏତେ ବର୍ଷ ପରେ ମଧ୍ୟ ଦୁହିଁଙ୍କ ମଧ୍ୟରେ କାହିଁକି ବୈବାହିକ ଜୀବନ ଆରମ୍ଭ ହୋଇପାରିଲା ନାହିଁ ଯାହା ଫଳରେ ଉଭୟଙ୍କ ମଧ୍ୟରେ ପାରିବାରିକ ବି-ବାଦ ଉପୁଜିଛି ତାକୁ ନେଇ ଏବେ ସମସ୍ତଙ୍କ ମନରେ ଏକ ବଡ଼ ପ୍ରଶ୍ନ ।

କୋର୍ଟରେ ଏମିତି ଦିନ ପରେ ଦିନ ଗଡି ଚାଲିଛି ହେଲେ ସମାଧାନର ରାସ୍ତା କୌଣସି ଗୋଟେ ବାହାରି ପାରୁନି । କହିବାକୁ ଗଲେ ବର୍ଷା ଓ ଅନୁଭବଙ୍କ ପାରିବାରିକ ବି-ବାଦ ମାମ-ଲା ଥମିବାର ନାଁ ଧରୁନାହିଁ ।

କଟକ ଫ୍ୟାମିଲି କୋର୍ଟରେ ଉଭୟଙ୍କ ମାମ-ଲାର ଶୁଣାଣି ଏପର୍ଯ୍ୟନ୍ତ ଚାଲିଛି । ଅନୁଭବ ଶୀଘ୍ର ଛା-ଡପ-ତ୍ର ଚାହୁଁଥିବା ବେଳେ ଏଥିରେ ବିଳମ୍ବ ହେବା ନେଇ ସେ ବ୍ୟସ୍ତ ହେଉଥିବା ମଧ୍ୟ ଦେଖିବାକୁ ମିଳୁଥିଲା । ଆଉ ବର୍ଷା ପ୍ରିୟଦର୍ଶିନୀ ଛା-ଡ଼ପ-ତ୍ର ଦେବାକୁ ଅରାଜି ଥିଲେ ।

କିନ୍ତୁ ବର୍ତ୍ତମାନ ସମୟରେ କୁଆଡ଼େ ଛା-ଡ଼ପ-ତ୍ର ସମ୍ବ-ନ୍ଧକୁ ନେଇ ଏକ ବଡ଼ ନିଷ୍ପତି ଶୁଣାଇଛି ସୁପ୍ରିମ କୋର୍ଟ । ଆଉ ଏସବୁ ପରେ ସହଜ ମନେ ହେଉଛି କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ କଥା ।

ହଁ ଦର୍ଶକବନ୍ଧୁ ନିକଟ ଅତୀତରେ ଅନୁଭବ ମହାନ୍ତି ନିଜ ଜନ୍ମଦିନ ପାଳିଥିଲେ । ଆଉ କହିଥିଲେ ସେଦିନ ମୋ ଜନ୍ମଦିନ ପାଳନ ହେବ ଯେଉଁଦିନ ମୋ ଛା-ଡ଼ପ-ତ୍ର ହେବ । ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ଅନୁଭବ ଟ୍ୱିଟ ମାଧ୍ୟମରେ ଅଭିନେତ୍ରୀ ବର୍ଷାଙ୍କୁ ହାତଯୋଡ଼ି ଅନୁରୋଧ କରିଥିଲେ ।

ତାଙ୍କ ପିତା ବର୍ତ୍ତମାନ ଆଇସିୟୁରେ ରହିଥିବାରୁ ଏଭଳି ସ୍ଥିତିରେ ମାମ-ଲା ସମାପ୍ତ କରିବାକୁ ଅନୁରୋଧ ନିବେଦନ କରିଥିଲେ । ରାଜନେତା ତଥା ଅଭିନେତା ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବି-ବାଦ ବର୍ଷ ବର୍ଷ ଧରି କୋର୍ଟରେ ବିଚା-ରାଧୀନ ରହିଛି ।

ଦୁହିଁଙ୍କ ପକ୍ଷରୁ ବିଭିନ୍ନ କୋର୍ଟରେ ଏକାଧିକ ମାମ-ଲା ଦାୟର ହୋଇଥିବା ବେଳେ ଦୁହେଁ ଧାର୍ଯ୍ୟ ତାରିଖ ଅନୁଯାୟୀ କୋର୍ଟରେ ହାଜର ହେଉଛନ୍ତି । ପୂର୍ବରୁ ଅନୁଭବଙ୍କ ପୈତୃକ ଘର ତାଙ୍କ ଧର୍ମପତ୍ନୀ ବର୍ଷା ଛାଡ଼ିବା ପାଇଁ ଅନୁଭବ ଗତବର୍ଷ କୋର୍ଟରେ ପିଟି-ସନ ଦାୟର କରିଥିଲେ । ବର୍ଷା ଘର ଛାଡ଼ିବା ପରେ ପ୍ରତି ମାସରେ ଅନୁଭବ ତାଙ୍କୁ ୩୦ ହଜାର ପ୍ରଦାନ କରିବାକୁ କୋର୍ଟ ନି-ର୍ଦ୍ଦେଶ ଦେଇଥିଲେ ।

ଆଉ ଏବେ ଧାରା ୧୪୨ ଅନୁସାରେ ଛାଡ଼-ପତ୍ରକୁ ମଞ୍ଜୁରୀ ଦିଆ ଯାଇପାରିବ ଏବଂ ଏଥିପାଇଁ ଦମ୍ପତିଙ୍କୁ ଅପେକ୍ଷା ମଧ୍ୟ କରିବାକୁ ପଡ଼ିବ ନାହିଁ ବୋଲି ସୁପ୍ରିକୋର୍ଟ କହିଛି । ତେବେ ସୁପ୍ରିକୋର୍ଟଙ୍କ ଏହି ରାୟରେ କେତେକ ସର୍ତ୍ତ ମଧ୍ୟ ରହିଛି । ତେବେ ଆଗକୁ କଣ ହେଉଛି ଦେଖିବା ବାକିରହିଲା ।

Leave A Reply

Your email address will not be published.