ଦୁନିଆର ଏପରି ଏକ ସ୍ଥାନ, ଯେଉଁଠି ଯାତ୍ରୀଙ୍କୁ ସିଟ ବେଲ୍ଟ ପିନ୍ଧି ଗାଡ଼ି ଚଳାଇବା ମନା।

0

Get real time updates directly on you device, subscribe now.

ଦେଖିବାକୁ ଗଲେ ଏବେ ଲୋକଙ୍କମାନଙ୍କ ମତ ନେଇ ନି-ୟମ ବଦଳିବାରେ ଲାଗୁଛି ଏବଂ ଏହାକୁ ଏତେ ମାତ୍ରାରେ ଶକ୍ତ କରାଯାଉଛି ଯାହା ପାଇଁ ଏହାକୁ ଅମାନ୍ୟ କଲେ ଭାରି ମାତ୍ରାରେ ଜରି-ମାନା ମଧ୍ୟ ଦେବାକୁ ପଡ଼ୁଛି ସମାଜରେ ରହିବାକୁ ହେଲେ ଅନେକ ନିୟମ ମଧ୍ୟ ଦେଇ ଗତି କରିବାକୁ ପଡ଼ିଥାଏ ଏବଂ ସବୁ କାର୍ଯ୍ୟକୁ ଦେଖି କରିବାକୁ ପଡ଼ିଥାଏ ଯାହା ଦ୍ଵାରା ପର ମୁହୂର୍ତ୍ତରେ ତାହା ଭୁଲ ବୋଲି ପ୍ରମାଣିତ ନହେଉ ସେଥିପ୍ରତି ମଧ୍ୟ ଦୃଷ୍ଟି ରହିଥାଏ।ଆମ ଦେଶରେ ନିୟମ କା-ନୁନ ଏତେ ମାତ୍ରାରେ ଶକ୍ତ ହୋଇଛି ଯାହା ପାଇଁ ଲୋକଙ୍କ ଉପରେ ବିପ-ଦର କଳା ବାଦଲ ଏତେ ଶୀଘ୍ର ଆସୁନାହିଁ ।

କାରଣ ଟ୍ରାଫିକ ଲାଇନ ରେ କଡା କଡ଼ି ଯା-ଞ୍ଚ ହେବା ସହ ନିୟମରେ ମଧ୍ୟ ପରିବର୍ତ୍ତନ ଆସିଛି ଏବଂ ଏହି ନିୟମକୁ ଅମାନ୍ୟ କଲେ ଶକ୍ତ ଦ-ଣ୍ଡ ଏବଂ ଜରି-ମାନା ର ବ୍ୟବସ୍ଥା ମଧ୍ୟ କରାଯାଇଛି ଯାହା ପାଇଁ ବର୍ତ୍ତମାନ ସମୟରେ ଲୋକମାନେ ଟ୍ରାଫିକ ନିୟମକୁ ଦୃଷ୍ଟିରେ ରଖି ଗାଡ଼ି ଚଳାଉଛନ୍ତି ଏବଂ ଚଳାଇବା ସମୟରେ ଟ୍ରାଫିକ ନିୟମ ମାନି ହେଲମେଟ ପିନ୍ଧି ,ସିଟ ଵେଲ୍ଟ ଲଗାଇ ଯିବା ଆସିବା କରୁଛନ୍ତି।

ପୃଥିବୀ ରେ ଅନେକ ଦେଶ ରହିଛି ଯେଉଁଠାରେ ସମସ୍ତ ନିୟମ ମଧ୍ୟରେ ଅନେକ ମତ ପାର୍ଥକ୍ୟ ଦେଖା ଦେଇଥାଏ। ଏବଂ ସେମାନଙ୍କ ନିୟମ ଆମ ନିୟମ ଠାରୁ ଏତେ ଶକ୍ତ ନଥାଏ।ସାଧାରଣତଃ କୌଣସି ବ୍ୟକ୍ତି କାର ଚଳାଇବା ସମୟରେ ସିଟ ବେଲ୍ଟର ବ୍ୟବହାର କରିଥାଏ ନହେଲେ ବଡ଼ ଆକାରର ଜରି-ମାନା ଦେବାକୁ ପଡିଥାଏ।

କିନ୍ତୁ ଏମିତି ଏକ ଦେଶ ରହିଛି ଯେଉଁଠି ସେମାନଙ୍କୁ ରାସ୍ତାରେ ଯିବା ସମୟରେ ସିଟ ବେଲ୍ଟ୍ ପିନ୍ଧି ଯିବାକୁ ମନା କରାଯାଇଥାଏ। ଏମିତି ଏକ ଦେଶ ଯାହା ଭାରତ ଠାରୁ ଛୋଟ କିନ୍ତୁ ନିୟମ ଭା-ଙ୍ଗିଲେ ଜରି-ମାନା ଦେବାକୁ ହେଲେ ଲୋନ୍ କରିବାକୁ ପଡ଼ିଥାଏ ନହେଲେ କ୍ରେଡିଟ କାର୍ଡର ବ୍ୟବହାର କରିବାକୁ ପଡ଼ିଥାଏ।ଏହା ଶୁଣି ଆପଣ ହୁଏତ ବୁଝିପାରୁଥିବେ କି ଏହି ଦେଶରେ ଆଇନ କେତେ ଶକ୍ତ।

ଏହି ଦେଶ ହେଉଛି ୟୁରୋପ।ଏହି ଦେଶରେ ସାଧାରଣତଃ ଅନେକ ସମୟରେ ବରଫପାତ ହୋଇଥାଏ ଏବଂ ଏଠାକାର ଲୋକମାନେ ବରଫ ଉପରେ ଯିବା ଆସିବା କରିଥାନ୍ତି।ୟୁରୋପ ଦେଶରେ ଇଷ୍ଟନିଆ ଅଞ୍ଚଳରେ ଏମିତି ଏକ ରାସ୍ତା ରହିଛି ଯାହା ବାଲ୍ଟିକ ସାଗର ଉପରେ ହାଇୟୁମା ଦିପକୁ ଯିବାପାଇଁ ରହିଛି।

ଏହି ରାସ୍ତାରେ ଯିବାକୁ ହେଲେ ସିଟ ବେଲ୍ଟ୍ ପିନ୍ଧିବା ବେଆଇନ ଏବଂ ଏହି ରାସ୍ତାରେ ଯିବା ସମୟରେ ଗାଡିର ବେଗ ୨୫ ରୁ ୪୦ କିମି ବେଗରେ ରହିବା ଆବଶ୍ୟକ ।ଏହି ରାସ୍ତା ସାଗର ଉପରେ ଥିବାରୁ କେତେବେଳେ କଣ ଘ-ଟଣା ଘଟିପାରେ ତେଣୁ ସେହି ଘଟ-ଣାରୁ ବର୍ତ୍ତିବା ପାଇଁ ଏହିଭଳି ନିୟମ ଲାଗୁ କରାଯାଇଛି।ସେଠାକାର ଲୋକ ବରଫରେ ଯିବା ଆସିବା କରିବା ଉପରେ ସମ୍ପୂର୍ଣ ଭାବରେ ଜଡ଼ିତ ଥିବାରୁ ସେମାନେ ଏହାକୁ ଭୟ କରିନଥାନ୍ତି,କିନ୍ତୁ କୌଣସି ନୂଆ ଡ଼୍ରାଇଭର ସେହି ରାସ୍ତାରେ ଗଦି ଚଳାଇଲେ ସେ ଗାଡ଼ି ଚଳାଇବାକୁ ଭ-ୟ କରିଥାଏ ଏହି ରାସ୍ତାରେ ସନ୍ଧ୍ୟା ସମୟରେ ଯିବା ଆସିବା କରିବାକୁ ଦିଆ ଯାଇନଥାଇ ଏବଂ ଏଠାକୁ ଆସୁଥିବା ପରିବ୍ରାଜକମାନଙ୍କୁ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଆସିବାକୁ ଦିଆ ଯାଇଥାଏ।

Leave A Reply

Your email address will not be published.