Jio ର ଜବରଦସ୍ତ ଅଫର୍,ମାତ୍ର ୨୮୪ ଟଙ୍କା ଖର୍ଚ କରି ୮୪ଦିନ ପର୍ଯ୍ୟନ୍ତ ପାଆନ୍ତୁ UNLIMITED ସୁବିଧା,ଜାଣନ୍ତୁ ପ୍ଲାନ ବିଷୟରେ ସମ୍ପୂର୍ଣ ସୂଚନା

0

Get real time updates directly on you device, subscribe now.

ଆମ ଦେଶ ଭାରତ ସମୃଦ୍ଧିର ଗୋଟେ ପାଦ ଆଗକୁ ବଢ଼ିବାରେ ଲାଗିଛି।ବନ୍ଧୁଗଣ ଆଜିକାଲି ସରକାର ଲୋକ ମାନଙ୍କର ସୁବିଧା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ମାନ ଗ୍ରହଣ କରୁଛନ୍ତି ।ସେଗୁଡିକ ମଧ୍ୟରୁ ଟେଲିକମ ନେଟୱର୍କ ଏକ ମୁଖ୍ୟ ଭୂମିକା ଗ୍ରହଣ କରିଛି।ଯାହା ଫଳରେ ଲୋକେ ମନେ ବିଭିନ୍ନ ସୁବିଧା ସୁଯୋଗ ଲାଭ କରିଛନ୍ତି।ଟେଲିକମ ନେଟୱର୍କ ମଧ୍ୟରୁ jio ଘରେ ଘରେ ପରିଚିତ ଓ ଲୋକ ପ୍ରିୟ ହୋଇପାରିଛି।

ହଁ ଆଜ୍ଞା jio ଆଣିଛି ଲୋକମାନଙ୍କ ପାଇଁ ଏକ ଧମାକେଦାର୍ ଅଫର୍।ଯାହା ଫଳରେ ଲୋକମାନେ କମ୍ ଦାମରେ ୮୪ ଦିନ ପାଇଁ ଉଠାଇପାରିବେ ଅନେକ ଫାଇଦା।jioର ଏହି ସୁପରହିଟ ପ୍ଲାନ୍ ଅନୁସାରେ ମାସକୁ କେବଳ ୨୪୦ଟଙ୍କା ଖର୍ଚ୍ଚ କରିବାକୁ ପଡିବ

ଯାହାକି ଲୋକଙ୍କୁ ଅନେକ ଫାଇଦା ଦେବ।ଏଥିରେ ଲୋକଙ୍କୁ unlimited data ଏବଂ କଲିଂର ସୁଜଗ ମିଳିବ।ଏହା ଫଳରେ jio ୟୁଜର ନିଜର ସମସ୍ତ ଆବଶ୍ୟକତା ପୁରଣ କରିପାରିବେ।

jioର ୭୧୯ଟଙ୍କାର ପ୍ଲାନରେ ଉଜରଙ୍କୁ ଦିନକୁ ୨ଯିବିର ଡାଟା ମିଳିବ।ମାନେ ମୋଟ ୧୬୮ଯିବି ଡାଟା ଦିଆଯିବ।ଏଥିସହ ୟୁଜର ଦୈନିକ unlimited କଲର ସୁବିଧା ମଧ୍ୟ ମିଳିବ।ଆହୁରି ମଧ୍ୟ ଦିନକୁ ୧୦୦ ଟି sms ର ସୁବିଧା ମଧ୍ୟ ମିଳିବ।

ଏଥିସହିତ ଏଥିରେ jio tv,jiocinemaର ମାଗଣା ସବକ୍ରିପ୍ସନ ମଧ୍ୟ ମିଳିବ।ଏହି ପ୍ଲାନ୍ ରେ ମାସିକ ୨୪୦ ଟଙ୍କା ରିଚାର୍ଜ କରିବାକୁ ପଡ଼ିବ।jio ର ୨୯୯ ଟଙ୍କିଆ ପ୍ଲାନରେ ମୋଟ ୫୬ଯିବି ଡାଟା ମିଳୁଛି।

ଏଥିସହ ୟୁଜର ଦୈନିକ unlimited କଲର ସୁବିଧା ମଧ୍ୟ ମିଳିବ।ଆହୁରି ମଧ୍ୟ ଦିନକୁ ୧୦୦ ଟି sms ର ସୁବିଧା ମଧ୍ୟ ମିଳିବ।ଏଥିସହିତ ଏଥିରେ jio tv,jio cinema ର ମାଗଣା ସବକ୍ରିପ୍ସନ ମଧ୍ୟ ମିଳିବ।ଏହି ସବୁ ସୁବିଧା ଫଳରେ ଲୋକମାନେ ଅନେକ ମାତ୍ରାରେ ଉପକୃତ ହେବା ସହ ନିଜର ଆବଶ୍ୟକତାକୁ ମଧ୍ୟ ପୂରଣ କରିପାରିବେ।

Leave A Reply

Your email address will not be published.