ପୁଣିଥରେ ସଲମାନ ଖାନଙ୍କୁ ହ-ତ୍ୟା ଧ-ମକ: ଏପ୍ରିଲ ୩୦ରେ ତୋତେ ଶେଷ କରିଦେବି !

0

Get real time updates directly on you device, subscribe now.

ବଲିଉଡ ସୁପର୍ ଷ୍ଟାର୍ ସଲମାନ ଖାନଙ୍କୁ ଧ-ମକ ଦେବା ପ୍ରକ୍ରିୟା ଯେପରି ଶେଷ ହେବାର ନାମ ନେଉନାହିଁ । କାରଣ ଗତକାଲି ପୁଣି ଥରେ ଭାଇଜାନଙ୍କୁ ଧ-ମକ ମିଳିଥିଲା । ଜଣେ କଲ୍ କରି କହିଲା ଯେ, ସେ ୩୦ରେ ସଲମାନ ଖାନଙ୍କୁ ହ-ତ୍ୟା କରିଦେବ ବୋଲି ।

ସେବେଠାରୁ ପୋ-ଲିସ ଏହି ଘଟ-ଣାର ଅନୁସ-ନ୍ଧାନ କରୁଥିଲା ଏବଂ ବର୍ତ୍ତମାନ ଅଭି-ଯୁକ୍ତମାନେ ପୋ-ଲିସ ଦ୍ୱାରା ଧରାପଡିଛନ୍ତି । ସୂତ୍ରରୁ ପ୍ରକାଶ ଯେ, ନିକଟରେ ଧ-ମକ ଦେଇଥିବା ବ୍ୟକ୍ତି ହେଉଛି ଜଣେ ନାବାଳକ ।

ତେବେ ଗତ ସୋମବାର ରାତି ୯ ଟା ସମୟରେ ମୁମ୍ବାଇ ପୋଲି-ସର କଣ୍ଟ୍ରୋଲ ରୁମରେ ଏକ କଲ ଆସିଥିଲା । ଏହି ସମୟରେ କଲ୍ କରୁଥିବା ବ୍ୟକ୍ତି କହିଥିଲେ ଯେ, ସେ ୩୦ ରେ ସଲମାନ ଖାନଙ୍କୁ ହ-ତ୍ୟା କରିବେ ।

କଲ୍ କରୁଥିବା ବ୍ୟକ୍ତି ନିଜକୁ ରକି ଭାଇ ଭାବରେ ପରିଚିତ କରି କହିଥିଲେ ଯେ, ସେ ଯୋଧପୁରର ଗୋ ର-କ୍ଷକ । ଏହି ମାମ-ଲାରେ ପୋ-ଲିସ ଅଭି-ଯୁକ୍ତକୁ ଗି-ରଫ କରିଛି ।

ସୂତ୍ରରୁ ପ୍ରକାଶ ଯେ ଧ-ମକ ଦେଇଥିବା ବ୍ୟକ୍ତି ଜଣେ ନାବାଳକ । ପୋ-ଲିସ କହିଛି ଯେ, ଏହି କଲରେ କୌଣସି ଗମ୍ଭୀରତା ନାହିଁ, ନାବାଳକ ଜଣକ ଏହି କଲ କରିଥିଲେ । ସେ କାହିଁକି ଏପରି କଲେ, ଏନେଇ ଘଟ-ଣାର ଅନୁସ-ନ୍ଧାନ ଏବେ ମଧ୍ୟ କରାଯାଉଛି ।

ଏହାପୂର୍ବରୁ ମଧ୍ୟ ସଲମାନ ଖାନଙ୍କୁ ଧ-ମକ ଦିଆଯାଇଛି । ସାକ୍ଷାତକାର ସମୟରେ ସଲମାନ ଖାନଙ୍କୁ ହ-ତ୍ୟା କରିବାକୁ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଖୋଲା ଖୋଲି ଭାବେ ଧ-ମକ ଦେଇଥିଲେ । ସୂଚନାଯୋଗ୍ୟ ଗତ ମାସରେ ସଲ୍‌ମାନ୍‌ଙ୍କୁ ଏକ ଧମ-କପୂର୍ଣ୍ଣ ଇ-ମେଲ୍ ମିଳିବା ପରେ ପୁ-ଲିସ ତାଙ୍କର ସୁର-କ୍ଷା ବୃଦ୍ଧି କରିଥିଲା ।

ଏ ନେଇ ପୁ-ଲିସ ଗ୍ୟାଙ୍ଗ୍‌ଷ୍ଟର୍ ଲରେନ୍ସ ବିଷ୍ଣୋଇ ଏବଂ ଗୋଲ୍ଡି ବରାର୍ ସମେତ ରୋହିତ ନାମକ ଜଣେ ବ୍ୟକ୍ତିଙ୍କ ବିରୋ-ଧରେ ଏଫ୍‌ଆ-ଇଆର୍ ରୁ-ଜୁ କରିଥିଲା । ସଲ୍‌ମାନ୍‌ଙ୍କୁ ପୁ-ଲିସ ପକ୍ଷରୁ ପୂର୍ବରୁ ‘ୱାଇ ପ୍ଲସ୍‌’ ସୁର-କ୍ଷା ଯୋଗାଇ ଦିଆଯାଇଥିବା ବେଳେ ଇ-ମେଲ୍ ଧ-ମକ ମିଳିବା ପରେ ସେ ବ୍ୟକ୍ତିଗତ ସୁର-କ୍ଷା କର୍ମୀଙ୍କ ସହିତ ବୁ-ଲେଟ୍ ପ୍ରୁଫ୍ କାର୍‌ରେ ଯାତ୍ରା କରୁଛନ୍ତି ।

Leave A Reply

Your email address will not be published.