ଅର୍ଚ୍ଚନା ନାଗଙ୍କୁ ମିଳିଲା ଜାମିନ, ପୁଣିଥରେ ଘରେ ହେବ କି ବଡ଼ବଡ଼ିଆଙ୍କ ଗହଳି !

0

Get real time updates directly on you device, subscribe now.

ଏହି କିଛିଦିନ ପୂର୍ବରୁ ହନିଟ୍ରାପ୍ କୁଇନ୍ ଅର୍ଚ୍ଚନା ନାଗ ଏବଂ ତାଙ୍କ ସ୍ଵାମୀ ଜଗବନ୍ଧୁ ଖୁବ୍ ଚର୍ଚ୍ଚାରେ ଥିଲେ। ଅନେକ ବଡ ବଡ ଲୋକଙ୍କୁ ବ୍ଲା-କମେ-ଲ୍ କରି ସେମାନଙ୍କ ଠାରୁ କୋଟି କୋଟି ଟଙ୍କା ହଡ଼ପ କରିଥିବା କଥା ଶୁଣିବାକୁ ମିଳିଥିଲା ଆଉ ଏଥିରେ ତାଙ୍କୁ ତାଙ୍କ ସ୍ଵାମୀ ମଧ୍ୟ ସମ୍ପୂର୍ଣ୍ଣ ସହଯୋଗ କରୁଥିବା କଥା ମଧ୍ୟ ଶୁଣିବାକୁ ମିଳିଥିଲା। ପୋ-ଲିସ ଏହି ସମ୍ପ-ର୍କରେ ସମ୍ପୂର୍ଣ୍ଣ ଭାବେ ଖୋଳତାଡ଼ କରିବା ପରେ ଅର୍ଚ୍ଚନା ଏବଂ ତାଙ୍କ ସ୍ଵାମୀ ଜଗବନ୍ଧୁଙ୍କୁ ଗି-ରଫ କରି ଜେଲରେ ରଖିଥିଲା।

ଏବେ କିଛି ଦିନର ବ୍ୟବଧାନ ପରେ ପୁଣି ଥରେ ଅର୍ଚ୍ଚନା ଏବଂ ତାଙ୍କ ସ୍ଵାମୀ ଚର୍ଚ୍ଚାକୁ ଫେରିଛନ୍ତି। ଲେଡି ବ୍ଲାକମେଲର୍ ଅର୍ଚ୍ଚନାଙ୍କୁ ଏବେ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି, ଭୁବନେଶ୍ୱର ନୟାପଲ୍ଲୀ ଥା-ନା ମାମ-ଲାରେ ହାଇକୋର୍ଟ ଅର୍ଚ୍ଚନାଙ୍କୁ ଜାମିନ୍ ଦେଇଛନ୍ତି।

କିନ୍ତୁ ଏହି ମାମ-ଲାରେ ପୋ-ଲିସକୁ ତଥା କୋର୍ଟକୁ ସମ୍ପୂର୍ଣ୍ଣ ଭାବେ ସହଯୋଗ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ କେ-ସ୍ ସରିବା ପର୍ଯ୍ୟନ୍ତ କୁଆଡ଼େ ରାଜ୍ୟ ବାହାରକୁ ନଯିବା ପାଇଁ କୋର୍ଟ ଅର୍ଚ୍ଚନାଙ୍କୁ କହିଛନ୍ତି।

ଗତମାସ ୧୫ ତାରିଖରେ ଜଗବନ୍ଧୁଙ୍କୁ ହାଇକୋର୍ଟ ଜାମିନ ପ୍ରଦାନ କରିଥିଲେ । ରାଜଧାନୀର ଖଣ୍ଡଗିରି ଥା-ନାରେ ଜଣେ ଯୁବତୀ ତଥା ଅର୍ଚ୍ଚନାଙ୍କ ସହଯୋଗୀ ଶ୍ରଦ୍ଧାଜ୍ଞଳୀ ବେହେରା ଜଗବନ୍ଧୁଙ୍କ ନାମରେ ଅଭି-ଯୋଗ ଦାୟର କରିଥିଲେ।

ବ୍ଲା-କମେ-ଲିଂ ମାମ-ଲାରେ ତାଙ୍କୁ ପୋ-ଲିସ ଗି-ରଫ କରିଥିଲା। ଅର୍ଚ୍ଚନା ତାଙ୍କୁ ବ୍ଲା-କମେ-ଲିଂ କରୁଥିବା ନେଇ ଓଲିଉଡ ଫିଲ୍ମ ନିର୍ମାତା ଅକ୍ଷୟ ପରିଜା‌ ରାଜଧାନୀର ନୟାପଲ୍ଲୀ ଥା-ନାରେ ମାମ-ଲା ଦାୟର କରିଥିଲେ।

ପରବର୍ତ୍ତୀ ସମୟରେ ଅର୍ଚ୍ଚନାଙ୍କୁ ଗି-ରଫ କରାଯାଇଥିବା ବେଳେ ଆଜି ତାଙ୍କୁ ହାଇକୋର୍ଟରୁ କେବଳ ଗୋଟିଏ ମାମ-ଲାରେ ଜାମିନ ମିଳିଛି । ତେବେ ଅର୍ଚ୍ଚନାଙ୍କ ନାମରେ ଏକାଧିକ ମାମ-ଲା ରହିଥିବାରୁ ସେ ଏବେ ଜେ-ଲରୁ ବାହାରିବେନି ବୋଲି ଜଣାପଡ଼ିଛି।

ଯଦି ଅର୍ଚ୍ଚନା ଜେ-ଲରୁ ମୁକୁଳନ୍ତି। ପୁଣି ଥରେ ତାଙ୍କ ଘରେ ବଡ ବଡିଆ ଭିଡ ଜମିବ ଏବଂ ରାତି ଅଧରେ ଘର ପାଖରେ ବଡ ବଡ କାର ଲାଗିବ ବୋଲି ଚର୍ଚ୍ଚା ହେଉଛି, ରଙ୍ଗୀନ ରାତିରେ ଝୁମିବେ ଯୁବତୀଙ୍କ ସହ ନେତାମନ୍ତ୍ରୀ , ଆଉ ବଡ ବଡିଆ ବାବୁ।

Leave A Reply

Your email address will not be published.