ବାହା ମଣ୍ଡପରେ ଆଖିବୁଜା ଗୁ-ଳି ଫୁଟାଇଲେ କନ୍ୟା ! ଶବ୍ଦ ଶୁଣି ଭ-ୟଭୀ-ତ ହୋଇଗଲେ ବର।

0

Get real time updates directly on you device, subscribe now.

ଆଜିକାଲି ବିବାହ ସମୟରେ ବନ୍ଧୁ-କରୁ ଗୁ-ଳି ଫୁଟାଇବା ଏକ ଟ୍ରେଣ୍ଡରେ ପରିଣତ ହୋଇଗଲାଣି। ଏହା ବେଆ-ଇନି ହୋଇଥିଲେ ମଧ୍ୟ ଲୋକମାନେ ଏପରି କରିବାକୁ ପଛାଉନାହାନ୍ତି। ତେବେ ଏହି ପରି ଏକ ଦୃ-ଶ୍ୟ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ହାଥରସରୁ।

ଏହି ଘଟ-ଣାର ଭିଡିଓ ମଧ୍ୟ ଭାଇରାଲ ହୋଇଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ବିବାହ ସମୟରେ ମଞ୍ଚ ଉପରେ ବସିଥିବା କନ୍ୟା ହଠାତ୍ ବ-ନ୍ଧୁକ ଧରି ଗୁ-ଳି ଫୁଟାଇବା ଆରମ୍ଭ କରିଥିଲେ।

କିନ୍ତୁ ଏହି ସମୟରେ ବର ପୁରା ଚୁପଚାପ୍‌ ହୋଇ ବସି ରହିଛନ୍ତି। ହାଥରସସର ସାଲେମପୁର ଗାଁର ଏକ ଗେଷ୍ଟ ହାଉସରେ ଅନୁଷ୍ଠିତ ହୋଇଥିବା ବିବାହ ଉତ୍ସବରେ ଏଭଳି ଦୃ-ଶ୍ୟ ଦେଖିବା ପାଇଁ ମିଳିଛି।

ବର ଏବଂ କନ୍ୟା ମଞ୍ଚ ଉପରେ ବସିଥିବା ବେଳେ ଜଣେ ବ୍ୟକ୍ତି ଆସି କନ୍ୟାକୁ ବ-ନ୍ଧୁକ ଦେଇଥିଲେ। ଆଉ କନ୍ୟା ଜଣକ ଭ-ୟ ନକରି ଚାରିଥର ଗୁ-ଳି ଚଳାଇଥିଲେ। ତାଙ୍କୁ ଦେଖିଲେ ଜଣାପଡିବ ଯେପରିକି ସେ ଏସବୁ କାମରେ ପାରଙ୍ଗମ।

ତେବେ ବର୍ତ୍ତମାନ ଏହି ମାମ-ଲା ପୋ-ଲିସ ପାଖରେ ପହଞ୍ଚିଛି। ତେବେ ସେହି ଅଞ୍ଚଳର ପୋ-ଲିସ ଏବେ କହିଛି ଯେ, ଏହି ମାମ-ଲା ଆମ ନଜରକୁ ଆସିସାରିଲାଣି। ଘଟ-ଣାର ତ-ଦନ୍ତ କରାଯାଉଛି। ତେବେ ବିବାହ ସମୟରେ ବର ଏବଂ କନ୍ୟାକୁ କିଏ ବ-ନ୍ଧୁକ ଦେଲା, ତାହା ମଧ୍ୟ ଜାଣିବା ପାଇଁ ଚେଷ୍ଟା ଚାଲିଛି ।

Leave A Reply

Your email address will not be published.