ଫଟୋରେ ଲୁଚିଛନ୍ତି 16 ଟା ବାଘ, ପ୍ରଥମ 4 ଟା ତ ଆପଣ ପାଇଯିବେ କିନ୍ତୁ ଆଉ 12 ଟା ଖୋଜିଲା ବେଳକୁ ଆପଣଙ୍କର ଅବସ୍ଥା ଖରାପ ହୋଇଯିବ

0

Get real time updates directly on you device, subscribe now.

ଯଦି ଆପଣ ନିଜକୁ ବୁଦ୍ଧିମାନ କରିବାକୁ ଚାହୁଁଛନ୍ତି ତେବେ ମସ୍ତିଷ୍କର ବ୍ୟାୟାମ ନିହାତି ଜରୁରୀ। ଜିମକୁ ଯାଇ ଆପଣ ନିଜ ଶରୀରକୁ ଯେପରି ଗଢ଼ନ୍ତି ସେହିପରି ଆପଣ ବିଭିନ୍ନ ଜିନିଷ ପଢି ଏବଂ ପଜଲ୍ ସମାଧାନ କରି ନିଜ ମୁଣ୍ଡକୁ ତୀକ୍ଷ୍ଣ କରିପାରିବେ।

ଆଜିକାଲି ସୋସିଆଲ ମିଡିଆରେ ଏପରି କିଛି ଫଟୋ ଦେଖିବାକୁ ମିଳୁଛି ଯାହା ଦେଖିବାକୁ ସାଧାରଣ ଫଟୋ ପରି ଅଟେ। କିନ୍ତୁ ଏଥିରେ ଲୁଚିରହିଥାଏ ବହୁତ କିଛି ଜିନିଷ। ତେବେ ଆଜି ମଧ୍ୟ ଆମେ ଏହିପରି ଏକ ଫଟୋ ଦେଖାଇବୁ ଯେଉଁ ଫଟୋରେ ଲୁଚି ରହିଥିବା ପଶୁ କିମ୍ବା ବସ୍ତୁ ଆପଣଙ୍କୁ ଖୋଜିବାକୁ ପଡିବ।

6 ଟି ବାଘ ଜଙ୍ଗଲରେ ଲୁଚି ରହିଛନ୍ତି, ଆପଣ ସେମାନଙ୍କୁ ଦେଖି ପାରୁଛନ୍ତି କି?

ଏହି ଫଟୋକୁ ଭଲଭାବେ ଦେଖନ୍ତୁ। ଏଥିରେ ଆପଣ ଜଙ୍ଗଲର ଏକ ଦୃଶ୍ୟ ଦେଖିପାରିବେ। ଏହି ଜଙ୍ଗଲରେ ସମୁଦାୟ 16 ଟି ବାଘ ଲୁଚି ରହିଛନ୍ତି। ବର୍ତ୍ତମାନ ଏହି 16 ଟି ବାଘକୁ ଆପଣ ନିଜ ମୁଣ୍ଡ ଖଟାଇ ଖୋଜିବାକୁ ପଡିବ।

ପ୍ରଥମ ଦେଖାରେ ଆପଣ ସହଜରେ ଚାରିଟି ବାଘକୁ ପାଇଯିବେ। କିନ୍ତୁଆପଣ ଯଦି ଟିକିଏ ଅଧିକ ଧ୍ୟାନ ଦିଅନ୍ତି, ତେବେ ଧୀରେ ଧୀରେ ବାକି ବାଘମାନେ ମଧ୍ୟ ଦେଖାଯିବା ଆରମ୍ଭ କରିବେ।

ସମସ୍ତ ବାଘକୁ ଖୋଜିବା ପାଇଁ ଆମେ ଆପଣଙ୍କୁ 20 ସେକେଣ୍ଡ ଦେଉଛୁ। ଯଦି ଆପଣ ଜଙ୍ଗଲ ଚାରିପାଖରେ ଥିବା ଦୃଶ୍ୟ ଏବଂ ଜିନିଷ ପ୍ରତି ଧ୍ୟାନ ଦିଅନ୍ତି, ତେବେ ଆପଣ ଧୀରେ ଧୀରେ ବାଘମାନଙ୍କୁ ଦେଖିବା ଆରମ୍ଭ କରିବେ। କେହି କେହି କହୁଛନ୍ତି ଭାଇ, ତୁମେ ଆମକୁ ବୋକା ବନାଉଛ, ଏଥିରେ 16 ଟି ବାଘ ନାହିଁ। କିନ୍ତୁ ତାହା ନୁହେଁ, ଏହି ଫଟୋରେ ବାସ୍ତବରେ 16 ଟି ବାଘ ଅଛନ୍ତି। ଆପଣ ଟିକେ ଭଲ ଭାବରେ ଧ୍ୟାନ ଦିଅନ୍ତୁ।

ତେବେ ବନ୍ଧୁଗଣ ଯଦି ଆପଣ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ 16 ଟା ବାଘ ପାଉ ନାହାଁନ୍ତି ତେବେ ଆମେ ଆପଣଙ୍କୁ ଦେଖାଉଛୁ। ଆପଣଙ୍କ ସୁବିଧା ପାଇଁ ଆମେ ସମସ୍ତ ବାଘ ଉପରେ ନାଲି ସର୍କଲ ଆଙ୍କିଛୁ। ଯଦି ଆପଣଙ୍କୁ ପଜଲ ଟି ଭଲ ଲାଗିଲା ତେବେ ଏହାକୁ ଆପଣଙ୍କର ସାଙ୍ଗମାନଙ୍କ ସହିତ ସେୟାର କରିବାକୁ ଭୁଲନ୍ତୁ ନାହିଁ।

Leave A Reply

Your email address will not be published.