ଚାକିରୀ ବଦଳି ହେଲା, ମନ ବି ବଦଳି ଗଲା, ଧୋ-କା ଖାଇଥିବା ପ୍ରେମିକ ଆଜି ପ୍ରେମିକାର ଜୀବନ ନେଲା

0

Get real time updates directly on you device, subscribe now.

ଦେବଗଡ଼ ସହରର ପ୍ରଧାନପାଟ ରାସ୍ତାର ଏସକେଏସ ଫାଇନାନ୍ସ ଅଫିସ ସମ୍ମୁଖରେ ଘଟିଛି ଏକ ହ-ତ୍ୟାକା-ଣ୍ଡ। ଅଫିସରୁ କାମ ସାରି ଘରକୁ ଫେରିବା ସମୟରେ ଜଣେ ମହିଳା ଫାଇନାନ୍ସ କର୍ମଚାରୀଙ୍କୁ ହ-ତ୍ୟା କରାଯାଇଥିବା ଅଭି-ଯୋଗ ହୋଇଛି । ମୃ-ତ ମହିଳା ଜଣକ ହେଉଛନ୍ତି ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଅଞ୍ଚଳର ରିତା ସାହୁ।

ସମ୍ପୁର୍ଣ୍ଣ ସୂଚନା ଅନୁସାରେ ଗତକାଲି ରାତି ପ୍ରାୟ 12ଟା ବେଳେ ରିତା ଭାରତ ଫାଇନାନ୍ସ ଅଫିସରୁ କାମ ସାରି ନିଜ ସ୍କୁଟି ନେଇ ଭଡ଼ା ଘରକୁ ବାହାରୁଥିଲେ। ଏହି ସମୟରେ ଦୁଇ ଜଣ ଦୁ-ର୍ବୃତ୍ତ ରିତାଙ୍କୁ ଛୁ-ରୀ ଏବଂ କାଠ ଫାଳିଆରେ ଆକ୍ର-ମଣ କରିଥିଲେ।

ରିତା ସ୍କୁଟିରୁ ତଳେ ପଡ଼ିଯାଇଥିଲେ। ଏହାପରେ ଦୁର୍ବୃ-ତ୍ତମାନେ ତାଙ୍କ ମୁଣ୍ଡ ଉପରେ ପଥର କଚାଡି ଘଟ-ଣାସ୍ଥଳରୁ ଫେ-ରାର ହୋଇଯାଇଥିଲେ।

ରିତାଙ୍କ ଚି-ତ୍କାର ଶୁଣି ଅଫିସରେ ଥିବା କର୍ମଚାରୀ ଦୌଡ଼ି ଆସିଥିଲେ। ରିତାଙ୍କ ର-କ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଦେଖି ତୁରନ୍ତ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃ-ତ ଘୋଷଣା କରିଥିଲେ।

ତେବେ ଖବର ପାଇ ଦେବଗଡ ଥା-ନା ପୁ-ଲିସ ଘଟ-ଣାସ୍ଥ-ଳରେ ପହଂଚି ଶ-ବ ଜ-ବତ କରିବା ସହିତ ଘଟ-ଣାର ତ-ଦନ୍ତ ଆରମ୍ଭ କରିଛି। ଆଜି ସକାଳେ ଦେବଗଡ ଏସପି ପ୍ରମୋଦ ରଥ ଘଟ-ଣାସ୍ଥଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଥିଲେ। ତେବେ କେଉଁ କାରଣରୁ ତାଙ୍କୁ ହ-ତ୍ୟା କରାଯାଇଛି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନଥିବା ବେଳେ ପୁ-ଲିସ ଅଧିକ ତ-ଦନ୍ତ ଜାରି ରଖିଛି।

ତେବ ମୃତ-କଙ୍କ ମାଆ ମଞ୍ଜୁ ଦେବୀ ଏନେଇ ଥା-ନାରେ ଏ-ତଲା ଦେଇ କହିଛନ୍ତି ଯେ ରିତାଙ୍କର ସମ୍ବଲପୁର ରେଙ୍ଗାଲି ଥା-ନାଞ୍ଚଳ ପଣ୍ଡଲୋଇ ଅଞ୍ଚଳର ଜଣେ ଯୁବକ ସହିତ ଗତ 5 ବର୍ଷ ହେଲା ପ୍ରେମ ସ-ମ୍ପର୍କ ରହିଥିଲା।

କୌଣସି କାରଣରୁ ପ୍ରେମ ସମ୍ପ-ର୍କରେ ଦୂରତା ସୃଷ୍ଟି ହୋଇଥିଲା ଆଉ ବୋଧ ହୁଏ ସେହି କାରଣରୁ ପ୍ରେମିକ ଜଣକ ହିଁ ଦୁ-ର୍ବୁତ୍ତ ସାଜି ତାଙ୍କ ରିତାଙ୍କୁ ହ-ତ୍ୟା କରିଛି। ପୋ-ଲିସ ଏବେ ତ-ଦନ୍ତ କରିବା ସହ ପ୍ରେମିକକୁ ମଧ୍ୟ ଖୋଜୁଛି। ଶୁଣିବାକୁ ମିଳିଛି ଯେ ପ୍ରେମିକକୁ ପୂର୍ବରୁ ହିଁ ପୋ-ଲିସ କିଛି ମାମ-ଲା କାରଣରୁ ଖୋଜା ଖୋଜି କରୁଛି।

Leave A Reply

Your email address will not be published.