ବିବାହ କରିବାକୁ ଚାହିଁଲେ ଦୁଇ ଯୁବତୀ,ଜାଣନ୍ତୁ ଶେଷରେ କ’ଣ ନିର୍ଦ୍ଦେଶ ଦେଲେ ହାଇକୋର୍ଟ ?

0

Get real time updates directly on you device, subscribe now.

ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ନିଶ୍ଚୟ ଯେ ଆମ ଦେଶ ଭାରତରେ ସମ-ଲିଙ୍ଗୀ ବିବାହକୁ ମାନ୍ୟତା ଦେବା ପାଇଁ ଦାଖଲ କରାଯାଇଥିବା ପିଟି-ସନ ଉପରେ ସୁପ୍ରିମ୍‌କୋର୍ଟ ନିଜର ରାୟ ଶୁଣାଇ ଖାରଜ କରି ଦେଇଛି । କିନ୍ତୁ ଏହାରି ମଧ୍ୟରେ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟରେ ସମାନ ଲିଙ୍ଗୀ ବିବାହକୁ ନେଇ ପୁଣି ଏକ ଘ-ଟଣା ସମ୍ନାକୁ ଆସିଛି ।

ମିଳିଥିବା ସୂଚନା ଅନୁସାରେ ଚଣ୍ଡିଗଡ଼ର ସେକ୍ଟର-୫୬ ରେ ରହୁଥିବା ଦୁଇ ଜଣ ଯୁବତୀ ପରସ୍ପରକୁ ପ୍ରେମ କରୁଥିବା ବେଳେ ବିବାହ କରିବାକୁ ଅନୁମତି ମାଗି ହାଇକୋର୍ଟରେ ଏକ ପିଟି-ସନ ଦାଖଲ କରିଛନ୍ତି ।

ଯାହା ହିସାବରେ ଗୋଟିଏ ଝିଅର ପରିବାର ରାଜି ଥିବା ବେଳେ ଅନ୍ୟ ଜଣେ ଝିଅର ପରିବାର ଦୁହିଁଙ୍କ ସମ୍ପର୍କକୁ ଗ୍ରହଣ କରିନାହାଁନ୍ତି । ତେବେ ବିବାହ ବୈଧ ହୋଇନଥିବା କାରଣରୁ ହାଇକୋର୍ଟ ବିବାହ ନ କରି ସାଙ୍ଗରେ ଏକାଠି ରହିବାକୁ ଅର୍ଥାତ୍ ଲିଭ୍ ଇନରେ ରହିବାକୁ ଅନୁମତି ଦେଇଛନ୍ତି । କେବଳ ଏତିକି ନୁହେଁ ପରିବାର ବିରୋଧ କରୁଥିବାରୁ ଚଣ୍ଡୀଗଡ଼ କୋର୍ଟ ଉଭୟ ଯୁବତୀଙ୍କ ସୁର-କ୍ଷା ପାଇଁ ପୋଲି-ସକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।

ବନ୍ଧୁଗଣ ଏଠାରେ ଆମେ କହି ରଖିବାକୁ ଚାହିଁବୁ ଯେ କିଛି ଦିନ ପୂର୍ବରୁ କେନ୍ଦ୍ର ସରକାର ସମଲିଙ୍ଗୀ ବିବାହକୁ ବି-ରୋଧ କରି ସୁପ୍ରିମ୍‌କୋର୍ଟରେ ଏକ ସତ୍ୟପାଠ ଦାଖଲ କରିଥିଲେ । ଏବଂ ସରକାରଙ୍କ ପକ୍ଷରୁ କୁହା ଯାଇଥିଲା ଯେ ଧାରା ୩୭୭କୁ ଅପ-ରାଧ ଶ୍ରେଣୀରୁ ବାହାର କରି ଦିଆଗଲେ ମଧ୍ୟ ସମ-ଲିଙ୍ଗୀ ବିବାହକୁ ମାନ୍ୟତା ଦେବାର ପ୍ରଶ୍ନ ଉଠୁନି । ତେବେ ମାନ୍ୟତା ନ ମିଳିଲେ ମଧ୍ୟ ଏ ପ୍ରକାର ସ-ମ୍ବନ୍ଧ ବେଆ-ଇନ ନୁହେଁ ।

କେନ୍ଦ୍ର ସରକାର ସମଲିଙ୍ଗୀ ବିବାହକୁ ପ୍ରକୃତିର ବି-ରୋଧୀ ବୋଲି ଦର୍ଶାଇଥିଲେ । ପୂରା ଇତିହାସରେ ଭିନ୍ନ ଲିଙ୍ଗରେ ବିବାହକୁ ହିଁ ଆଦର୍ଶ ରୂପରେ ଦେଖାଯାଇଛି । ସମଲିଙ୍ଗୀ ବିବାହ ଭାରତୀୟ ପରମ୍ପରା ବି-ରୋଧୀ । ସମାଜିକ ମହତ୍ତ୍ବ ଦୃଷ୍ଟିରୁ କେନ୍ଦ୍ର କେବଳ ପୁରୁଷ ଓ ମହିଳାଙ୍କ ବିବାହକୁ ମାନ୍ୟତା ଦେବାକୁ ଇଚ୍ଛୁକ ।

ଏହାଛଡ଼ା ଅନ୍ୟ କୌଣସି ପ୍ରକାର ବିବାହକୁ ମାନ୍ୟତା ଦିଆଯିବା ଉଚିତ ନୁହେଁ ବୋଲି ସୁପ୍ରିକୋର୍ଟ ରାୟ ଦେଇଥିଲେ । ସାମ୍ପ୍ରତିକ ସାମାଜିକ ସ୍ଥିତି ଅନୁସାରେ ବିଭିନ୍ନ ପ୍ରକାର ବିବାହ ଓ ସ-ମ୍ବନ୍ଧ ପ୍ରଚଳିତ । ସେଥିମଧ୍ୟରୁ କେନ୍ଦ୍ର କେବଳ ବି-ଷମଲି-ଙ୍ଗୀ ବିବାହକୁ ମାନ୍ୟତା ଦେବାକୁ ପ୍ରସ୍ତୁତ । ତେବେ ସମଲିଙ୍ଗୀ ବିବାହକୁ ମାନ୍ୟତା ନ ଦେଲେ ମଧ୍ୟ ଏହା ବେଆ-ଇନ ବୋଲି ସରକାର କହୁନାହାନ୍ତି ।

Leave A Reply

Your email address will not be published.