ଫେସ୍‌ବୁକ୍‌ରେ ଲାଇଭ ଆସି ସୁ-ଇ-ସା-ଇଡ୍‌ କରିବା ପାଇଁ ବାହାରିଥିଲେ । ହେଲେ ଜାଣି ନଥିଲେ ହଠାତ୍ ଏମିତି ହେବ ….

0

Get real time updates directly on you device, subscribe now.

ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଆଜିକା ସମାଜରେ କେତେ କଣ ଘ-ଟଣା ଘଟୁଛି ତାହା ବିଷୟରେ ଜାଣିଥିବେ ନିଶ୍ଚୟ । ସୋସିଆଲ ମିଡ଼ିଆ ଦ୍ଵାରା ହିଁ ଆମେ ଅନେକ ଘଟଣା ବିଷୟରେ ସୂଚନା ପାଉଛେ ଆଉ ଏମିତି କିଛି ଘ-ଟଣା ଏବେ ସମାଜରେ ଘଟୁଛି ଯାହା ନିନ୍ଦନୀୟ ଅଟେ ।

ଲୋକମାନେ ଏମିତି ନିନ୍ଦ-ନୀୟ କାମ କରୁଛନ୍ତି ଯାହା ଏହି ସମାଜ ଉପରେ ଖରାପ ପ୍ର-ଭାବ ପକାଉଛି । ଆଜ୍ଞା ହଁ ଦର୍ଶକବନ୍ଧୁ ବର୍ତ୍ତମାନ ଆମ ସମାଜରେ ପ୍ରତିଦିନ ଏମିତି ଘ-ଟଣା ଗୁଡିକ ଘଟିବାର ଲାଗୁଛି ଯାହାକୁ ଶୁଣିବା ପରେ ଦେହ ଶୀତେଇ ଉଠୁଛି ।

ମଣିଷ ଆଜି ଯେତିକି ଶିକ୍ଷିତ ହେଉଛ ସେ ସେତିକି ତଳକୁ ତଳକୁ ଖସି ଯାଉଛି । ଦିନକୁ ଦିନ ଦୁନିଆରେ ଅନ୍ୟା-ୟ ଅନିତି, ଦୁ-ର୍ନୀତି ପରି ଅନେକ ଭ-ୟଙ୍କର କା-ଣ୍ଡ ଘଟୁଛି । ମଣିଷ ନିଜର ଆଖିରେ ଅନ୍ଧ ପୁଟୁଳି ବାନ୍ଧି ଦେଇଛି ଆଉ ସେହି ସମୟରେ ସେ କଣ କରୁଛି ନିଜେ ବି ଜାଣିପାରୁନି । ବର୍ତ୍ତମାନ ସମୟରେ ସେଭଳି ଏକ ଲ-ଜ୍ୟାଜ-ନକ ଘ-ଟଣା ସମ୍ନାକୁ ଆସିଛି ।

ଯେଉଁଠି ଜଣେ ଯୁବକ ଫେସ୍‌ବୁକ୍‌ରେ ଲାଇଭ ଷ୍ଟ୍ରିମିଂ କରି ସୁଇସାଇଡ୍‌ କରିବା ପାଇଁ ବାହାରିଥିଲେ, ହେଲେ ପୋ-ଲିସ୍ ଖବର ପାଇ ହଠାତ୍ ପହଞ୍ଚି ଯାଇ ଯୁବକଙ୍କୁ ମୃ-ତ୍ୟୁ ମୁଖରୁ ବଞ୍ଚାଇ ଦେଇଥିଲା ।

ତେବେ ପୋ-ଲିସ୍ ଠାରୁ ପ୍ରାପ୍ତ ସୂଚନା ଅନୁସାରେ, ଉତ୍ତର-ପୂର୍ବ ଦିଲ୍ଲୀ ନନ୍ଦନଗରୀର ଜଣେ ୨୫ ବର୍ଷୀୟ ଯୁବକ ଫେସ୍‌ବୁକ୍‌ରେ ଲାଇଭ୍‌ ଆସି ଆ-ତ୍ମହ-ତ୍ୟା କରିବା ପାଇଁ ପ୍ରୟାସ କରୁଥିଲେ । ଏ ସଂପ-ର୍କରେ ଜାଣିବାକୁ ପାଇବା ପରେ ଫେସ୍‌ବୁକ୍‌ ଟିମ୍ ସଙ୍ଗେ ସଙ୍ଗେ ଦିଲ୍ଲୀ ପୋ-ଲିସ୍‌କୁ ଜଣାଇଥିଲେ ।

ଆଉ ଫେସ୍‌ବୁକ୍‌ରୁ ଆଲର୍ଟ ପାଇବା ପରେ ଦିଲ୍ଲୀ ପୋଲି-ସର ଇଣ୍ଟେଲିଜେନ୍ସ ଫ୍ୟୁଜନ ଆଣ୍ଡ୍‌ ଷ୍ଟ୍ରାଟେଜିକ୍‌ ଅପରେସନ୍‌ ୟୁନିଟ୍‌ ଉକ୍ତ ଯୁବକଙ୍କ ଲୋକେସନ୍ ଟ୍ରାକ କରି ସେଠାରେ ପହଞ୍ଚି ଦେଖିଥିଲେ ଯେ ଯୁବକ ଜଣକ ଶୋଇଥିବା ଅବସ୍ଥାରେ ବେଡ୍‌ ଉପରେ ପଡ଼ିଛନ୍ତି ।

ତେବେ ପୋ-ଲିସ୍‌ ତାଙ୍କୁ ଉ-ଦ୍ଧାର କରି ଜିଟିବି ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲା । ଆଉ ଏବେ ଚିକିତ୍ସା ପରେ ଯୁବକ ଜଣକ ସୁସ୍ଥ ହୋଇ ଡିସଚାର୍ଜ ହୋଇଯାଇଥିବା ଖବର ରହିଛି । ଏହିପରି ପୋ-ଲିସ୍ ସମ୍ପୃକ୍ତ ଯୁବକଙ୍କ ଜୀବନ ବଞ୍ଚାଇବାରେ ସଫଳ ହୋଇଥିଲେ ।

Leave A Reply

Your email address will not be published.