ଓଲିଉଡ଼ ହିରୋଇନ ରିୟା ଓ ଲିପ୍ସାଙ୍କର ଠିକ ହେଲା ବାହାଘର,ଜାଣନ୍ତୁ ସେ କାହାକୁ କାହାକୁ ବାହା ହେବାପାଇଁ ଯାଉଛନ୍ତି ?

0

Get real time updates directly on you device, subscribe now.

ଅଭିନେତ୍ରୀ ରିୟା ଓଡ଼ିଆ ଇଣ୍ଡଷ୍ଟ୍ରି ବହୁତ ଜଣା ଶୁଣା ଅଭିନେତ୍ରୀ ଅଟନ୍ତି । ସେ ତାଙ୍କ ଅଭିନୟ ପାଇଁ ଦର୍ଶକମାନଙ୍କ ଆଗରେ ଖୁବ ପରିଚିତ । ତାଙ୍କର ପ୍ରଥମ ସିନେମାର ହେଉଛି ‘ପ୍ରେମ ଅଢେଇ ଅକ୍ଷର’ ଯାହାକି ୨୦୧୦ ମସିହାରେ ରିଲିଜ୍ ହୋଇଥିଲା । ରିୟାଙ୍କର ଏହି ସିନେମାଟି ପ୍ରଥମ ଥିଲା କିନ୍ତୁ ସିନେମାଟି ସୁପରହିଟ୍ ହୋଇଥିଲା ତାଙ୍କ ଅପୋଜିଟରେ ବାବୁଶାନ ମହାନ୍ତି ଅଭିନୟ କରୁଥିଲେ । ରିୟା ବହୁତ ସିନେମାରେ ଅଭିନୟ କରିଛନ୍ତି ଆଉ ବହୁତ ସୁପରଷ୍ଟାରଙ୍କ ସହ ଅଭିନୟ କରିଛନ୍ତି ଆଉ ସେ ବହୁତ ଗୁଡ଼ିଏ ସିନେମା ମଧ୍ୟ କରି ସାରିଛନ୍ତି ।

ସେ ଅମ୍ଲାନ୍ ଆକାଶ ବାବୁସାନ୍ ସମ୍ବିତ ସିର୍ଦ୍ଧାନ୍ତ ମହାପାତ୍ର ଏମିତି ବହୁତ ଷ୍ଟାରଙ୍କ ସହ ଅଭିନୟ କରିଛନ୍ତି । ଆଉ ତାଙ୍କର ସବୁ ସିନେମା ସୁପରହିଟ୍ ହୋଇଛି । ତାଙ୍କ ସିନେମାକୁ ଦର୍ଶକମାନେ ବହୁତ ଦେଖିବାକୁ ଭଲପାଆନ୍ତି । ଆଉ ବର୍ତ୍ତମାନ ସମୟରେ ଅଭିନେତ୍ରୀ ରିୟା ଦେଙ୍କର ଏନଙ୍ଗେଞ୍ଜମେଣ୍ଟ୍ ସରିଯାଇଛି ବୋଲି ଶୁଣିବାକୁ ମିଳୁଛି । ଆଉ ତାଙ୍କର ସବୁ ଫଟୋ ଓ ଭିଡିଓ ବର୍ତ୍ତମାନ୍ ସୋସିଆଲ୍ ମିଡ଼ିଆରେ ଭାଇରାଲ ହେବାକୁ ଲାଗୁଛି । ରିୟାଙ୍କ ଭାବି ସ୍ବାମିଙ୍କ ନାଁ ହେଉଛି ସୁନୀଲ । ପରସ୍ପରଙ୍କ ଭୀତରେ ଗଭୀର ଭଲ ପାଇବା ଥିବା ନଜରରେ ଆସିଛି ଆଉ ଦୁହେଁ ବହୁତ ଖୁସି ଥିବାର ମଧ୍ୟ ନଜରରେ ଆସିଛି ।

ରିୟା ମଧ୍ୟ ତାଙ୍କ ଏନଙ୍ଗେଞ୍ଜମେଣ୍ଟରେ ବହୁତ ସୁନ୍ଦର ସଜାଇ ହୋଇଛନ୍ତି । ଆଉ ତାଙ୍କର ଫଟୋ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେଉଛି । ଏହି ଫଟୋରେ ରିୟା ବହୁତ ମଜ୍ଜା ଓ ମସ୍ତିଥିବାର ନଜରରେ ଆସିଛନ୍ତି । ସେ ବହୁତଶୀଘ୍ର ବିବାହ ବନ୍ଧନରେ ମଧ୍ୟ ବାନ୍ଧି ହେବାକୁ ଯାଉଛନ୍ତି । ଏହାସହିତ ବିବାହ ବନ୍ଧନରେ ବାନ୍ଧି ହେଲେ ଓଡ଼ିଆ ସିରିଏଲ ତଥା ଓଡ଼ିଆ ଚଳଚିତ୍ରର ହିରୋଇନ ଲିପ୍ସା ମିଶ୍ର । ସେ ତାଙ୍କ ବୟଫ୍ରେଣ୍ଡ୍ ଆକାଶ ସହ ହିଁ ବିବାହ କରିବାକୁ ଯାଉଛନ୍ତି । ଆଉ ନିକଟରେ ତାଙ୍କର ଏନଙ୍ଗେଞ୍ଜମେଣ୍ଟ୍ ହୋଇ ଯାଇଥିବାର ଦେଖିବାକୁ ମିଳିଛି । ଆଉ ଦୁଇ ଜଣ ଜାକ ବହୁତ ଖୁସି ଥିବାର ମଧ୍ୟ ଜଣା ପଡିଛି । ଏହା ସହିତ ଅନେକ ସେଲିବ୍ରିଟି ମାନେ ମଧ୍ୟ ନଜରରେ ଆସିଛନ୍ତି ଲିପ୍ସା ମିଶ୍ରଙ୍କର ନିର୍ବନ୍ଧରେ ।

ଲିପ୍ସା ବହୁତ ପ୍ରତିକ୍ଷିତ ସମୟ ପରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଯେଉଁଥିରେ ସମସ୍ତେ ଖୁସି ଥିବାର ନଜରରେ ଆସିଛନ୍ତି।ଏଠାରେ ମଧ୍ୟ ଆକାଶ ଓ ଲିପ୍ସା ଦୁହେଁ ଦୁହିଁକୁ ବହୁତ ଭଲପାଉଥିବାର ନଜରରେ ଆସିଛନ୍ତି । ଦୁହେଁ ଶେଷରେ ହାତରେ ହାତ ମିଶେଇ ଶପଥ ନେଲେ । ଶେଷରେ ଦୁହେଁ ବିବାହ କରିବାକୁ ଶପଥ ନେଇଛନ୍ତି । ଆଉ ଦୁହେଁ ବହୁତ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହୋଇ ନିଜର ସୁନାସଂସାର ଗଢ଼ିବାକୁ ଯାଉଛନ୍ତି । ଏହି ଓଡ଼ିଆ ଇଣ୍ଡଷ୍ଟ୍ରିର ସୁପରିଚିତ ଅଭିନେତ୍ରୀ ରିୟା ଦେ ଓ ଲିପ୍ସା ମିଶ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ।

Leave A Reply

Your email address will not be published.