ଜେ-ଲରୁ ବାହାରିବେ ରାଜୀବ ଗାନ୍ଧୀଙ୍କ ହ-ତ୍ୟାକା-ରୀ, ସୁପ୍ରିମ କୋର୍ଟ ଦେଲେ ନି-ର୍ଦ୍ଦେଶ

0

Get real time updates directly on you device, subscribe now.

ଜେଲରୁ ରାଜୀବ ଗାନ୍ଧୀଙ୍କ ହ-ତ୍ୟାକା-ରୀ ବାହାରକୁ ବାହାରୁଛନ୍ତି । ରାଜୀବ ଗାନ୍ଧୀଙ୍କ ହ-ତ୍ୟାକା-ଣ୍ଡକୁ ନେଇ ସୁପ୍ରିମକୋର୍ଟଙ୍କ ବଡ ନିଷ୍ପତ୍ତି ସାମ୍ନାକୁ ଆସିଛି । ଛଅ ଜଣ ଦୋ-ଷୀଙ୍କୁ ଜେ-ଲରୁ ମୁକୁଳେଇବାକୁ ନି-ର୍ଦ୍ଦେଶ ଦେଇଛନ୍ତି । ତେବେ ଏମାନଙ୍କର ଜେ-ଲରେ 30 ବର୍ଷ କଟି ଯାଇଛି । ଆଉ ଏବେ ଏହି ଛଅଜଣ ବାହାରକୁ ବାହାରୁଛନ୍ତି ।

ସେଦିନ ହଠାତ୍ ଆଖି ପିଛୁଳାକେ ଏକ ବିସ୍ଫୋ-ରଣ ହେଲା । ନି-ଆଁ ଗୋଳା ଉଠିବା ସହ ସବୁଆଡେ ଧୂଆଁମୟ ହୋଇଗଲା । ଆଉ ସେଇଠି ରାଜୀବ ଗାନ୍ଧୀ ଟଳି ପଡ଼ିଥିଲେ । ସେଦିନ ରାଜୀବ ଗାନ୍ଧୀ ନିଜ ସମର୍ଥକଙ୍କ ସହ ମିଶୁଥିଲେ ଏବଂ ସେହି ସମୟରେ ଜଣେ ଯୁବତୀ ଛଳ କରି ତାଙ୍କ ପାଖକୁ ଗଲେ ।

ରାଜୀବ ଗାନ୍ଧୀଙ୍କ ବେକରେ ବୋ-ମା ଲାଗିଥିବା ଫୁଲ ମାଳଟି ପକାଇ ଦେଲେ । ଆଉ ତାପରେ ପ୍ରଚଣ୍ଡ ଶବ୍ଦ ସହ ବୋ-ମା ଫୁ-ଟିଗଲା । ଆଉ ସେଇଠି ରାଜୀବ ଗାନ୍ଧୀଙ୍କ ଜୀବନ ଚାଲିଗଲା । ଏହାସହିତ ସେଠାରେ ଥିବା ଅନେକ ଲୋକଙ୍କର ମଧ୍ୟ ଜୀବନ ଚାଲିଗଲା।

ଏହି ଘଟ-ଣାରେ ସଂପୃକ୍ତ ଥିବା ଅଭି-ଯୁକ୍ତମାନଙ୍କୁ ପରେ ଗି-ରଫ କରାଯାଇଥିଲା । ଆଉ ଏହାମଧ୍ୟରେ ଏହି ଛଅଜଣ ଅଭି-ଯୁକ୍ତଙ୍କର 30 ବର୍ଷର ଜେ-ଲଦ-ଣ୍ଡ ମଧ୍ୟ କ-ଟିଯାଇଛି । ଆଉ ଏବେ ମାନ୍ୟବର ସୁପ୍ରିମକୋର୍ଟ ଏମାନଙ୍କୁ ମୁକୁଳେଇବା ପାଇଁ ନି-ର୍ଦ୍ଦେଶ ଦେଇଛନ୍ତି ।

ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହ-ତ୍ୟା ମାମ-ଲାରେ ସୁପ୍ରିମକୋର୍ଟ ବଡ ନିଷ୍ପତ୍ତି ନେଇଛନ୍ତି । ଏହି କ୍ରମରେ ଦୋ-ଷୀ ନଳିନୀ ଶ୍ରୀହରଙ୍କ ସମେତ ଛଅଜଣ ଦୋଷୀଙ୍କୁ ମୁକ୍ତ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ କୋର୍ଟ କହିଛନ୍ତି ଯେ ଯେତେବେଳେ ରାଜ୍ୟପାଳ ପଦକ୍ଷେପ ନ ନେଲେ, ସେତେବେଳେ ଆମକୁ ପଦକ୍ଷେପ ନେବାକୁ ପଡ଼ିଲା । କୋର୍ଟ କହିଥିଲେ ଯେ ଦୋ-ଷୀ ମୁକ୍ତି ଆଦେଶ ଏବେ ସମସ୍ତଙ୍କ ପାଇଁ ଲାଗୁ ହେବ ।

ଦୋ-ଷୀ ନଳିନୀ ଏବଂ ଅଭି-ଯୁକ୍ତ ରବିଚନ୍ଦ୍ରଙ୍କୁ ସମୟ ପୂର୍ବରୁ ମୁକ୍ତ କରାଯିବା ନେଇ ହୋଇଥିବା ଆଦେଶର ଶୁଣାଣି କରି କୋର୍ଟ ଏହି ଆଦେଶ ଦେଇଛନ୍ତି । ସେପଟେ ଶୁଣାଣି ବେଳେ ତାମିଲନାଡୁର ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଏବେ ଆବେଦନ କରାଯାଇ ରାଜୀବ ଗାନ୍ଧୀଙ୍କ ହ-ତ୍ୟା ମାମ-ଲାରେ ଦୋ-ଷୀଙ୍କୁ ସମୟ ପୂର୍ବରୁ ମୁକ୍ତ କରିବା ଆବେଦନକୁ ସମର୍ଥନ କରିଥିଲେ ।

Leave A Reply

Your email address will not be published.