ସମ୍ଵନ୍ଧ ବନାଉଥିବା ସମୟରେ ପ୍ରେମୀଯୁଗଳଙ୍କୁ ଧରିଲେ ଗାଁ ଲୋକେ, ଏହାପରେ ତାଙ୍କ ସହିତ ଗାଁ ଲୋକ ଯାହାକଲେ ପ୍ରେମୀ ଯୁଗଳ ସ୍ୱପ୍ନରେ କେବେ ବି ଭାବି ନଥିବେ !

0

Get real time updates directly on you device, subscribe now.

ପ୍ରେମରେ ଲୋକେ ସାଧାରଣତଃ ଲୁଚିଛପି ଭେଟ ହୋଇଥାଆନ୍ତି। କିଛିତ ଶାରିରୀକ ସମ୍ଵନ୍ଧ ମଧ୍ୟ ବନାଇଥାନ୍ତି। କିନ୍ତୁ ଅନ୍ୟ ଲୋକେ ଯେତେବେଳେ ତାଙ୍କୁ ଏମିତି କରିବାର ଧରି ନିଅନ୍ତି ସେତେବେଳେ ବବାଲ ମଚି ଯାଇଥାଏ। ଖାଆସ କରି ଗ୍ରାମୀଣ ଅଞ୍ଚଳରେ ଏହି ଘଟଣାକୁ ବହୁତ ଗମ୍ଭୀରତାର ସହିତ ନିଆଯାଇଥାଏ। ଏବେ ୟୁପିର ଜାଲନ ଜିଲ୍ଳାର ଉରଇ ର ଏହି ମାମଲାକୁ ହିଁ ନିଅନ୍ତୁ। ଏଠାକୁ ଏକ ପ୍ରେମୀ ନିଜ ପ୍ରେମିକାଙ୍କୁ ଭେଟ କରିବାକୁ ଯାଇଥିଲେ। କିନ୍ତୁ ଗାଁ ଲୋକେ ତାଙ୍କୁ ଧରି ନେଇଥିଲେ ଓ ଏହାପରେ ଯାହାକଲେ ଯୁବକ ସ୍ୱପ୍ନରେ ବି ଭାବିନଥିଲେ।

ସମ୍ଵନ୍ଧ ବନାଉଥିବା ସମୟରେ ଧରା ପଡ଼ିଲେ ପ୍ରେମୀ ଯୋଡ଼ା:-

ଶିବମ ନାମକ ପ୍ରେମୀକୁ କାନପୁରର କୁଚେତାରେ ରହୁଥିବା ଜଣେ ଯୁବତୀ ସହିତ ପ୍ରେମ ହୋଇଯାଇଥିଲା। ଶିବମ ସିରସା କଲାର ଥାନା କ୍ଷେତ୍ରର ଗ୍ରାମ ସରେନୀର ଅଟନ୍ତି। ସେ ରବିବାର (ଜୁନ ୫) ତାରିଖ ତାଙ୍କ ପ୍ରେମିକାଙ୍କୁ ଭେଟ ହେବାପାଇଁ ତାଙ୍କ ଘରକୁ ଯାଇଥିଲେ। ଏଠାରେ ଦୁହେଁ ଲୁଚି ଲୁଚି ସମ୍ବନ୍ଧ ବନାଉଥିଲେ ଓ ଗ୍ରାମଲୋକେ ତାଙ୍କୁ ଏହି ପରିପ୍ରେକ୍ଷୀରେ ଧରି ନେଇଥିଲେ।

ବହୁତ ଜଲଦି ସାରା ଗ୍ରାମରେ ପ୍ରେମୀ ଯୋଡ଼ାଙ୍କୁ ଧରା ଯାଇଥିବାର ଖବର ଭାଇରାଲ ହୋଇଗଲା। ଏହାପରେ ଗ୍ରାମର ସବୁଲୋକେ ଏକତ୍ରିତ ହୋଇଥିଲେ। ସେ ରାତାରାତି ଗାଁରେ ମଣ୍ଡପ ଗଢ଼ି, ଯୁବକ ଓ ଯୁବତୀଙ୍କୁ ଜବରଦସ୍ତ ବାହା କରାଇ ଦେଇଥିଲେ। ଯୁବକ ଜଣକ ଏହି ବିବାହରେ ଭୟଭୀତ ହୋଇଗଲା ଓ ସେ ବିରୋଧ କରିବାକୁ ଲାଗିଲା କିନ୍ତୁ ଗାଁ ଲୋକଙ୍କ କ୍ରୋଧ ଆଗରେ କିଛିବି ଶୁଣା ଯାଇନଥିଲା। ଶେଷରେ ସେ ପ୍ରେମିକାକୁ ବିବାହ କରିଥିଲା।

ଗାଁ ଲୋକେ କରିଦେଲେ ବିବାହ:-

ଏହି ବିବାହ ରାତ୍ରି ସମୟରେ କରାଯାଇଥିଲା। ଝିଅଟି ହଳଦୀ ବସ୍ତ୍ର ପିନ୍ଧିଥିବା ବେଳେ ପୁଅଟି ଧଳାବସ୍ତ୍ର ପିନ୍ଧିଥିଲା। ଉଭୟ ଏହି ବିବାହରେ ଖୁସି ନଜର ଆସୁନଥିଲେ। ତାଙ୍କ ଚେହେରାରେ ଲାଜ ଓ ଡ଼ର ସଫା ସଫା ଦେଖାଯାଉଥିଲା। ଏହି ବିବାହରେ ଗାଁ ସାରା ଚର୍ଚ୍ଚା ଲାଗି ରହିଥିଲା ଓ ସମସ୍ତେ ନିଜ ନିଜର ରାୟ ଦେଉଥିଲେ।

କିଛି ଲୋକଙ୍କ କହିବାହେଲା, ସମାନଙ୍କର ବିବାହ କରି ଦିଆଯାଇ ସଠିକ କରାଗଲା ଓ କିଛିଙ୍କ କହିବାହେଲା ସେମାନେ ସାବାଳକ ଥିଲେ ଓ ସେମାନେ ଯାହାବି କରନ୍ତୁ ଏଥିରେ କାହାରିକୁ କିଛିବି ହସ୍ତକ୍ଷେପ କରିବା ଉଚିତ ନୁହେଁ। ଏହାପରେ ଅନ୍ୟମାନେ କହିଥିଲେ, ଦୁହେଁ ଯଦି ସତ ପ୍ରେମ କରୁଥିଲେ ତାହେଲେ କଣପାଇଁ ବିବାହକୁ ବିରୋଧ କଲେ? ଏହା ତ ଭଲ କଥା ଯେ, ଗାଁ ଲୋକେ ବିବାହ କରାଇଦେଲେ ନଚେତ ଘରଲୋକେ ମାନିଥାନ୍ତେ କି ନାହିଁ କିଏ ଜାଣେ?

Leave A Reply

Your email address will not be published.