ଶିକ୍ଷକ କହିଲେ – ୧୨ କ ପଣିକିଆ ଶୁଣାଅ, ତାପରେ ପିଲାଟି ଯାହା କଲା ତାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେଇଯିବେ ଏବଂ ତା ସହିତ ହସି ହସି ଗଡିଯିବେ, ଦେଖନ୍ତୁ ଭିଡିଓ

0

Get real time updates directly on you device, subscribe now.

ବାସ୍ତବରେ ସୋସିଆଲ ମିଡିଆରେ ଆଜିକାଲି ଗୋଟିଏ ଷ୍ଟୁଡେଣ୍ଟର ମଜାଳିଆ ଭିଡିଓ ବହୁତ୍ ଭାଇରାଲ ହେଉଛି । ଏହି ଭିଡିଓରେ ଟିଚର ପିଲାଟିକୁ 12କ ପଣିକିଆ ଶୁଣାଇବା ପାଇଁ କୁହନ୍ତି । କିନ୍ତୁ ତାପରେ ପିଲାଟି ଯାହା କହେ, ତାକୁ ଶୁଣି ଟିଚରଙ୍କ ମୁଣ୍ଡ ଖରାପ ହୋଇଯାଏ । କିନ୍ତୁ ତାପରେ ସେହି ଟିଚର ଯାହା କରନ୍ତି ତାହା ଆହୁରି ମଜାଦାର ହୋଇଥାଏ ।

ଭିଡିଓରେ ଦେଖାଯାଇପାରେ ଯେ ପ୍ରଥମେ ଟିଚର ପିଲାଟିକୁ 12 କ ପଣିକିଆ ପଚାରନ୍ତି । ତେବେ ଏହାର ଉତ୍ତରରେ ପିଲାଟି ବହୁତ୍ ଭୁଲ ଉତ୍ତର ଦିଏ । ତାପରେ ଟିଚର ତାକୁ 13 କ ଏବଂ ତାପରେ 14 କ ପଣିକିଆ ପଚାରନ୍ତି । ଏହି ସମୟରେ ପିଲାଟିର ଜବାବ ଠିକ୍ ଉତ୍ତର ପାଖାପାଖି ମଧ୍ୟ ନଥାଏ । କିନ୍ତୁ ପଣିକିଆ ଶୁଣାଇବା ସମୟରେ ତାର ଯେଉଁ କଂଫିଡେଣ୍ଟସ ରହିଥାଏ, ତାହା ଦେଖିବା ପରି ହୋଇଥାଏ

View this post on Instagram

A post shared by Bhutni_ke (@bhutni_ke_memes)

ଲୋକମାନେ କହିଲେ – ଇଏତ ବହୁତ୍ ସ୍ପିଡ ବାହାରିଲା :-

ପିଲାଟି ଏତେ ଚମତ୍କାର କଂଫିଡେଣ୍ଟସର ସହିତ ଭୁଲ ପଣିକିଆ ଶୁଣାଏ ଯେ ଯେପରି ସେ ସବୁକିଛି ଠିକ୍ ହିଁ କହୁଛି । ତାର ଏହି ଦୃଶ୍ୟ ଏବଂ କଥାକୁ ଶୁଣି ବହୁତ୍ ହସ ଲାଗୁଛି । ଏହି ଭିଡିଓକୁ ଇନ୍ଷ୍ଟାଗ୍ରାମରେ bhutni_ke_memes ନାମକ ପେଜରେ ସେୟାର କରାଯାଇଛି । ଏହି ଭିଡିଓ କେବେର ଏବଂ କେଉଁ ସ୍ଥାନର ଅଟେ, ବର୍ତ୍ତମାନ ସୁଦ୍ଧା ଏହାର କୌଣସି ସୂଚନା ମିଳିନାହିଁ । ତେବେ ଏହି ଭିଡିଓକୁ ଦେଖି ଲୋକମାନେ ବହୁତ୍ ମଜାଳିଆ କମେଣ୍ଟ କରୁଛନ୍ତି ।

ଜଣେ ୟୁଜର ଲେଖିଛନ୍ତି, ” ସ୍କୁଲ ତ ଖୋଲିଲା, କିନ୍ତୁ ପିଲାମାନଙ୍କ ମସ୍ତିଷ୍କ କେବେ ଖୋଲିବ ।” ତାପରେ ଆଉ ଗୋଟିଏ କମେଣ୍ଟ ଆସେ, ବାଃରେ ପିଲା, ତୁ ତ ବହୁତ୍ ସ୍ପିଡ ବାହାରିଲୁ ।” ଆଉ ଜଣେ ବ୍ୟକ୍ତି ଲେଖିଛନ୍ତି, ” ମତେ ସେ ଟିଚରଙ୍କ କଥା ଭାବି ବହୁତ୍ ଦୟା ଲାଗୁଛି । ସେ ଏହି ପିଲାମାନଙ୍କ ଭବିଷ୍ୟତ କେମିତି ସୁଧାରିବେ ।” ଆଉ ଜଣେ ୟୁଜର ଲେଖିଛନ୍ତି, ” ଏ କରୋନା ତ ପିଲାମାନଙ୍କ ଭବିଷ୍ୟତ ମଧ୍ୟ ନେଇଗଲା ।”

Leave A Reply

Your email address will not be published.