ଆଶ୍ଚର୍ଯ୍ୟଜନକ ଘ-ଟଣା : ଆପେ ଆପେ ଷ୍ଟାର୍ଟ ହୋଇଗଲା ଟ୍ରାକ୍ଟର,ଆଉ ଚାହୁଁ ଚାହୁଁ ସୋ ରୁମ୍ ଭିତରକୁ ମା-ଡ଼ିଗଲା,ଭା-ଙ୍ଗିଦେଲା ସବୁ କିଛି,ଦେଖନ୍ତୁ ଭିଡ଼ିଓ

0

Get real time updates directly on you device, subscribe now.

ତେବେ ବନ୍ଧୁଗଣ ଆପଣମାନେ ତ ସମସ୍ତେ ଖବର କାଗଜ ଏବଂ ନ୍ୟୁଜ୍ ପଢୁଥିବେ ଏବଂ ଜାଣିଥିବେ ମଧ୍ୟ ଆମ ଚାରି ପାଖରେ କେବେ କେବେ ଏମିତି ଅବିଶ୍ୱାସନୀୟ ଘଟ-ଣାମାନ ଘଟିଥାଏ । ଯାହାକୁ ଆଖିରେ ନଦେଖିଲେ ସହଜରେ ଗ୍ରହଣ କରିବା ସମ୍ଭବ ହୋଇ ନଥାଏ । ଏବେ ଠିକ୍ ସେହିପରି ଆମକୁ ମିଳିଥିବା ଖବର ଅନୁସାରେ ସାମ୍ନାକୁ ଆସିଛି ଏକ ଅଜବ, ଅଦ୍ଭୁତ, ଚମ-ତ୍କାର ଘ-ଟଣା ।

ଏହି ଦୃ-ଶ୍ୟ ଦେଖିଲେ ଆପଣ ମାନଙ୍କ ଲୋମ ଟା-ଙ୍କୁରି ଉଠିବ ଓ ମୁଣ୍ଡ ବୁଲାଇ ଦେବ । ଏମିତି ଏକ ଅଦ୍ଭୁତ ଭିଡ଼ିଓ ଯାହାକି ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହୋଇ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି ଏବଂ ଅବିଶ୍ୱାସନୀୟ ମଧ୍ୟ ।

ହଁ ଆଜ୍ଞା ଦର୍ଶକ ବନ୍ଧୁ ବର୍ତମାନ ସମୟରେ ଭାଇରାଲ ହେଉଥିବା ଭିଡ଼ିଓଟିକୁ ଆପଣ ମାନେ ମଧ୍ୟ ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ୟ । ଆଉ ଯେଉଁଠି ଦେଖିବାକୁ ମିଳିଛି କି ଆପେ ଆପେ ଗଡ଼ିଲା ଟ୍ରାକ୍ଟର । ଆଉ ସିଧା ଯାଇ ଶୋ’ ରୁମ୍‌ର କାଚ ଭା-ଙ୍ଗି ଭିତରେ ପଶିଲା ।

ତେବେ ଏଭଳି ଏକ ଆଶ୍ଚର୍ୟ୍ଯ କରିଦେବା ଭଳିଆ ଘ-ଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ ରାଜ୍ୟର ବିଜନୌର କୋଟୱାଲି ସିଟି ପୋ-ଲିସ୍‌ ଷ୍ଟେ-ସନ ସମ୍ମୁଖରେ ଥିବା ଏକ ଶୋ’ ରୁମ୍ ରେ । ମିଳୁଥିବା ସୂଚନା ଅନୁସାରେ କିଶାନ କୁମାର ନାମକ ଜଣେ ବ୍ୟକ୍ତି ପୋ-ଲିସ୍‌ ଷ୍ଟେସ-ନରେ ସମାଧାନ ଦିବସ ଅବସର ପାଇଁ ଯାଇଥିଲେ ।

ଆଉ ଏକ ଜୋତା ଶୋ’ ରୁମ୍‌ ସାମ୍ନାରେ ତାଙ୍କର ଟ୍ରାକ୍ଟର ପାର୍କିଂ କରିଥିଲେ । ହେଲେ ପ୍ରାୟ ଘଣ୍ଟାଏ ପରେ ଟ୍ରାକ୍ଟରଟି ହଠାତ୍‌ ଆପେ ଷ୍ଟାର୍ଟ ହୋଇ ଜୋତା ଶୋ’ ରୁମ୍‌ର କାଚ୍‌ ଭା-ଙ୍ଗି ଭିତରେ ପଶିଥିଲା । ଏହାଦେଖି ଶୋ’ ରୁମ୍‌ ଭିତରେ ବସିଥିବା ଜଣେ କର୍ମଚାରୀ ଦୌଡ଼ି ବାହାରକୁ ଚାଲି ଯାଇଥିଲେ ।

ତେବେ ଏହାଦ୍ୱାରା ଶୋ’ ରୁମ୍ ର କାଚ ଓ ଅନ୍ୟାନ୍ୟ ଜିନିଷ ମଧ୍ୟ ଭା-ଙ୍ଗି ଯାଇଥିବା ବେଳେ ବାହାରେ ପାର୍କିଂ ହୋଇଥିବା କିଛି କର୍ମଚାରୀଙ୍କ ଗାଡ଼ି ମଧ୍ୟ କ୍ଷ-ତିଗ୍ର-ସ୍ତ ହୋଇଛି । ଏସବୁ ଘ-ଟଣା ସିସିଟିଭିରେ କ-ଏଦ ହୋଇଯାଇଥିଲା । କିନ୍ତୁ କିଭଳି ଓ କେଉଁ ପରିସ୍ଥିତିରେ ଟ୍ରାକ୍ଟର ହଠାତ୍‌ ଷ୍ଟାର୍ଟ ହେଲା ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ । ଅଭି-ଯୋଗ ପରେ ପୋ-ଲିସ୍‌ ଘଟ-ଣାର ତ-ଦନ୍ତ ଚଳାଇଛି ।

Leave A Reply

Your email address will not be published.