ମଉସା ସବୁ ସୀମା ପାର ହୋଇଗଲେ, ମାଉସୀଙ୍କୁ ସମସ୍ତଙ୍କ ସାମ୍ନାରେ କୋଳରେ ଉଠାଇ ନେଇ କଲେ ଏମିତି କାମ,ଦେଖନ୍ତୁ ଭିଡ଼ିଓ

0

Get real time updates directly on you device, subscribe now.

ଖୁସି ଏମିତି ଗୋଟିଏ ଜିନିଷ ଅଟେ, ଯାହା ସମସ୍ତଙ୍କୁ ଭଲ ଲାଗେ । ଏହି ଖୁସିର ଅନେକ କାରଣ ହୋଇପାରେ । କିନ୍ତୁ ମଣିଷ ଯେତେବେଳେ ଦରକାର୍ ଠାରୁ ଅଧିକ ଖୁସି ହୋଇଯାଏ ସେତେବେଳେ ଅଜବ ପ୍ରକାରର କାମ କରିବାକୁ ଲାଗେ । ଯେପରିକି କେହି କେହି ଅତି ଖୁସି ହେଲେ ଚିଲେଇବାକୁ ଲାଗନ୍ତି ଏବଂ ଆଉ କେହି କେହି ଗୀତ ନାଚ କରିବାକୁ ଲାଗନ୍ତି । କିନ୍ତୁ ଆଜି ଆମେ ଏମିତି ଜଣେ ମଉସାଙ୍କ ସହିତ ପରିଚିତ କରିବାକୁ ଯାଉଛୁ, ଯିଏ ଖୁସିରେ ଖୁସିରେ ଲଜ୍ୟାର ସବୁ ସୀମା ପାର କରିଦେଲେ ।

ଖୁସିରେ ଖୁସିରେ ମାଉସୀକୁ କୋଳରେ ଉଠାଇ ନେଲେ :-

ବାସ୍ତବରେ ସୋସିଆଲ ମିଡିଆରେ ଆଜିକାଲି ଗୋଟିଏ ଭିଡିଓ ଖୁବ୍ ଭାଇରାଲ ହେଉଛି । ଏହି ଭିଡ଼ିଓରେ ଜଣେ ମଉସା ଖୁସିରେ ଖୁସିରେ ଏପରି କିଛି କାମ କରନ୍ତି, ଯେଉଁ କାରଣରୁ ତାଙ୍କର ବହୁତ୍ ବେଜିତ ହୋଇଯାଏ । ଭିଡ଼ିଓରେ ଦେଖିବାକୁ କୌଣସି ଗାଁର ଦୃଶ୍ୟ ପରି ଲାଗୁଛି । ଏଥିରେ ଦେଖାଯାଇପାରେ ଯେ ଗାଁରେ କୌଣସି ଭାରି ଓଜନ ଉଠାଇବାର ପ୍ରତିଯୋଗିତା ଚାଲିଛି । ଏଥିରେ ଜଣେ ଅର୍ଦ୍ଧ ବୟସ୍କ ମଉସା ମଧ୍ୟ ଭାଗ ନିଅନ୍ତି ।

ମଉସା ଗୋଟିଏ ବଡ ପଥର ଉଠାନ୍ତି ଏବଂ ସେ ଏଥିରେ ସଫଳ ମଧ୍ୟ ହୁଅନ୍ତି । ଏହି କଥା ପାଇଁ ତାଙ୍କର ଖୁସିର ଲେଭଲ ବହୁତ୍ ଅଧିକ ବଢିଯାଏ । ସେ ଖୁସିରେ ନାଚିବାକୁ ଲାଗନ୍ତି । ଏହି ସମୟରେ ସେ ଖୁସି ଖୁସିରେ ଜଣେ ମାଉସୀଙ୍କୁ ମଧ୍ୟ କୋଳରେ ଉଠାଇ ନିଅନ୍ତି । ତେବେ ତାଙ୍କୁ ଏପରି କରିବା ବହୁତ୍ ମହଙ୍ଗା ପଡ଼ିଯାଏ । ମାଉସୀଙ୍କୁ ମଉସାଙ୍କର ଏପରି କାମ ଜମାରୁ ପସନ୍ଦ ହେଲାନାହିଁ । ସେ ମଉସାଙ୍କୁ ଏଥିପାଇଁ ଚାପୁଡ଼ା ମାରିଦିଅନ୍ତି ।

ଦୃଶ୍ୟ ଦେଖି ହସି ହସି ଗଡ଼ିଗଲେ ଲୋକେ :-

ଏହି ପୁରା ଭିଡିଓ ଲୋକଙ୍କୁ ବହୁତ୍ ହସାଉଛି । ତେବେ ବର୍ତ୍ତମାନ ସୁଦ୍ଧା ଏହା ସ୍ପଷ୍ଟ ହୋଇପାରିଲା ନାହିଁ ଯେ ମଉସା ଯେଉଁ ମାଉସୀଙ୍କୁ କୋଳରେ ଉଠାଇଥିଲେ ସେ ତାଙ୍କ ସ୍ତ୍ରୀ ନା ପଡୋଶୀ ! ତେବେ ସେ ଯାହା ବି ହେଉ ଆପଣଙ୍କ ମୁହଁରେ ତ ନିଶ୍ଚୟ ହସ ବାହାରିଥିବ । ଯିଏ ବି ଏହି ଭିଡିଓ ଦେଖୁଛି ସେ ଖୁବ୍ ହସୁଛି । ଏହି କାରଣରୁ ଏହି ଭିଡିଓ ସୋସିଆଲ ମିଡିଆରେ ବହୁତ୍ ଭାଇରାଲ୍ ହେବାରେ ଲାଗିଛି ।

ଏହି ଭିଡିଓକୁ ଦେଖି ଲୋକମାନେ ଖୁବ୍ ମଜାଳିଆ କମେଣ୍ଟ ମଧ୍ୟ କରୁଛନ୍ତି । ଜଣେ ୟୁଜର ଲେଖିଛନ୍ତି, ” ମଉସା ତ ଫୁଲ ଆଉଟ୍ ଅଫ କଣ୍ଟ୍ରୋଲ ହେଇଗଲେ ।” ଅନ୍ୟ ଜଣେ ୟୁଜର ଲେଖିଛନ୍ତି, “ଏତେ ଖୁସି ଆଗରୁ କେବେ ଦେଖି ନଥିଲି ।” ଆଉ ଜଣେ ମଧ୍ୟ କମେଣ୍ଟ କରି ଲେଖିଛନ୍ତି ଯେ, ” ମାଉସୀ ଭାବିନଥିଲେ ଯେ ମଉସା ତାଙ୍କୁ କୋଳରେ ଉଠାଇ ନେବେ । ସେ ଡରିଗଲେ ଏବଂ ଚାପୁଡ଼ା ମାରିଦେଲେ ।” ଏହିପରି ଅନେକ ଲୋକ ବହୁତ୍ ଗୁଡ଼ିଏ କମେଣ୍ଟ କରୁଛନ୍ତି ।

Leave A Reply

Your email address will not be published.