ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଆଜିକା ସମାଜରେ କେତେ କଣ ଘ-ଟଣା ଘଟୁଛି ତାହା ବିଷୟରେ ଜାଣିଥିବେ ନିଶ୍ଚୟ । ସୋସିଆଲ ମିଡ଼ିଆ ଦ୍ଵାରା ହିଁ ଆମେ ଅନେକ ଘ-ଟଣା ବିଷୟରେ ସୂଚନା ପାଉଛେ ।
ଆଉ ଏମିତି କିଛି ଘ-ଟଣା ଏବେ ସମାଜରେ ଘଟୁଛି ଯାହା ନିନ୍ଦ-ନୀୟ ଅଟେ । ଲୋକମାନେ ଏମିତି ନିନ୍ଦ-ନୀୟ କାମ କରୁଛନ୍ତି ଯାହା ଏହି ସମାଜ ଉପରେ ଖରାପ ପ୍ର-ଭାବ ପକାଉଛି । ଆଜ୍ଞା ହଁ ଦର୍ଶକବନ୍ଧୁ ବର୍ତ୍ତମାନ ଆମ ସମାଜରେ ପ୍ରତିଦିନ ଏମିତି ଘ-ଟଣା ଗୁଡିକ ଘଟିବାର ଲାଗୁଛି ଯାହାକୁ ଶୁଣିବା ପରେ ଦେହ ଶୀତେଇ ଉଠୁଛି ।
ସେହିପରି ବନ୍ଧୁଗଣ ରାଜସ୍ଥାନର ଉଦୟପୁର ଠାରେ ହୃଦୟ ବିଦା-ରକ ଘ-ଟଣା ଘଟିଛି । ପଡ଼ୋଶୀ ଜଣକ ଜଣେ ୯ ବର୍ଷର ଶିଶୁକୁ ଦୁ-ଷ୍କର୍ମ କରିବା ପରେ ନି-ର୍ମମ ଭାବେ ହ-ତ୍ୟା କରି ମୃ-ତ ଶରୀରକୁ ୧୦ ଖଣ୍ଡରେ କା-ଟି ଫୋ-ପାଡି ଦେଇଥିବା ଖବର ମିଳିଛି ।
ଜୟପୁର ରାଜସ୍ଥାନର ଉଦୟପୁର ଜିଲ୍ଲାର ମାଭଲି ପୋ-ଲିସ ଷ୍ଟେ-ସନ ପରିସରରେ ଜଣେ ୯ ବର୍ଷର ବାଳିକାକୁ ଦୁ-ଷ୍କର୍ମ ଓ ହ-ତ୍ୟା ଏବଂ ପରେ ତାଙ୍କ ଶରୀରକୁ ୧୦ ଖଣ୍ଡରେ କା-ଟିବା ଅଭି-ଯୋଗ ଖବର ଆସିଥିଲା । ଲୋପଡା ଗାଁରେ ରହୁଥିବା ୯ ବର୍ଷର ଆଦିବାସୀ ସମାଜର ପିଲାକୁ ୨୯ ମାର୍ଚ୍ଚରେ ଅପ-ହରଣ ହୋଇଥିବା ମାମ-ଲା ଦାଏର ହୋଇଥିଲା । ଜଣେ ପୋ-ଲିସ ଅଧିକାରୀ ଏ ବିଷୟରେ ସୂଚନା ଦେଇଥିଲେ ।
ତେବେ ବନ୍ଧୁଗଣ ରାଜସ୍ଥାନର ମାଭଲି ଥା-ନା ଅନ୍ତର୍ଗତ ଲୋପ୍ରା ଗାଁରେ ଏହି ଲୋ-ମହ-ର୍ଷଣକା-ରୀ ଘ-ଟଣା ଘଟିଛି । ଚତୁର୍ଥ ଶ୍ରେଣୀରେ ପଢ଼ୁଥିବା ଜଣେ ୯ ବର୍ଷର ନାବା-ଳିକାକୁ ଦୁ-ଷ୍କର୍ମ ପରେ ହ-ତ୍ୟା କରାଯାଇଛି । ଅନେକ ସମୟ ଧରି ଝିଅଟି ଘରକୁ ନଫେରିବାରୁ, ପରିବାର ସଦସ୍ୟମାନେ ତାଙ୍କୁ ଖୋଜିଥିଲେ ।
ଝିଅର କୌଣସି ଖୋଜ ଖବର ମିଳିନଥିବା ପରେ ତାଙ୍କ ବାପା ଏ ସମ୍ପ-ର୍କରେ ପୋଲି-ସକୁ ସୂଚନା ଦେଇଥିଲେ । ପୋ-ଲିସ ଆଇପିସି ୩୬୩ ଧାରା ଅଧୀନରେ ଏକ ମାମ-ଲା ରୁ-ଜୁ କରି ନାବାଳିକାଙ୍କୁ ଖୋଜିବା ଆରମ୍ଭ କରିଥିଲା ।
ଉଦୟପୁର ଜିଲ୍ଲା ପୋ-ଲିସ ଅଧୀକ୍ଷକ ବିକାଶ ଶର୍ମା କହିଛନ୍ତି ଯେ, ଶନିବାର ଦିନ ନଅ ବର୍ଷର ବାଳିକାଙ୍କ ମୃ-ତଦେ-ହ ଘରଠାରୁ କିଛି ଦୂରରେ ଥିବା ଘରର ଧ୍ୱଂସାବ ଶେଷରୁ କ୍ଷ-ତ ବି-କ୍ଷତ ଅବସ୍ଥାରେ ମିଳିଥିଲା । ଅଭି-ଯୁକ୍ତ କମଲେଶଙ୍କୁ ଗି-ରଫ କରାଯାଇଛି ଏବଂ ତାଙ୍କୁ ପଚ-ରାଉ-ଚରା କରାଯାଉଛି ।
ତେବେ ଅଭି-ଯୁକ୍ତ ଜଣକ ପିଲାଟି ସହିତ ଘରେ ଦୁ-ଷ୍କର୍ମ କରିବା ପରେ ଏକ ତୀକ୍ଷ୍ଣ ଅ-ସ୍ତ୍ରରେ କା-ଟି ହ-ତ୍ୟା କରିଥିବା ଅନୁମାନ କରୁଛି ପୋ-ଲିସ । ପିଲାକୁ ପ୍ରଲୋ-ଭନ ଦେଖାଇ ତାକୁ ଅପ-ହରଣ କରିବା ପରେ ଦୁ-ଷ୍କର୍ମ କରିଥିବା ପୋ-ଲିସ ସ-ନ୍ଦେହ କରୁଛି ।