ଚଉଠିରାତି ଠାରୁ ବର୍ତ୍ତମାନ ସୁଦ୍ଧା ସ୍ବାମୀ ଛୁଇଁ ନାହିଁ, କିନ୍ତୁ ଦିଅର ଫାଇଦା ଉଠାଇ କରେ ଖରାପ କାମ, ବର୍ତ୍ତମାନ ହେଲା ଏମିତି କିଛି
ଯେତେବେଳେ ଜଣେ ମହିଳା ବିବାହ କରି ଶାଶୂଘର ଯାଏ, ସେତେବେଳେ ସେ ଆଗାମୀ ଦିନକୁ ନେଇ ଅନେକ ଗୁଡ଼ିଏ ସ୍ବପ୍ନ ଦେଖିଥାଏ । ସେ ଆଶା କରେ ଯେ ତାର ସୁଖରେ ଦୁଃଖରେ ତା ସ୍ବାମୀ ସବୁବେଳେ ତା ସହ ଛିଡ଼ା ହେବ । ତାକୁ ବହୁତ୍ ଭଲପାଇବ ଏବଂ ପିଲା ଜନ୍ମ କରି ପରିବାର ଆଗକୁ ବଢ଼ାଇବ । କିନ୍ତୁ ଟିକେ ଭାବନ୍ତୁ ଯେ ସେତେବେଳେ କଣ ହେବ
ଯେତେବେଳେ ଚଉଠିରାତି ଦିନ ହିଁ ଆପଣଙ୍କ ସ୍ବାମୀ ଆପଣଙ୍କୁ ହାତ ମଧ୍ୟ ଲଗାଇବ ନାହିଁ । କେବଳ ଏତିକି ନୁହେଁ, ବିବାହର ଅନେକ ମାସ ବିତିଯିବା ପରେ ମଧ୍ୟ ଆପଣଙ୍କୁ ଛୁଇଁବାକୁ ମଧ୍ୟ ସଙ୍କୋଚ କରେ । ତା ଉପରେ ଆପଣଙ୍କ ଦିଅର ଆପଣଙ୍କ ଉପରେ ଖରାପ ନଜର ରଖେ । ତେବେ ଏପରି କିଛି ମୁରାଦାବାଦରେ ଜଣେ ମହିଳାଙ୍କ ସହ ହୋଇଛି । ସେ ନିଜ ସହ ଘଟିଥିବା ଘ-ଟଣା ସବୁ କହିବାପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ ।
ବିବାହ ପରେ ହାତ ମଧ୍ୟ ଲଗାଇନଥିଲା ସ୍ବାମୀ :-
ବିମଳା ନାମକ ଜଣେ ମହିଳା ମୁରାଦାବାଦର କଟଘର ଥା-ନା ଅଞ୍ଚଳରେ ରୁହନ୍ତି । ଏପ୍ରିଲ୍ 16 ତାରିଖ 2021 ରେ ତାଙ୍କର ବିଲାରି ଅଞ୍ଚଳରେ ରହୁଥିବା ଜଣେ ଔଷଧ ବେପାରୀ ସହ ବିବାହ ହୋଇଥିଲା । ବିବାହ ମଧ୍ୟ ଖୁବ୍ ଧୁମଧାମର ସହିତ ହେଲା । ବିମଳା ମଧ୍ଯ ଏହି ବିବାହରେ ବହୁତ୍ ଖୁସି ଥିଲା ।
ଯେତେବେଳେ ତାଙ୍କ ଜୀବନରେ ଚଉଠିରାତି ଆସିଲା, ସେଇ ରାତିରେ ତାର ଖୁସି ଦୁଃ-ଖ ଆଉ କଷ୍ଟରେ ବଦଳିଗଲା । ତା ସ୍ବାମୀ କହିଲା ଯେ ତାର ଅନ୍ୟ କୌଣସି ଝିଅ ସହ ସମ୍ପ-ର୍କ ଅଛି । ସେ ତାକୁ ଭଲପାଇ ପାରିବ ନାହିଁ । ଏହି ବିବାହ ତା ଇଚ୍ଛାରେ ହୋଇନାହିଁ । ସେ ତାକୁ ସାଥିରେ ମଧ୍ୟ ରଖିବାକୁ ଚାହୁଁନାହିଁ ।
ସ୍ବାମୀ କଥା ଶୁଣି ବିମଳା କହିଲା ଯେ ତୁମ ଅତୀତ ବିଷୟରେ ମୁଁ କିଛି ବି ଜାଣିବାକୁ ଚାହୁଁନି । ଆମର ବାହାଘର ହୋଇଛି, ତୁମେ ପଛ କଥାକୁ ଭୁଲିଯାଅ । ଆମେ ଏକାଠି ମିଶି ଗୋଟେ ନୂଆଁ ଜୀବନ ଆରମ୍ଭ କରିବା । କିନ୍ତୁ ସ୍ବାମୀ ମାନିଲା ନାହିଁ ଏବଂ ସ୍ତ୍ରୀ ଠାରୁ ଦୁରରେ ରହିଲା
ତାପରେ କିଛି ଦିନ ପରେ ସ୍ବାମୀ ଏବଂ ଶାଶୂଘର ଲୋକେ ବିମଳାକୁ କିଛି ନା କିଛି କାରଣରୁ ହଇ-ରାଣ କରିବାକୁ ଲାଗିଲେ । କିନ୍ତୁ ତଥାପି ସେ ସବୁକିଛି ଚୁପଚାପ୍ ସହିଗଲା । କିନ୍ତୁ ଦିନେ ତା ଦିଅର ତା ସହ ଖରାପ କାମ କରିବାକୁ ଲାଗିଲା ।
ଦିଅର ଫାଇଦା ଉଠାଇ କଲା ଦୁ-ଷ୍କର୍ମ :-
ଜୁନ 5 ତାରିଖ 2021 ରେ ବିମଳା ନିଜ ଶାଶୁଘରେ ଏକୁଟିଆ ଥିଲା । ତାଙ୍କ ଘର ଲୋକେ ବିବାହକୁ ଯାଇଥିଲେ । ଠିକ୍ ସେତିକିବେଳେ ଭାଉଜକୁ ଏକୁଟିଆ ପାଇ ଦିଅରର ମନ୍ଦ ବୁଦ୍ଧି ଜାଗ୍ରତ ହେଲା । ସେ ଭାଉଜ ସହ ଦୁ-ଷ୍କର୍ମ କଲା ।
ଯେତେବେଳେ ବିମଳା ଦିଅରର ଏହି କାମ ବିଷୟରେ ସ୍ବାମୀ ଓ ଘର ଲୋକଙ୍କୁ କହିଲା, ସେତେବେଳେ ଓଲଟା ତାକୁ ଗା-ଳି କରି ଚୁପ କରି ଦିଆଗଲା । ଏସବୁ ହେବା ସତ୍ତ୍ବେ ମଧ୍ୟ ବିମଳା ଚୁପ୍ ରହିଲା । ସେ ଭାବିଲା ଯେ ଦିନ ସବୁକିଛି ଠିକ୍ ହେଇଯିବ । କିନ୍ତୁ ତା ସ୍ବାମୀ ବଦଳିଲା ନାହିଁ ।
ସେପ୍ଟେମ୍ବର 1 ତାରିଖ 2022 ର ଦିନ ଥିଲା । ବିମଳା ପ୍ରତିଦିନ ପରି କାମ କରୁଥିଲା । କିନ୍ତୁ ତାପରେ ତା ସ୍ବାମୀ ଏବଂ ଶାଶୂଘର ଲୋକେ ତାକୁ ବହୁତ୍ ପି-ଟିଲେ । ତାକୁ ଏତେ ପି-ଟିଲେ ଯେ ସେ ଠିକ୍ ଭାବେ ଚାଲି ମଧ୍ୟ ପାରିଲା ନାହିଁ । ତାପରେ ବିମଳା ଆଉ ସହିବାର ସୀମା ଟପିଯିବାର ଦେଖି ସେ ଭାବିଲା ଯେ ସେ ଆଉ କେତେ ସହିବ ।
ଏହାପରେ ସେ ସିଧା କଟଘର ଥା-ନା ଗଲା ଏବଂ ସ୍ବାମୀ, ଦିଅର, ଶାଶୁ, ଶ୍ବଶୁର, ନଣନ୍ଦ, ନଣନ୍ଦର ସ୍ବାମୀ ବିରୋ-ଧରେ କେ-ସ କଲା । କଟଘର ଥା-ନାଧିକାରୀ କହିଛନ୍ତି ଯେ ମାମ-ଲାର ଯା-ଞ୍ଚ କରାଯାଉଛି । ତଥ୍ୟକୁ ଆଧାର କରି ପରବର୍ତ୍ତୀ କା-ର୍ଯ୍ୟାନୁ-ଷ୍ଠାନ ଗ୍ରହଣ କରାଯିବ ।