ଭାଇରାଲ ହେଉଛି ଭବିଷ୍ୟବାଣୀ । ୨୦୨୩ ଜାନୁୟାରୀରୁ ଆରମ୍ଭ ହେବ ମହାବିନାଶର ସମୟ ।

0

Get real time updates directly on you device, subscribe now.

ଦର୍ଷକବନ୍ଧୁ ଆପଣ ମାନେ ଦେଖୁଥିବା ଭବିଷ୍ୟବାଣୀ ରେ କେତେ ସତ ଆଉ କେତେ ମିଛ ତାହା କହିବା ପ୍ରକୃତରେ ସମ୍ଭବ ନୁହେଁ । ହେଲେ ଆଗକୁ ଧର୍ମଯୁଦ୍ଧ ହେବା ନେଇ ଯେଉଁ ଭବିଷ୍ୟବାଣୀ କରା ଯାଉଛି ତାହା ସତ ହୋଇ ଯାଇପାରେ । ଆଉ ଏହି ଧର୍ମଯୁଦ୍ଧକୁ ଚତୁର୍ଥ ବିଶ୍ଵଯୁଦ୍ଧ କୁହାଯାଇ ପାରେ ।

ଦର୍ଷକବନ୍ଧୁ ଆପଣ ମାନେ ଜାଣିଛନ୍ତି ଯେ ପ୍ରଥମ ବିଶ୍ଵଯୁଦ୍ଧ ଦେବତା ଓ ରାକ୍ଷସ ମାନଙ୍କ ମଧ୍ୟରେ ହୋଇଥଲା । ଯାହାକୁ ଦେବାସୁର ସଂଗ୍ରାମ କୁହା ଯାଉଥିଲା । ଦ୍ଵିତୀୟ ଧର୍ମଯୁଦ୍ଧ ତ୍ରେତେୟା ଯୁଗରେ ହୋଇଥିଲା ଯାହାକୁ ଆପଣମାନେ ରାମ ଓ ରାବଣ ମଧ୍ୟରେ ଯୁଦ୍ଧ ହୋଇଥିବା କଥା ଜାଣନ୍ତି । ଆଉ ତୃତୀୟ ଧର୍ମଯୁଦ୍ଧ ଯାହା ମହାଭାରତ ଯୁଦ୍ଧ ବୋଲି ଜଣାଯାଏ । ଯାହାକି କୌରବ ଓ ପାଣ୍ଡବ ମଧ୍ୟରେ ହୋଇଥିଲା ।

କିନ୍ତୁ ପ୍ରକୃତରେ ଦେଖିବାକୁ ଗଲେ ଏସବୁ ଯୁଦ୍ଧ ସତ୍ ଓ ଅସତ୍ ମଧ୍ୟରେ ହୋଇଛି । ଅଧର୍ମ ଉପରେ ଧର୍ମର ଜୟ ହେଇଛି । ଆଗକୁ ଚତୁର୍ଥ ଧର୍ମଯୁଦ୍ଧ ହେବ ଯେଉଁଥିରେ ଭଗଵାନ କଳ୍କୀ ଅବତାର ଧରି ଯୁଦ୍ଧ କରିବେ ଆଉ ତାହାକୁ କଳିଯୁଗର ଅବସାନ ଅର୍ଥାତ୍ କଳିଯୁଦ୍ଧ କୁହାଯିବ ବୋଲି ଭବିଷ୍ୟ ମାଳିକାରେ ବର୍ଣ୍ଣନା କରାଯାଇଛି । ଦର୍ଷକବନ୍ଧୁ ଭବିଷ୍ୟ ମାଳିକା ଅନୁସାରେ ଏହି ଚତୁର୍ଥ ଯୁଦ୍ଧ ମହାବିନାଶ ଦେଖାଇବ ।

ମାଳିକାରେ କୁହାଯାଇଛି ଏହି ଯୁଦ୍ଧ ପୂର୍ବରୁ ଶିବଙ୍କର ଏକ କୀର୍ତୀମାନ ସାମ୍ନାକୁ ଆସିବ । ଆଉ ଶିବଙ୍କୁ ନେ଼ଇ ଅନେକ ଅବଶେଷ ମଧ୍ୟ ମିଳିବ । ଭାଗବାନ ଶିବଙ୍କ ପ୍ରାଚୀନ ମନ୍ଦିର ଏବଂ ଅନେକ ଧର୍ମସ୍ଥାନ ମଧ୍ୟ ବିଲୁପ୍ତ ହୋଇଯିବ ।

ଭାଇରାଲ ହେଉଥିବା ଭବିଷ୍ୟବାଣୀ ରେ କୁହାଯାଇଛି ଏକ ରୂପାର ଶିବଲିଙ୍ଗ ମିଳିଛି ଯାହା ଉତ୍ତରପ୍ରଦେଶ ମହୁ ଜିଲ୍ଲାରେ ଅଛି । ଏହା ଭିତରେ ଲାଖ ଭରି ହୋଇ ରହିଛି । ଆଉ ଗୋଟାଏ ମଧ୍ୟ ଶିବଲିଙ୍ଗ ମିଳିଛି ଯାହା ମୁଣ୍ତରେ ଚନ୍ଦ୍ରମା ଧାରଣ ହୋଇଛି । ସେହି ଶିବଲିଙ୍ଗ ନର୍ମଦା ନଦୀରେ ଜଣେ ନାଉରୀଆକୁ ମିଳିଛି ।

ଏବେ କୁହାଯାଉଛି ଏସବୁ ମିଳିବାର ସଂକେତ ହେଉଛି ଜଳ ପ୍ରଳୟ ଆଗକୁ ଆସୁଛି । ଜଳ ପ୍ରଳୟ ପରେ ନୁଆ ନୂଆ ସହର ମଧ୍ୟ ଦେଖାଯିବ । ଶିବଙ୍କ ମୁଖ୍ୟ ସ୍ଥଳ କେଦାରନାଥ, ବଦ୍ରିନାଥ ଅମରନାଥ ମାଟିରେ ମିଶି ଯାଇପାରେ । କାରଣ ଭବିଷ୍ୟକୁ ଆଖି ଆଗରେ ରଖି ମାଲିକା ଯେଉଁ ଭବିଷ୍ୟବାଣୀ କରିଛି ସେ ସବୁଥିରେ ଏପରି କିଛି ଉଲ୍ଲେଖ ରହିଛି ।

Leave A Reply

Your email address will not be published.