ଚଉଠିରାତି ଠାରୁ ବର୍ତ୍ତମାନ ସୁଦ୍ଧା ସ୍ବାମୀ ଛୁଇଁ ନାହିଁ, କିନ୍ତୁ ଦିଅର ଫାଇଦା ଉଠାଇ କରେ ଖରାପ କାମ, ବର୍ତ୍ତମାନ ହେଲା ଏମିତି କିଛି

0

Get real time updates directly on you device, subscribe now.

ଯେତେବେଳେ ଜଣେ ମହିଳା ବିବାହ କରି ଶାଶୂଘର ଯାଏ, ସେତେବେଳେ ସେ ଆଗାମୀ ଦିନକୁ ନେଇ ଅନେକ ଗୁଡ଼ିଏ ସ୍ବପ୍ନ ଦେଖିଥାଏ । ସେ ଆଶା କରେ ଯେ ତାର ସୁଖରେ ଦୁଃଖରେ ତା ସ୍ବାମୀ ସବୁବେଳେ ତା ସହ ଛିଡ଼ା ହେବ । ତାକୁ ବହୁତ୍ ଭଲପାଇବ ଏବଂ ପିଲା ଜନ୍ମ କରି ପରିବାର ଆଗକୁ ବଢ଼ାଇବ । କିନ୍ତୁ ଟିକେ ଭାବନ୍ତୁ ଯେ ସେତେବେଳେ କଣ ହେବ

ଯେତେବେଳେ ଚଉଠିରାତି ଦିନ ହିଁ ଆପଣଙ୍କ ସ୍ବାମୀ ଆପଣଙ୍କୁ ହାତ ମଧ୍ୟ ଲଗାଇବ ନାହିଁ । କେବଳ ଏତିକି ନୁହେଁ, ବିବାହର ଅନେକ ମାସ ବିତିଯିବା ପରେ ମଧ୍ୟ ଆପଣଙ୍କୁ ଛୁଇଁବାକୁ ମଧ୍ୟ ସଙ୍କୋଚ କରେ । ତା ଉପରେ ଆପଣଙ୍କ ଦିଅର ଆପଣଙ୍କ ଉପରେ ଖରାପ ନଜର ରଖେ । ତେବେ ଏପରି କିଛି ମୁରାଦାବାଦରେ ଜଣେ ମହିଳାଙ୍କ ସହ ହୋଇଛି । ସେ ନିଜ ସହ ଘଟିଥିବା ଘ-ଟଣା ସବୁ କହିବାପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ ।

ବିବାହ ପରେ ହାତ ମଧ୍ୟ ଲଗାଇନଥିଲା ସ୍ବାମୀ :-

ବିମଳା ନାମକ ଜଣେ ମହିଳା ମୁରାଦାବାଦର କଟଘର ଥା-ନା ଅଞ୍ଚଳରେ ରୁହନ୍ତି । ଏପ୍ରିଲ୍ 16 ତାରିଖ 2021 ରେ ତାଙ୍କର ବିଲାରି ଅଞ୍ଚଳରେ ରହୁଥିବା ଜଣେ ଔଷଧ ବେପାରୀ ସହ ବିବାହ ହୋଇଥିଲା । ବିବାହ ମଧ୍ୟ ଖୁବ୍ ଧୁମଧାମର ସହିତ ହେଲା । ବିମଳା ମଧ୍ଯ ଏହି ବିବାହରେ ବହୁତ୍ ଖୁସି ଥିଲା ।

ଯେତେବେଳେ ତାଙ୍କ ଜୀବନରେ ଚଉଠିରାତି ଆସିଲା, ସେଇ ରାତିରେ ତାର ଖୁସି ଦୁଃ-ଖ ଆଉ କଷ୍ଟରେ ବଦଳିଗଲା । ତା ସ୍ବାମୀ କହିଲା ଯେ ତାର ଅନ୍ୟ କୌଣସି ଝିଅ ସହ ସମ୍ପ-ର୍କ ଅଛି । ସେ ତାକୁ ଭଲପାଇ ପାରିବ ନାହିଁ । ଏହି ବିବାହ ତା ଇଚ୍ଛାରେ ହୋଇନାହିଁ । ସେ ତାକୁ ସାଥିରେ ମଧ୍ୟ ରଖିବାକୁ ଚାହୁଁନାହିଁ ।

ସ୍ବାମୀ କଥା ଶୁଣି ବିମଳା କହିଲା ଯେ ତୁମ ଅତୀତ ବିଷୟରେ ମୁଁ କିଛି ବି ଜାଣିବାକୁ ଚାହୁଁନି । ଆମର ବାହାଘର ହୋଇଛି, ତୁମେ ପଛ କଥାକୁ ଭୁଲିଯାଅ । ଆମେ ଏକାଠି ମିଶି ଗୋଟେ ନୂଆଁ ଜୀବନ ଆରମ୍ଭ କରିବା । କିନ୍ତୁ ସ୍ବାମୀ ମାନିଲା ନାହିଁ ଏବଂ ସ୍ତ୍ରୀ ଠାରୁ ଦୁରରେ ରହିଲା

ତାପରେ କିଛି ଦିନ ପରେ ସ୍ବାମୀ ଏବଂ ଶାଶୂଘର ଲୋକେ ବିମଳାକୁ କିଛି ନା କିଛି କାରଣରୁ ହଇ-ରାଣ କରିବାକୁ ଲାଗିଲେ । କିନ୍ତୁ ତଥାପି ସେ ସବୁକିଛି ଚୁପଚାପ୍ ସହିଗଲା । କିନ୍ତୁ ଦିନେ ତା ଦିଅର ତା ସହ ଖରାପ କାମ କରିବାକୁ ଲାଗିଲା ।

ଦିଅର ଫାଇଦା ଉଠାଇ କଲା ଦୁ-ଷ୍କର୍ମ :-

ଜୁନ 5 ତାରିଖ 2021 ରେ ବିମଳା ନିଜ ଶାଶୁଘରେ ଏକୁଟିଆ ଥିଲା । ତାଙ୍କ ଘର ଲୋକେ ବିବାହକୁ ଯାଇଥିଲେ । ଠିକ୍ ସେତିକିବେଳେ ଭାଉଜକୁ ଏକୁଟିଆ ପାଇ ଦିଅରର ମନ୍ଦ ବୁଦ୍ଧି ଜାଗ୍ରତ ହେଲା । ସେ ଭାଉଜ ସହ ଦୁ-ଷ୍କର୍ମ କଲା ।

ଯେତେବେଳେ ବିମଳା ଦିଅରର ଏହି କାମ ବିଷୟରେ ସ୍ବାମୀ ଓ ଘର ଲୋକଙ୍କୁ କହିଲା, ସେତେବେଳେ ଓଲଟା ତାକୁ ଗା-ଳି କରି ଚୁପ କରି ଦିଆଗଲା । ଏସବୁ ହେବା ସତ୍ତ୍ବେ ମଧ୍ୟ ବିମଳା ଚୁପ୍ ରହିଲା । ସେ ଭାବିଲା ଯେ ଦିନ ସବୁକିଛି ଠିକ୍ ହେଇଯିବ । କିନ୍ତୁ ତା ସ୍ବାମୀ ବଦଳିଲା ନାହିଁ ।

ସେପ୍ଟେମ୍ବର 1 ତାରିଖ 2022 ର ଦିନ ଥିଲା । ବିମଳା ପ୍ରତିଦିନ ପରି କାମ କରୁଥିଲା । କିନ୍ତୁ ତାପରେ ତା ସ୍ବାମୀ ଏବଂ ଶାଶୂଘର ଲୋକେ ତାକୁ ବହୁତ୍ ପି-ଟିଲେ । ତାକୁ ଏତେ ପି-ଟିଲେ ଯେ ସେ ଠିକ୍ ଭାବେ ଚାଲି ମଧ୍ୟ ପାରିଲା ନାହିଁ । ତାପରେ ବିମଳା ଆଉ ସହିବାର ସୀମା ଟପିଯିବାର ଦେଖି ସେ ଭାବିଲା ଯେ ସେ ଆଉ କେତେ ସହିବ ।

ଏହାପରେ ସେ ସିଧା କଟଘର ଥା-ନା ଗଲା ଏବଂ ସ୍ବାମୀ, ଦିଅର, ଶାଶୁ, ଶ୍ବଶୁର, ନଣନ୍ଦ, ନଣନ୍ଦର ସ୍ବାମୀ ବିରୋ-ଧରେ କେ-ସ କଲା । କଟଘର ଥା-ନାଧିକାରୀ କହିଛନ୍ତି ଯେ ମାମ-ଲାର ଯା-ଞ୍ଚ କରାଯାଉଛି । ତଥ୍ୟକୁ ଆଧାର କରି ପରବର୍ତ୍ତୀ କା-ର୍ଯ୍ୟାନୁ-ଷ୍ଠାନ ଗ୍ରହଣ କରାଯିବ ।

Leave A Reply

Your email address will not be published.