ଭାରତ Vs ଶ୍ରୀଲଙ୍କା : ପ୍ରଥମ ଥର ପାଇଁ ରୋହିତ- ଦ୍ରାବିଡ ଉପରେ ଉଠିଲା ପ୍ରଶ୍ନବାଚୀ, ପ୍ରକୃତରେ କାହିଁକି ବର୍ବାଦ କରାଯାଉଛି ଏହି ଖେଳାଳୀର କ୍ୟାରିୟର ?
ରୋହିତ ଶର୍ମାଂକ ଅଧିନାୟକତ୍ୱରେ ପ୍ରଥମଥର ଭାରତୀୟ ଟେଷ୍ଟ ଦଳ ପଡିଆରେ ଅଛି|ଭାରତୀୟ ଦଳ ଶ୍ରୀଲଙ୍କା ଗସ୍ତରେ ଦ୍ୱିତୀୟ ମ୍ୟାଚରେ ଖେଳୁଛି|ଏହି ସିରିଜର ପ୍ରଥମ ଟେଷ୍ଟରେ ଭାରତୀୟ ଦଳ ଗୋଟିଏ ପାଳି ଓ ୨୨୨ ରନରେ ବିଜୟ ହାସଲ କରିଛନ୍ତି|ଦ୍ୱିତୀୟ ଟେଷ୍ଟରେ ରୋହିତ ଓ ଦ୍ରାବିଡଙ୍କ ଠାରୁ ଆଶା କରାଯାଉଥିଲା ଯେ ଦଳରେ କିଛି ଖେଳାଳି ପରିବର୍ତ୍ତନ କରିବେ|କିନ୍ତୁ ଜଣେ ଖେଳାଳୀକୁ ବାରମ୍ବାର ଅଣଦେଖା କରୁଛନ୍ତି ଫଳରେ ପ୍ରଶ୍ନବାଚୀ ସୃଷ୍ଟି କରିଛି|
ଦ୍ଵିତୀୟ ଟେଷ୍ଟ ପାଇଁ ଯେତେବେଳେ ଭାରତୀୟ ଦଳର ଘୋଷଣା ହୋଇଥିଲା ଜଣେ ଖେଳାଳୀକୁ ରୋହିତ ପୁଣି ବାହାର କରିଦେଲେ|ଏହି ଖେଳାଳି ଷ୍ଟାର ବୋଲର ମହମ୍ମଦ ସିରାଜ|ଏପରି ଲାଗୁଛି ଯେପରି ତାଙ୍କ ଉପରେ ଦ୍ରାବିଡ଼ ଵା ରୋହିତଙ୍କ ଧ୍ୟାନ ନାହିଁ|ତାଙ୍କୁ ଦଳର ଏକ ଘାତକ ବୋଲର ମାନାଯାଏ କିନ୍ତୁ ଲଗାତାର ତାଙ୍କୁ ଦ୍ୱିତୀୟ ଟେଷ୍ଟରେ ମଧ୍ୟ ଵାହାରେ ଵସା ଯାଉଛି|
Don't know why Rohit Sharma & Rahul Dravid duo benching Siraj.!The way he make a turnaround in his career from the 2020 IPL he should play atleast one match in the series.!
— Deep Point (@Cric_spidey) March 12, 2022
still no siraj in the team. they had him in the squad for the whole series only for him to play ONE match, a dead rubber t20 match. they could’ve let him out of the bio bubble like they did with kuldeep. i just want to say…he deserves better.
— poorvika (@PoorvikaKumar) March 12, 2022
I feel Siraj haven't been handled well in this new era of Indian Team, be it red ball cricket or the white ball season post the WI ODI series.
Khilana hi nahi tha toh atleast bio bubble break hi de dete. #CricketTwitter— animesh (@ani_meshh) March 12, 2022
ଏଵେ ସିରାଜକୁ ଵାହାରେ ବସାଇବା ଯୋଗୁଁ ରୋହିତ ଓ ଦ୍ରାବିଡଙ୍କ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି|ସୋସିଆଲ ମିଡିଆରେ ଏହା ଉପରେ ଲଗାତାର ପ୍ରଶ୍ନବାଚୀ ସୃଷ୍ଟି କରିଛି|ଲୋକମାନେ ପ୍ରଶ୍ନ କରିଛନ୍ତି ସିରାଜ ଏପରି କ’ଣ ଭୁଲ କରିଛନ୍ତି?ଫଳରେ ଦଳରେ ଜାଗା ମିଳୁନାହିଁ|ଏଵେ ଲମ୍ବା ସମୟ ପର୍ଯ୍ୟନ୍ତ ଭାରତୀୟ ଦଳ ଟେଷ୍ଟ ମ୍ୟାଚ ଖେଳିବ ନାହିଁ|
ଅକ୍ଷର ପଟେଲକୁ ଦ୍ୱିତୀୟ ଟେଷ୍ଟରେ ସୁଯୋଗ ଦିଆଯାଇଛି|ସେ ଭଲ ଫର୍ମରେ ଅଛନ୍ତି|ସେ ବହୁ ମ୍ୟାଚ ଜିତାଇଛନ୍ତି |ସେ ଵୋଲିଙ୍ଗ ସହ ବ୍ୟାଟିଂ ରେ ମଧ୍ୟ କମାଲ କରିଛନ୍ତି| ସେ ୫ ଟେଷ୍ଟରେ ୩୬ ୱିକେଟ ହାସଲ କରିଛନ୍ତି|ପଞ୍ଚମ ସୁଯୋଗରେ ଗୋଟିଏ ପାଳିରେ ୫ ୱିକେଟ ହାସଲ କରିଛନ୍ତି|ସେ ସମସ୍ତ ପିଚରେ ୱିକେଟ ହାସଲ କ୍ଷମତା ରଖିଛନ୍ତି|ସେ ଭାରତୀୟ ଦଳକୁ ମ୍ୟାଚ ଜିତାଇ ପାରିବେ|
ଦ୍ୱିତୀୟ ଟେଷ୍ଟର ପ୍ଲେୟିଙ୍ଗ ୧୧:
ରୋହିତ ଶର୍ମା(ଅଧିନାୟକ),ମୟଙ୍କ ଅଗ୍ରୱାଲ,ହନୁମା ବିହାରୀ,ବିରାଟ କୋହଲି,ଶ୍ରେୟସ ଆୟର,ଋଷଭ ପନ୍ଥ, ରବିନ୍ଦ୍ର ଜାଡେଜା,ଆର ଅଶ୍ୱିନ,ଅକ୍ଷର ପଟେଲ , ମହମ୍ମଦ ସାମୀ,ଜଶପ୍ରୀତ ବୁମରା