ବିନର‌ ଶବ୍ଦ ଶୁଣିବା ମାତ୍ରକେ ନାଗିନ ହୋଇଗଲା ଯୁବକ,ସାପୁଆକେଳାକୁ କରିଦେଲା ବେହାଲ,ଦେଖନ୍ତୁ ଭିଡ଼ିଓ

0

Get real time updates directly on you device, subscribe now.

ସୋସିଆଲ ମିଡିଆରେ ଆପଣ ବହୁ ପ୍ରକାରର‌ ଭିଡିଓ ଦେଖିଥିବେ ଯାହା ଆପଣଙ୍କୁ ହସାଇ ହସାଇ ଵେଦମ କରିଦେଵ|ଏବେ ସୋସିଆଲ ମିଡିଆରେ ମଜାଳିଆ ମେମ୍ସ ଓ ଏଭଳି ଭିଡିଓର ପ୍ରଚଳନ ଅଧିକ ହେଉଛି|ଏହା ମଧ୍ୟରେ ଆଜି ଆମେ ଆପଣଙ୍କୁ ଏଭଳି ଭିଡିଓ ସମ୍ପର୍କରେ କହିବି ଯିଏ ଆପଣଙ୍କୁ ହସେଇବା ପାଇଁ ବାଧ୍ୟ କରେଇବ|

ଏହି ଭିଡିଓରେ ଜଣେ ସାପୁଆକେଳା ଦୋକାନ ବାହାରେ ବିନ ବଜାଉଥାଏ କିନ୍ତୁ ଏହି ଦୋକାନର ବିନ ଶବ୍ଦ ଶୁଣିବାମାତ୍ରେ ଜଣେ ବ୍ୟକ୍ତି ବାହାରିଥାଏ|ବାହାରିବା ମାତ୍ରେ ସେ ବ୍ୟକ୍ତି ଏଭଳି ହଇରାଣ କରେ ଯା଼ହାକୁ ଦେଖି ଆଖପାଖ ଲୋକ ହସିଥାନ୍ତି|

ଆପଣ ବହୁ ଜାଗାରେ ପଢିଥିବେ ଯେ ସାପୁଆକେଳା ବିନ ବଜାଇଥାଏ ଯଦି ପଢିନାହାନ୍ତି ତେଵେ ଟିଭି ସିରିଏଲ ବା ଚଳଚିତ୍ରରେ ଦେଖିଥିବେ ସେ ସେତେବେଳେ ବିନ ବଜାଇଥାଏ ଯେତେବେଳେ ସେ ସାପକୁ ଆୟତ୍ତରେ ରଖିବାକୁ ଚାହେଁ|

ଏଭଳି ଭାବେ ଏହି ସାପୁଆକେଳା ମଧ୍ୟ ସାପ ପାଇଁ ବିନ ବଜାଇଥାଏ|ଏହି ସାପୁଆକେଳାର ବିନ ଶବ୍ଦ ଶୁଣି ସାପ ଆସିନଥାଏ|କିନ୍ତୁ ଦୋକାନ ଭିତରୁ ଜଣେ ବ୍ୟକ୍ତି ନିଶ୍ଚିତ ବାହାରି ଆସେ|ସେ ଆସିବା ମାତ୍ରେ ଏଭଳି ନାଚ କରେ ଯେ ଲୋକମାନେ ତା ନାଚ ଦେଖି ଚକିତ ହୋଇଯାଆନ୍ତି|ଲୋକଙ୍କୁ ଏହା ଲାଗେ ଯେ ସେ ବ୍ୟକ୍ତି କୈାଣସି ସାପ ବା ଇଛାଧାରୀ ସାପ ତ ନୁହେଁ? ଭିଡିଓ ଦେଖିଲେ ଆପଣ ମଧ୍ୟ ଏହା ଭାବିବେ|

View this post on Instagram

A post shared by Bhutni_ke (@bhutni_ke_memes)

ପ୍ରକୃତରେ ଏହି ଭିଡିଓରେ ଦେଖାଯାଏ ଯେ ଜଣେ ସାପୁଆକେଳା ଦୋକାନ ସାମ୍ନାରେ ବିନ ବଜାଇଥାଏ |ସେତେବେଳେ ଗୋଟିଏ ଯୁବକ ନାଚିନାଚି ବାହାରକୁ ଆସେ|ସାପୁଆକେଳାର ଧୁନରେ ଏହି ଯୁଵକ ନାଗୀନ ଭଳି ନାଚ କରେ |କିନ୍ତୁ ଅଚାନକ ଏହି ଯୁଵକ ସାପୁଆକେଳାକୁ ନାଗୀନ ଭଳି ନକଲ କରି ପଳେଇବାକୁ ବାଧ୍ୟ କରାଏ|

ଯୁଵକର ଏଭଳି ନାଗୀନ ରୁପ ଦେଖି ସାପୁଆକେଳା ମଧ୍ୟ ଡରିଯାଏ ଓ ସଡକର ଅପରପାର୍ଶ୍ବକୁ ପଳେଇଯାଏ|କେବଳ ସାପୁଆକେଳା ନୁହେଁ ଆଖପାଖରେ ମହଜୁଦ ଥିବା ଲୋକମାନେ ମଧ୍ୟ ଏଭଳି ହରକତକୁ ଦେଖି ଡରି ଯାଆନ୍ତି ଓ ଆଡେସାଡେ ପଳାନ୍ତି|ସୋସିଆଲ ମିଡିଆରେ ଏହି ଭିଡିଓକୁ ଦେଖି ଲୋକମାନେ ହସିହସି ଗଡି ଯାଉଛନ୍ତି|ଏହାକୁ ଲୋକମାନେ ପସନ୍ଦ କରିବା ସହ ବହୁ ଜୋରରେ ଭାଇରାଲ ହେଉଛି|

Leave A Reply

Your email address will not be published.