ଚାଷୀଙ୍କ ପାଇଁ ବଡ଼ ଖୁସି ଖବର : PM କିସାନର ୧୪ ତମ କିସ୍ତିରେ ମିଳିବ ଡବଲ ଟଙ୍କା |

0

Get real time updates directly on you device, subscribe now.

ଆମ ଦେଶ ଭାରତ ସମୃଦ୍ଧିର ଗୋଟେ ପାଦ ଆଗକୁ ବଢ଼ିବାରେ ଲାଗିଛି।ବନ୍ଧୁଗଣ ଆଜି କାଲି ସରକାର ଲୋକ ମାନଙ୍କର ସୁବିଧା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ମାନ ଗ୍ରହଣ କରୁଛନ୍ତି।

ରାଜ୍ୟରେ କୃଷି କ୍ଷେତ୍ରରେ ଉନ୍ନତ କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି।ଯାହା ଫଳରେ କୃଷକମାନେ ଉପକୃତ ହେବେ।ଭାରତର ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା ୨୪ ଫେବୃଆରୀ ୨୦୧୯ରେ ଆରମ୍ଭ କରିଥିଲେ।

ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଅନ୍ତର୍ଗତ କେନ୍ଦ୍ର ସରକାର କୃଷକଙ୍କୁ ପ୍ରତିବର୍ଷ ୬୦୦୦ ଟଙ୍କା ପ୍ରଦାନ କରନ୍ତି।କୃଷକମାନଙ୍କୁ ଋଣମୁକ୍ତ କରିବା ପାଇଁ କେନ୍ଦ୍ର ସରକାର ଏହି ଯୋଜନା ଆରମ୍ଭ କରିଛନ୍ତି।କୃଷକମାନଙ୍କ ସୁବିଧା ସୁଯୋଗ ନିମନ୍ତେ ସରକାର ଅନେକ ପ୍ରକାରର ସୁବିଧା କେନ୍ଦ୍ର ଠାରୁ ଆରମ୍ଭ କରି ରାଜ୍ୟ ସରକାର ଯୋଗାଇ ଦେଉଛନ୍ତି ।

ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନାର ଫାଇଦା ଉଠାଇଥିବା କୃଷକମାନେ ବର୍ତ୍ତମାନ ଡବଲ ଲାଭ ପାଇବାକୁ ଯାଉଛନ୍ତି।ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା ଅଧୀନରେ ସରକାର କୃଷକମାନଙ୍କୁ ବାର୍ଷିକ ୬୦୦୦ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି। ଏହି ଅର୍ଥ ଦେଶର କୃଷକଙ୍କ ଆୟକୁ ଦ୍ୱିଗୁଣିତ କରିବାକୁ ସରକାର ଟଙ୍କା ଫେରସ୍ତ କରୁଛନ୍ତି ।

କେନ୍ଦ୍ର ସରକାରଙ୍କ ଦ୍ୱାରା କୃଷକଙ୍କ ଆକାଉଣ୍ଟକୁ ଏପର୍ଯ୍ୟନ୍ତ ପିଏମ କିସାନର ୧୩ଟି କିସ୍ତିର ଟଙ୍କା ଟ୍ରାନ୍ସଫର କରାଯାଇଛି।ବର୍ତ୍ତମାନ କୃଷକମାନେ ସେମାନଙ୍କର ୧୪ ତମ କିସ୍ତି ପାଇଁ ଅପେକ୍ଷା କରିଛନ୍ତି।

ସରକାର ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା ଅନୁସାରେ ଇ-କେଇସି ଓ ଜମି ରେକର୍ଡ ଯାଞ୍ଚକୁ ବାଧ୍ୟତାମୂଳକ କରିଥିବାରୁ ଏହି ସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ଯାହାଫଳରେ କୃଷକ ମାନେ ବହୁମାତ୍ରlରେ ଉପକୃତ ହେବାସହ ଅନେକ ସୁବିଧା ସୁଜଗ ମଧ୍ୟ ପାଇପାରିବେ।

Leave A Reply

Your email address will not be published.