ଗୋଟିଏ ଓଭରରେ ମାଡ଼ ଖାଇଲେ ୩୧ ରନ୍,କଣ ଅର୍ଜୁନ ତେନ୍ଦୁଲକରଙ୍କ କ୍ୟାରିଅର ଖତମ ?

0

Get real time updates directly on you device, subscribe now.

ଆଧୁନିକ ଯୁଗରେ ଖେଳର ର ମହତ୍ତ୍ଵ ଅଧିକ।ସବୁବେଳେ ସମସ୍ତେ ଖେଳିବାକୁ ଭଲ ପାଆନ୍ତି। ବିଭିନ୍ନ ପ୍ରକାର ଖେଳ ମଧ୍ୟରୁ କ୍ରିକେଟ ବହୁତ ଲୋକପ୍ରିୟ ହଇଛି।କ୍ରିକେଟ ହେଉଛି ଇଂଲଣ୍ଡର ଜାତୀୟ ଖେଳ।ମାତ୍ର ଏବେ କ୍ରିକେଟ ସବୁ ଦେଶରେ ଲୋକପ୍ରିୟ ହୋଇଛି।ଆମ ଦେଶ ଭାରତରେ କ୍ରିକେଟ ବହୁମାତ୍ରାରେ ଲୋକପ୍ରିୟ ହେଇଛି। ଏବେ ଭାରତରେ ଆଇପିଏଲ ମହା ସମାରୋହ ଚାଲିଛି।

ଯାହା ଭାରତରେ ଏକ ପର୍ବ ଭାବେ ପାଳନ ହୁଏ।ଅର୍ଜୁନ ତେନ୍ଦୁଲକର ବର୍ତ୍ତମାନ ସୁଦ୍ଧା କେବଳ ୨ଟି ଆଇପିଏଲ୍ ମ୍ୟାଚ୍ ଖେଳିଥିବା ବେଳେ ସେ ସମସ୍ତଙ୍କ ପାଇଁ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ।ବର୍ତ୍ତମାନ କ୍ରିକେଟ ଏକ୍ସପର୍ଟ ମାନେ ଅର୍ଜୁନ ତେନ୍ଦୁଲକରକୁ ନେଇ ବଡ ଦାବି କରୁଛନ୍ତି।

କିନ୍ତୁ ଗତ ମ୍ୟାଚରେ ଅର୍ଜୁନ ତେନ୍ଦୁଲକର ଗୋଟିଏ ଓଭରରେ ୩୧ରନ ଦେଇଛନ୍ତି।ଆରମ୍ଭ ହଉ ହଉ ଅର୍ଜୁନଙ୍କ କ୍ୟାରିଅର ଖତମ୍ ହେଇଯିବକି।

ଆଉ MI ତରଫରୁ ଖେଳି ନପାରନ୍ତି ।ପ୍ରଥମେ ଭଲ ବଲିଂ କରି ପରେ ମାଡ଼ ଖାଇଗଲେ ଅର୍ଜୁନ। ୱାଇଡ,ନୋ ବଲ ଛକା ମିଶି ଗୋଟିଏ ଓଭର୍ ରେ ୩୧ରନ ଦେଇଛନ୍ତି ଅର୍ଜୁନ।ଆଉ ଯେଉଁ ମ୍ୟାଚ୍ ପାଇଁ MI ହାରିଯାଇଥିଲା। ପ୍ରଥମେ ପୂଳା ପୂଳା ପ୍ରଶଂସା ସାଉଁଟିଲେ

ଖେଳାଳିମାନେ ଆସି କୁଣ୍ଢାଇ ଧରିଲେ।ଆଉ ଏମିତି ଟେକିଲେ ଯେ ପୁରା ତଳେ ପଡି ଫାଟିଗଲେ। କାରଣ ପ୍ରଥମ ଦୁଇଟି ମ୍ୟାଚରେ କମାଲ କରିଥିଲେ ଅର୍ଜୁନ ତେନ୍ଦୁଲକର।

ଆଉ ତୃତୀୟ ମ୍ୟାଚରେ ଏମିତି ମାଡ଼ ଖାଇଲେ ଯେ ରୋହିତ ସାର୍ମା ମଧ୍ୟ ରାଗି ଯାଇଥିଲେ। କାରଣ ପଞ୍ଜାବ କିଙ୍ଗସ୍ ସହ ଖେଳୁଥିବା ବେଳେ ବଲିଂ କରିବା ପାଇଁ ଆସିଥିଲେ ଅର୍ଜୁନ ତେନ୍ଦୁଲକର।ଆଉ ସେହି ଓଭରର ପ୍ରଥମ ବଲରେ ଖାଇଥିଲେ ଛକା।

ଓଭର୍ ଶେଷ ହେବା ବେଳକୁ ୩୧ରନ ଦେଇସାରିଥିଲେ ।ଏହା ଦେଖି ରୋହିତ ସର୍ମା ମୁଣ୍ଡରେ ହାତ ଦେଇ ବସିପଡ଼ିଥିଲେ।ହଁ ଆଜ୍ଞା ଅର୍ଜୁନଙ୍କ ପରକ୍ରମତା ପୁରା ଦେଶ ବାସୀଙ୍କୁ ନିରାଶ କରିଛି।

Leave A Reply

Your email address will not be published.