ଅର୍ଚ୍ଚନାଙ୍କୁ ଫସାଇଲେ ! ଆଉ ଏବେ ନିଜେ ଅଡୁଆରେ ଫସିଲେ……

0

Get real time updates directly on you device, subscribe now.

ଦର୍ଶକବନ୍ଧୁ ଦୁନିଆରେ ବହୁତ୍ ବିଚିତ୍ର ପ୍ରକାର ଲୋକ ବାସ କରନ୍ତି।ଆଜିକାଲିର ଦୁନିଆରେ ଏମିତି ଘ-ଟଣା ଘଟୁଛି ଯାହା ଶୁଣିଲେ ବିଶ୍ୱାସ କରିପାରିବେନି।ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ ମନି ଲଣ୍ଡରିଂ ମାମ-ଲା।ଏହି ମାମ-ଲାରେ ଶ୍ରଦ୍ଧା-ଞ୍ଜଳି ବେହେରାଙ୍କ ମାମ-ଲାର ହେବ ପୁନଃ ଶୁଣାଣି

ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ ମନି ଲଣ୍ଡରିଂ ମାମ-ଲା କଥା ସମସ୍ତେ ଜାଣିଥିବେ। ଏବେ ଏହି ମାମ-ଲାରେ ଶ୍ରଦ୍ଧାଞ୍ଜଳି ବେହେରାଙ୍କ ମାମ-ଲାର ହେବ ପୁନଃ ଶୁଣାଣି ହେବ ବୋଲି କୋର୍ଟ ଆଦେଶ ଦେଇଛନ୍ତି।

ଅର୍ଚ୍ଚନାଙ୍କ ସହଯୋଗୀ ଶ୍ରଦ୍ଧା-ଞ୍ଜଳିଙ୍କ ଆବେଦନର ପୁନଶ୍ଚ ଶୁଣାଣି ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ସୂଚନାଯୋଗ୍ୟ, ଇଡି ଏହି ମାମ-ଲାରେ ବ୍ୟକ୍ତିଗତ ହାଜର ନହେବାକୁ ଶ୍ରଦ୍ଧା-ଞ୍ଜଳି ଆବେଦନ କରିଥିଲେ।

ତେବେ ଏହି ଆବେଦନକୁ ସ୍ୱତନ୍ତ୍ର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟଙ୍କ କୋର୍ଟ ଖାରଜ କରିଥିଲେ। ଯାହାକି ବର୍ତ୍ତମାନ ଶ୍ରଦ୍ଧା-ଞ୍ଜଳିଙ୍କ ପାଇଁ ଅଡୁଆ ବଢିବାରେ ଲାଗିଛି।ନାଗଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ କୋର୍ଟ ସାମ୍ନାରେ ବିସ୍ଫୋ-ରକ ବ-ୟାନ ଦେଇଥିଲେ।

ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜାଙ୍କ ନାଁରେ ସାଂଘା-ତିକ ଅଭି-ଯୋଗ ଆଣି ଜଗବନ୍ଧୁ କହିଥିଲେ, ଆମ ମୁଣ୍ଡରେ ଅଠା ବୋଳାଯାଇଛି।ସମୟ ଆସିଲେ ସବୁ କହିବୁ ବୋଲି କହିବା ସହ ଏହାପଛରେ ଆହୁରି ଅନେକ ଲୋକ ଥିବା କହିଛନ୍ତି ଜଗବନ୍ଧୁ।

ହନିଟ୍ରାପର ମାଷ୍ଟର ମାଇଣ୍ଡ କୁହାଯାଉଥିବା ଅର୍ଚ୍ଚନା ନାଗଙ୍କ ବିରୋ-ଧରେ ଚାଲିଥିବା ମନି ଲଣ୍ଡରିଂ ମାମ-ଲାରେ ଜବାବ ରଖିବାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ଓଡ଼ିଶା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଏହି ମାମ-ଲାରେ ଅନୁସାରେ ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ ମଧ୍ୟ ଜାମିନ ପାଇଁ କୋର୍ଟରେ ଆବେଦନ କରିଥିବା ବେଳେ ଆସନ୍ତା ୨୬ ତାରିଖରେ ଅର୍ଚ୍ଚନାଙ୍କ ମାମ-ଲା ସହିତ ତାଙ୍କ ଜାମିନ ଆବେଦନର ଶୁଣାଣି କରିବାକୁ କୋର୍ଟ ନିଷ୍ପତ୍ତି ଦେଇଛନ୍ତି।

ଚଳିତ ମାସ ଏପ୍ରିଲ୍ ୧୧ ତାରିଖରେ ଲେଡି୍ ବ୍ଲା-କମେ-ଲର କୁହାଯାଉଥିବା ଅର୍ଚ୍ଚନା ନାଗଙ୍କୁ ଭୁବନେଶ୍ୱର ନୟାପଲ୍ଲୀ ଥା-ନା ମାମ-ଲାରେ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି।

Leave A Reply

Your email address will not be published.