ହ-ତ୍ୟା କା-ଣ୍ଡ ଘଟାଇବା ପୂର୍ବରୁ ୮,୫୦୦ ଟଙ୍କାରେ ସୁନା ମୁଦି ବିକି ନିଜ ଭାଇକୁ ଟଙ୍କା ଦେଇଥିଲା ଗୋପାଳ ।

0

Get real time updates directly on you device, subscribe now.

ମନ୍ତ୍ରୀ ନବ ଦାସ ହ-ତ୍ୟା ମାମ-ଲାରେ ମାନସିକ ରୋଗୀ ଦର୍ଶାଇ ଖସି ପାରିବନି ଅଭି-ଯୁକ୍ତ ଗୋପାଳ ଦାସ । ପ୍ରମାଣ ଯୋଗାଡ଼ କରିବା ପାଇଁ କସରତ ଚଳାଇଛି କ୍ରାଇମବ୍ରାଞ୍ଚ । ଏବେ ଗୋପାଳକୁ ନେଇ ଏକ ନୂଆ ତଥ୍ୟ ସାମ୍ନାକୁ ଆସୁଛି ।

ନବ ଦାସଙ୍କୁ ଗୋପାଳ କିପରିି ଯୋଜନାବଦ୍ଧ ଭାବେ ହ-ତ୍ୟା କରିଥିଲା ତାର ତଥ୍ୟ କ୍ରାଇମବ୍ରାଞ୍ଚ ହାତରେ ଲାଗିଛି । ହ-ତ୍ୟା କରିବା ପୂର୍ବରୁ ବଡ଼ ଭାଇକୁ ଝାରସୁଗୁଡ଼ାରୁ ପଠାଇ ଦେଇଥିଲା ଗୋପାଳ । ଏଥିପାଇଁ ହ-ତ୍ୟାକା-ଣ୍ଡ ପୂର୍ବଦିନ ଏକ ସୁନା ମୁଦି ବିକ୍ରି କରିଥିଲା ।

୮ହଜାର ୫୦୦ ଟଙ୍କାରେ ଝାରସୁଗୁଡ଼ାରେ ସୁନା ମୁଦି ବିକ୍ରି କରି ବଡ଼ ଭାଇକୁ ୬ହଜାର ଟଙ୍କା ଦେଇଥିଲା ଏବଂ ୨୯ ତାରିଖ ସକାଳେ ଷ୍ଟେସ-ନରେ ଛାଡ଼ି ଦେଇଥିଲା । ଏହା ସହ ୫ ଶହ ଟଙ୍କାରେ ଏକ ରୂପା ମୁଦି କିଣିଥିଲା ଗୋପାଳ ।

ଜଣେ ମାନସିକ ରୋଗୀ ମୁଲଚାଲ କରି ମୁଦି ବିକିବା ଓ ପଇସା ଆଣି ହିସାବ କରି ଭାଇକୁ ଦେବା କାମ ଠିକରେ କରିପାରିବ ନାହିଁ । ତେଣୁ ଗୋପାଳ ସୁସ୍ଥ ମସ୍ତିଷ୍କରେ ଗୁ-ଳି କରିଥିବା କୋର୍ଟରେ ଦାବି କରିବ କ୍ରାଇମବ୍ରାଞ୍ଚ ।

ଆଜ୍ଞା ହଁ ବନ୍ଧୁଗଣ ଏବେ ଆଉ ଖସି ପାରିବନି ଅଭି-ଯୁକ୍ତ ଗୋପାଳ । ତା ପଛରେ କ୍ରାଇମବ୍ରାଞ୍ଚର ଚଳାଇଛି ତନାଘନା । ମନ୍ତ୍ରୀ ନବ ଦାସ ହ-ତ୍ୟା ମାମ-ଲାରେ ଖସି ପାରିବନି ଗୋପାଳ ଦାସ । ପ୍ରମାଣ ଯୋଗାଡ଼ ପାଇଁ କସରତ ଚଳାଇଛି କ୍ରାଇମବ୍ରାଞ୍ଚ । ନବ ଦାସ ହ-ତ୍ୟାର ପୂର୍ବଦିନ ଗୋପାଳ ବିକି ଥିଲା ସୁନା ମୁଦି ।

୮ହଜାର ୫୦୦ ଟଙ୍କାରେ ସୁନା ମୁଦି ବିକ୍ରି କରିଥିଲା ଗୋପାଳ । ୫୦୦ ଟଙ୍କାର ଗୋପାଳ ରୁପା ମୁଦି କିଣିଥିଲା । ହ-ତ୍ୟାକା-ଣ୍ଡ ଦିନ ସକାଳେ ଭାଇକୁ ଝାରସୁଗୁଡ଼ାରୁ ପଠାଇ ଦେଇଥିଲା । ଖାଲି ଏତିକି ନୁହେଁ, କିଛି ସମୟ ବିଶ୍ରାମ କରିବା ପରେ ଫା-ଣ୍ଡିକୁ ବାହାରି ଯାଇଥିଲା ଗୋପାଳ ।

ମନ୍ତ୍ରୀଙ୍କୁ ହ-ତ୍ୟା କରିବାର ଘଂଟାଏ ପୂର୍ବରୁ ବ-ନ୍ଧୁକ ଲୋଡ୍ କରିଥିଲା । ଅତି ନିକଟରୁ ମନ୍ତ୍ରୀଙ୍କ ଛାତିକୁ ଗୁ-ଳି କରିଥିଲା ଗୋପାଳ । କ୍ରାଇମବ୍ରାଞ୍ଚ ପାଖରେ ମଧ୍ୟ ରହିଛି ଗୋପାଳ ଦାସର ହାତ ଲେଖା ଚିଠି । ପାଇଖାନାରୁ ଜ-ବତ କରା ଯାଇଥିଲା ହାତ ଲେଖା କାଗଜ ଟୁକୁଡା

Leave A Reply

Your email address will not be published.