ଦିଲ୍ଲୀର ଏକ ବେସରକାରୀ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ପିଣ୍ଟୁକୁ ହାଇଦ୍ରାବାଦ ସ୍ଥାନନ୍ତର

0

Get real time updates directly on you device, subscribe now.

ଦିନେ ଓଡିଆ ଅଭିନେତା ପିଣ୍ଟୁ ନନ୍ଦଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁ-ତର ଥିଲା, ଏଇ ଭୁବନେଶ୍ଵରରେ ତାଙ୍କର ଚିକିତ୍ସା ଚାଲୁଥିଲା ଆଉ ଯେତେବେଳେ ଭୁବନେଶ୍ଵର ଫେଲ୍ ମା-ରିଲା ସେତେବେଳେ ତାଙ୍କୁ ଦିଲ୍ଲୀ ରେ-ଫର୍ କରାଗଲା।

ଦିଲ୍ଲୀର ଏକ ବେସରକାରୀ ହସ୍ପିଟାଲରେ ପିଣ୍ଟୁ ନନ୍ଦଙ୍କ ଚିକିତ୍ସା ଚାଲିଛି ଆଉ ଏବେ ଖବର ଆସୁଛି କି ପିଣ୍ଟୁ ନନ୍ଦଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁ-ତର ପାରୁ ନାହିଁ ଦିଲ୍ଲୀ ଏବେ କୁଆଡେ ପିଣ୍ଟୁ ନନ୍ଦଙ୍କୁ ହାଇଦ୍ରାବାଦ କିମ୍ବା ଚେନ୍ନାଇ ସ୍ଥାନାନ୍ତର କରାଯିବ।

ଦିଲ୍ଲୀର ଏକ ବେସରକାରୀ ହସ୍ପିଟାଲରେ ଓଡିଆ ଅଭିନେତା ପିଣ୍ଟୁ ନନ୍ଦଙ୍କର ଚିକିତ୍ସା ଚାଲିଛି, ଆଉ ଠିକ୍ ଏତିକି ବେଳେ ପିଣ୍ଟୁ ନନ୍ଦଙ୍କ ସ୍ବାସ୍ଥ୍ୟ ଅବସ୍ଥା ଖରାପ ହୋଇ ପଡିଛି।ଆଉ ଉନ୍ନତ ଚିକିତ୍ସା ପାଇଁ ପିଣ୍ଟୁ ନନ୍ଦଙ୍କୁ ହାଇଦ୍ରାବାଦ କିମ୍ବା ଚେନ୍ନାଇ ସ୍ଥାନାନ୍ତର କରାଯିବ ବୋଲି ଖବର ଆସୁଛି।

ଓଲିଉଡ଼ର ବରିଷ୍ଠ ଅଭିନେତା ପିଣ୍ଟୁ ନନ୍ଦଙ୍କ ସ୍ବାସ୍ଥ୍ୟ ଅବସ୍ଥା ଏବେବି ଗୁରୁ-ତର ରହିଥିବା କଥା ଶୁଣିବାକୁ ମିଳୁଛି ଆଉ ଉନ୍ନତ ଚିକିତ୍ସା ପାଇଁ ତାଙ୍କୁ ହାଇଦ୍ରାବାଦ କିମ୍ବା ଚେନ୍ନାଇ ସ୍ଥାନାନ୍ତର କରାଯିବ।

ଲିଭର୍ ସିରୋସିସ୍ ରୋଗରେ ପୀ-ଡିତ ହୋଇଥିବା ପିଣ୍ଟୁ ନନ୍ଦଙ୍କ ଲିଭର୍ ଟ୍ରାନ୍ସପ୍ଲାଣ୍ଟ କରାଯିବ, କିନ୍ତୁ ଏପର୍ଯ୍ୟନ୍ତ କୋୖଣସି ଡୋନର୍ ମିଳି ନାହାଁନ୍ତି, ଅର୍ଥାତ୍ ପିଣ୍ଟୁ ନନ୍ଦଙ୍କୁ ଏପର୍ଯ୍ୟନ୍ତ ଲିଭର୍ ମିଳି ପାରି ନାହିଁ, ଏହା ସହ ଅପରେସନ୍ ପାଇଁ ଯେତିକି ଟଙ୍କା ଦରକାର ସେତିକି ଟଙ୍କା ମଧ୍ୟ ପିଣ୍ଟୁଙ୍କ ପାଖରେ ନାହିଁ। ଆଉ ଏବେ ଯେତେବେଳେ ତାଙ୍କର ସ୍ଵାସ୍ଥ୍ୟ ଅବସ୍ଥା ଗୁରୁ-ତର ରହିଛି ସେତେବେଳେ ତାଙ୍କୁ ହାଇଦ୍ରାବାଦ କିମ୍ବା ଚେନ୍ନାଇ ସ୍ଥାନାନ୍ତର କରାଯିବ କଥା ଶୁଣିବାକୁ ମିଳୁଛି।

ପିଣ୍ଟୁ ନନ୍ଦ କେତେବେଳେ ଖଳନାୟକ ତ ଆଉ କେତେବେଳେ ହାସ୍ୟ ଅଭିନେତା ସବୁବେଳେ ନିଜର ନିଖୁଣ ଅଭିନୟ ପାଇଁ ଦର୍ଶକଙ୍କ ପାଖରେ ସ୍ବତନ୍ତ୍ର ସ୍ଥାନ ହାସଲ କରି ପାରିଥିବା ପିଣ୍ଟୁ ନନ୍ଦ ଏବେ ଏହି ବଡ ରୋ-ଗରେ ପୀ-ଡିତ ହେବା ପରେ ଦିଲ୍ଲୀ ମଧ୍ୟ ଫେଲ୍ ମା-ରିଛି ଶେଷରେ ଉନ୍ନତ ଚିକିତ୍ସା ପାଇଁ ପିଣ୍ଟୁଙ୍କୁ ହାଇଦ୍ରାବାଦ କିମ୍ବା ଚେନ୍ନାଇ ସ୍ଥାନାନ୍ତର କରା ଯାଉଛି ବୋଲି ସୂଚନା ଆସୁଛି।

Leave A Reply

Your email address will not be published.