ଏୟାରଟେଲ କୁ ଟକ୍କର ଦେବାପାଇଁ ଜିଓ ଆଣିଲା 895 ଟଙ୍କିଆ ଜବରଦସ୍ତ ପ୍ଲାନ, ବର୍ଷସାରା ଦେବ କଲିଂ ଓ ଡାଟା ସୁବିଧା:-

0

Get real time updates directly on you device, subscribe now.

ଜିଓ ଆପଣଙ୍କ ପାଇଁ ନୂଆ ନୂଆ ପ୍ଲାନ ଆଣି ରହୁଥାଏ। ଆଜି ଆମେ ଆପଣଙ୍କୁ ଏମିତି ପ୍ଲାନ ବିଷୟରେ ବତାଇବାକୁ ଯାଉଛି ଯାହାଦ୍ୱାରା ଆପଣଙ୍କୁ ବହୁତସାରା ବେନିଫିଟ ମିଳିବାକୁ ଯାଉଛି। ଏହାସହ ଏହି ପ୍ଲାନ ଏତେ ଶସ୍ତା ଯେ ଯେକେହିବି ବହୁତ ସହଜରେ ଏହାକୁ କିଣିପାରିବ। ଆଜି ଆପଣଙ୍କୁ ଏହି ପ୍ଲାନର ବେନିଫିଟ ବିଷୟରେ କହିବୁ, ଏହାସହ ଆପଣ ଏହାକୁ କେମିତି ପାଇବେ ତାହା ବିଷୟରେ ମଧ୍ୟ କହିବୁ।

ଜିଓ ର 895 ଟଙ୍କିଆ ରିଚାର୍ଜରେ ଆପଣଙ୍କୁ 336 ଦିନର ଭାଲିଡ଼ିଟି ସୁବିଧା ମିଳିଥାଏ। ଏଥିରେ ଆପଣଙ୍କୁ 24GB ଡାଟା ମିଳିଥାଏ ଓ ପ୍ରତି ମାସରେ 2GB ଡାଟା ମିଳିଥାଏ। ଏହାସହ ଆପଣଙ୍କୁ ଏଥିରେ ଅନଲିମିଟେଡ଼ କଲିଂ ସୁବିଧା ମଧ୍ୟ ଦିଆଯାଇଥାଏ। ଆପଣଙ୍କୁ 28 ଦିନରେ 50ଟି ଏସଏମଏସ କରିବାକୁ ମିଳିବ।

ଜିଓ ର 152 ଟଙ୍କିଆ ରିଚାର୍ଜରେ ଆପଣଙ୍କୁ 28 ଦିନରେ 14GB ଡାଟା, ଅନଲିମିଟେଡ଼ କଲିଂ ଓ 300 ଏସଏମଏସ ମିଳିଥାଏ। ଏହି ପ୍ଲାନ ସେହି ମାନଙ୍କ ପାଇଁ ଅଟେ ଯେଉଁମାନେ କି ଅତିକମ ଦାମରେ ଅତ୍ୟଧିକ ବେନିଫିଟ ପାଇବାକୁ ଚାହୁଁଛନ୍ତି। ଜିଓ ର ଏହି ପ୍ଲାନ ମଧ୍ୟ ସବୁଠାରୁ ଅଧିକ ବିକ୍ରି ହେଉଥିବା ପ୍ଲାନ ଅଟେ।

ଜିଓ ର 222 ଟଙ୍କିଆ ରିଚାର୍ଜ ପ୍ଲାନରେ ଆପଣଙ୍କୁ 28 ଦିନର ଭାଲିଡ଼ିଟି ମିଳିବ, ଏଥିରେ 56GB ର ଡାଟା ମିଳିଥାଏ। ଏଥିରେ 2GB ର ଡାଟା ପ୍ରତିଦିନ ମିଳିଥାଏ। ଏଥିରେ ଅନଲିମିଟେଡ଼ କଲିଂ ସୁବିଧା ମିଳିଥାଏ। ଏଥିରେ 100 ଏସଏମଏସ ପ୍ରତିଦିନ ମିଳିଥାଏ। ଏଥିରେ ଜିଓ ଟିଭି, ଜିଓ ସିନେମା, ଜିଓ ସିକ୍ୟୁରିଟିର ସବସ୍କ୍ରିପସନ ମିଳିଥାଏ। ଆପଣ ପେଟିଏମ ଓ ଫୋନ ପେ ଦ୍ୱାରା ରିଚାର୍ଜ କରିପାରିବେ।

Leave A Reply

Your email address will not be published.