ଖୁଡ଼ି ପ୍ରେମରେ ପାଗଳ ହେଲା ପୁତୁରା, ଖୁଡ଼ି ଏକା ଥିବାବେଳେ ଶାରୀ-ରିକ ସ-ମ୍ଵନ୍ଧ ବନାଇବାକୁ କଲା ଡିମାଣ୍ଡ,ଆଉ ତା ପରେ

0

Get real time updates directly on you device, subscribe now.

ନାସିକରେ ଏକ ଆଶ୍ଚ-ର୍ଯ୍ୟକର ଘ-ଟଣା ସାମ୍ନାକୁ ଆସିଛି। ଏଠାରେ ଘରେ ଏକା ଥିବାର ଫାଇଦା ନେଇ ଜଣେ ନାବା-ଳକ ନିଜ ଖୁଡ଼ିକୁ ଶାରୀ-ରିକ ସ-ମ୍ଵନ୍ଧ ବନାଇବାକୁ ଡି-ମାଣ୍ଡ କରିଥିଲା ଓ ଏଥିରେ ସେ ସଫଳତା ମଧ୍ୟ ପାଇଲା। ଏହି ଘ-ଟଣା ଗଙ୍ଗାପୁର ଅଞ୍ଚଳରେ ଘଟିଥିଲା, ଏହି ଘଟ-ଣାରେ ପୋ-ଲିସ ମହିଳାଙ୍କ ଅଭି-ଯୋଗ ଆଧାରରେ ଉକ୍ତ ନାବାଳକକୁ ଗି-ରଫ କରିଥିଲା।

ଏହି କେ-ସରେ ପୋଲି-ସକୁ ସୂଚନା ମିଳିଥିଲା କି, ପି-ଡ଼ିତା କଲେଜରେ ପଢ଼ନ୍ତି। ତାଙ୍କର ସ୍ୱାମୀ ଅନ୍ୟ କେଉଁଠି ଚାକିରୀ କରନ୍ତି। ନଣନ୍ଦ ପିଡ଼ି-ତାଙ୍କୁ ନିଜ ଘରକୁ ଡ଼କାଇଥିଲା ଓ କହିଥିଲା ଆମେ ବାହାରକୁ ଯାଉଛୁ ତୁମେ ଘରେ ଥିବା ନାବାଳକ ପୁଅ ପାଇଁ ଖାଦ୍ୟ ବନାଇଦିଅ ଓ ଘରେ ରୁହ। ଏହାପରେ ନାବାଳକ ଫାଇଦା ଉଠାଇ ମହିଳାଙ୍କୁ କହିଲା, “ମୁଁ ତୁମକୁ ଦୁଇବର୍ଷ ହେବ ପସନ୍ଦ କରୁଛି ଆସ ଆମେ ଆଜି ଶାରୀ-ରିକ ସମ୍ଵ-ନ୍ଧ ବନାଇବା”।

ନାବାଳକ ନିଜ ଖୁଡ଼ିକୁ ଚାବି ମାଗୁଥିବା ସମୟରେ ଏମିତି ହରକତ କରିଥିଲା। ପରେ ମହିଳା ଜଣକ ପୋଲି-ସରେ ଏହାର ଅଭି-ଯୋଗ ଆଣିଥିଲେ ଓ ନାବାଳକକୁ କିଶୋର ନ୍ୟା-ୟାଳ-ୟକୁ ପଠାଯାଇଥିଲା। ଗଙ୍ଗାପୁର ପୋ-ଲିସ ଏହି କେ-ସର ଯା-ଞ୍ଚ କରିବାରେ ଲାଗିଛି।

ସୂତ୍ରରୁ ଜଣାପଡିଛି ନାବାଳକ ଓ ଖୁଡ଼ି ଭିତରେ କଥାବାର୍ତ୍ତା ହୁଏ, ଏଥିରେ ନାବାଳକ ନିଜ ଖୁଡ଼ି ସହିତ କଥାବାର୍ତ୍ତା ହେବା ସମୟରେ ଆକର୍ଷିତ ହେଉଥିଲା ଓ ଖୁଡ଼ିକୁ ନେଇ ତା’ ମନରେ ଖରାପ ଭାବନା ମାନ ଜାଗ୍ରତ ହେଉଥିଲା।

ନାବାଳକ ନିଜ ଦୋ-ଷ ମାନିଥିଲା:-

ଖୁଡ଼ି କୁ ଘରେ ଏକଲା ପାଇ ନାବାଳକ ନିଜ ପ୍ରେମର କଥା ତାଙ୍କୁ ଜଣାଇଲା ଓ ତାଙ୍କ ସହ ଶାରୀ-ରିକ ସମ୍ଵ-ନ୍ଧ ବନାଇବାକୁ ଚେଷ୍ଟା କଲା ଓ ମହିଳା ଜଣକ ନିଜ ପୁତୁରା ପାଖରୁ ବର୍ତ୍ତି ଯାଇ ଗଙ୍ଗାପୁର ଥା-ନାରେ ଅଭି-ଯୋଗ ଆଣିଲେ। ଏହାପରେ ନାବାଳକ ଗି-ରଫ ହେବାପରେ ସେ ନିଜର ଦୋ-ଷ ଗୁଡ଼ିକୁ ମାନିନେଇଥିଲା।

Leave A Reply

Your email address will not be published.