ପ୍ରେମିକ ସ୍ପର୍ଶ ପାଇବା ପାଇଁ ପାଗଳ ହେଲା ସଇ-ତାନ ମା,ପୁଅକୁ ମା-ରି ପ୍ରେମିକ ସହ ହେଲା ଫେ-ରାର

0

Get real time updates directly on you device, subscribe now.

ସବୁ ମଣିଷ ନିଜ ଜୀବନରେ ଥରୁଟିଏ ହେଲେବି ପ୍ରେମ ନିଶ୍ଚିତ କରି ଥାଆନ୍ତି,ହେଲେ କିଛି ଜଣ ନିଜ ପ୍ରେମରେ ସଫଳ ହୋଇ ଥାଆନ୍ତି ଆଉ କିଛି ବିଫଳ ହୋଇ ଥାଆନ୍ତି।

ଆଉ ଏପରି ବି କିଛି ଲୋକ ଥାଆନ୍ତି ଯେଉଁମାନେ କି ପ୍ରେମ ପାଇଁ ନିଜର ଜନ୍ମ କରିଥିବା ପିଲାକୁ ମଧ୍ୟ ମା-ରି ଦିଅନ୍ତି। ନିଜର ପ୍ରେମ ପାଇଁ ଗୋଟେ ମାଆ ନିଜର ଜନ୍ମ କରିଥିବା ଚାରି ବର୍ଷର ପୁଅକୁ ପି-ଟିପି-ଟି ହ-ତ୍ୟା କରିଛି।

ସୂଚନା ମୁତାବକ ଏହି ଘଟ-ଣାଟି ପଶ୍ଚିମବଙ୍ଗ ୨୪ ପ୍ରଗଣାର କୁଲଟାଲି ଥା-ନା ଅଞ୍ଚଳର, ଯେଉଁ ଠାରେ କୁଣ୍ଡାଖାଲି ଗାଁର ଜଣେ ମହିଳା ଏପରି ଏକ ହ-ତ୍ୟା କରିଛନ୍ତି।

ଗତବର୍ଷ ଠାରୁ ମହିଳା ଜଣକ ଅବଦୁଲ ହୁସେନ ନାମକ ଜଣେ ଯୁବକଙ୍କୁ ପ୍ରେମ କରୁଥିଲେ, ତାଙ୍କ ସହ ଶାରୀ-ରିକ ସ-ମ୍ପର୍କ ମଧ୍ୟ ରଖୁଥିଲେ। ଗତ ମଙ୍ଗଳବାର ଉଭୟ ବିବାହ କରିବାକୁ ମନସ୍ଥ କରିଥିବା ବେଳେ ପିଲାଟିକୁ ନେଇ ସାଙ୍ଗରେ ନେବାକୁ ପ୍ରେମିକ ହୁସେନ ମନା କରିଦେଥିଲା।

ଫଳରେ ଉଭୟ ମାଆ ଏବଂ ପ୍ରେମିକ ଛୋଟ ପୁଅଟିକୁ ପି-ଟିପି-ଟି ହ-ତ୍ୟା କରିଥିଲେ। ପିଲାଟିର ମାମୁ ଏନେଇ ଥା-ନାରେ ଅଭି-ଯୋଗ କରିଥିଲେ, ତାଙ୍କ ଭଣଜା ବାରଣ୍ଡାରେ ଖେଳୁଥିବାର ସେ ଦେଖିଥିବା କହିଥିଲେ।

ତାହା ସହ ସେ ଆହୁରି କହିଥିଲେ କି,ମୁଁ କାମରୁ ଫେରିବା ପରେ ମୋ ଭଣଜାର ମୃ-ତ୍ୟୁ ହୋଇଥିବା ଗ୍ରାମବାସୀଙ୍କ ନିକଟରୁ ଶୁଣିବାକୁ ପାଇଲି। ପିଲାଟିକୁ ପି-ଟିପି-ଟି ହ-ତ୍ୟା କରାଯାଇଥିବା ସେ ଅଭି-ଯୋଗ କରିଛନ୍ତି ।

ଖାଲି ସେତିକି ନୁହେଁ, ଏହି ଘଟ-ଣାକୁ ନେଇ ପୋ-ଲିସ ମଧ୍ୟ ପ୍ରତି-କ୍ରିୟା ରଖିଛି । ପୋ-ଲିସ ପିଲାଟିର ଶ-ବ ଜ-ବତ କରିଥିବା ବେଳେ ତା ଦେହରେ କ୍ଷ-ତ ଚିହ୍ନଥିବା କହିଛି, ପିଲାଟିର ଶ-ବ ବ୍ୟବ-ଚ୍ଛେଦ ପରେ ସମସ୍ତ କଥା ସାମ୍ନାକୁ ଆସିବ। ସେପଟେ ପୁଅକୁ ହ-ତ୍ୟା କରି ମା’ ଓ ପ୍ରେମିକ ଫେ-ରାର ହୋଇ ଯାଇଛନ୍ତି, ଉଭୟଙ୍କୁ ପୋ-ଲିସ ଗି-ରଫ କରିବାକୁ ଖୋଜାଖୋଜି କରୁଛି ଓ ଘଟ-ଣାର ତ-ଦନ୍ତ ମଧ୍ୟ ଜାରି ରଖିଛି।

Leave A Reply

Your email address will not be published.