ଗୋପାଳ ସେଲ୍‌ରେ ଟିଭି ଚାଲୁନି । ଟିଭି ଠିକ୍ କରିବା ପାଇଁ ବାରମ୍ବାର ଅନୁରୋଧ କରୁଛି ଗୋପାଳ ଦାସ ।

0

Get real time updates directly on you device, subscribe now.

ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ବା ସାରା ଓଡ଼ିଶାରେ ଏବେ କେବଳ ଗୋଟିଏ ହିଁ ଚର୍ଚ୍ଚା ହେଉଛି । ଏହି ଖବର ବିଷୟରେ ଆପଣ ବି ସବୁବେଳେ କିଛି ନା କିଛି ଜାଣିବାକୁ ପାଉଥିବେ । ଆପଣମାନେ ସମସ୍ତେ ତ ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କ ହ-ତ୍ୟା ବିଷୟରେ ଜାଣିଥିବେ । ଏହି ମନ୍ତ୍ରୀ ଜଣଙ୍କୁ ନବ ଦାସ ଗୁଳି କରି ହ-ତ୍ୟା କରିଛି । ଏବେ ଏହି ମାମ-ଲା ସବୁଆଡେ ଚର୍ଚ୍ଚା ହେଉଛି।

ଆପଣମାନେ ସମସ୍ତେ ତ ସୋସିଆଲ ମିଡିଆରେ ଏହି ଘଟଣାକୁ ନେଇ ଆସୁଥିବା ଖବର ବିଷୟରେ ଜାଣିଥିବେ । ଏହି ଖବରକୁ ନେଇ ଏବେ କିଛି ଖବର ଆସିଛି । ଆପଣମାନେ ସମସ୍ତେ ତ ଜାଣିଥିବେ ଏହି ହ-ତ୍ୟାର ହତ୍ୟାକାରୀ ହେଉଛନ୍ତି ଜଣେ ଏଏସଆଇ ପୋ-ଲିସ୍ ଅଧିକାରୀ । ଏଏସଆଇ ଗୋପାଳ ଦାସ ମନ୍ତ୍ରୀ ନବ ଦାସଙ୍କୁ ଗୁ-ଳି ମା-ଡ଼ କରିଛି । ଏହି ଖବର ତ ସମସ୍ତେ ଜାଣିଥିବେ । ଏବେ ଗୋପାଳ ଦାସକୁ ନେଇ ଆଉ ଏକ ଖବର ଆସିଛି ।

ଖବର ଆସିଛି କି ଏଏସଆଇ ଗୋପାଳ ଦାସ ଜେ-ଲ ଭିତରେ ଗୋପାଳ ସେଲ୍‌ରେ ଟିଭି ଚାଲୁନି । ଟିଭି ଠିକ୍ କରିବା ପାଇଁ ବାରମ୍ବାର ଅନୁରୋଧ କରୁଛି ଗୋପାଳ ଦାସ । ହଁ ଆଜ୍ଞା ଦର୍ଶକବନ୍ଧୁ ଏବେ ଚୌଦ୍ଵାର ଜେ-ଲ୍ ର ୩ ନମ୍ବର ସେଲ୍ ରେ ରହୁଛନ୍ତି ବାବୁ ଗୋପାଳ ଦାସ । ଆଉ ଏବେ କୁଆଡ଼େ ଭାଗବତ ଆଉ ସ୍ୱାମୀ ବିବେକାନନ୍ଦଙ୍କ ବହି ମାଗି ପଢୁଛନ୍ତି ଗୋପାଳ । କିନ୍ତୁ ଏସବୁ ଭିତରେ ଆଉ ଗୋଟେ ବଡ଼ ଖବର ସମ୍ନାକୁ ଆସୁଛି ଆଉ ସେଇଟା ହେଉଛି ଗୋପାଳ ରହୁଥିବା ସେଲ୍ ରେ ଟିଭି ଅଚଳ ହୋଇ ପଡ଼ିଛି ।

ଗୋପାଳ ସାଙ୍ଗକୁ ପେପର ଆଉ ସ୍ୱାମୀ ବିବେକାନନ୍ଦଙ୍କ ବହି ପଢୁଛି ସତ ଭାଗବତ ଗୀତା ପଢୁଛି ସତ ହେଲେ ଏହାରି ଭିତରେ ଗୋପାଳ ଟିଭି ଦେଖିବାକୁ ମଧ୍ୟ ଚାହୁଁଛି । ଆଉ ତାର ସେଲରେ ଥିବା ଟିଭି ଅଚଳ ହୋଇ ପଡ଼ିଥିବା ସ୍ଥିତିରେ ଟିଭି ଠିକ୍ କରିଦେବାକୁ ବାରମ୍ବାର ସେ ଜେଲ୍ କତୃପକ୍ଷଙ୍କୁ ଅନୁରୋଧ କରୁଥିବାର ଜାଣିବାକୁ ମିଳିଛି ।

Leave A Reply

Your email address will not be published.