ମହିଳା IPL 2023 : RCB ଠାରୁ ଆରମ୍ଭ କରି MI ପର୍ଯ୍ୟନ୍ତ,ଇଏ ହେଉଛନ୍ତି ମହିଳା ଆଇପିଏଲର ସବୁ ଦଳର ଫୁଲ ସ୍କ୍ୱାର୍ଡ,ଦେଖନ୍ତୁ କେଉଁ ଦଳରେ କିଏ କିଏ ଅଛନ୍ତି ?

0

Get real time updates directly on you device, subscribe now.

13 ଫେବୃଆରୀ 2023 ରେ ଭାରତୀୟ କ୍ରିକେଟ୍ ରେ ପ୍ରଥମ ଥର ପାଇଁ ମହିଳା ଖେଳାଳିଙ୍କୁ ନିଆଯାଇଥିଲା ଏବଂ ଫ୍ରାଞ୍ଚାଇଜି ବହୁ ଖର୍ଚ୍ଚ କରିଥିଲେ। ମହିଳା ପ୍ରିମିୟର ଲିଗ୍ ପାଇଁ ନିଲାମ ମୁମ୍ବାଇରେ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ପାଞ୍ଚଟି ଫ୍ରାଞ୍ଚାଇଜରେ 87ଟି ଖେଳାଳି କିଣିବା ପାଇଁ 59.5 କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା। ଆସନ୍ତୁ ଜାଣିବା ନିଲାମ ପରେ ସମସ୍ତ ଦଳର ସ୍କ୍ୱାର୍ଡ କିପରି?

ଦିଲ୍ଲୀ କ୍ୟାପିଟାଲସ୍।

ଜେମିମା ରୋଡ୍ରିରସ୍ 2.20 କୋଟି , ଶେଫାଲୀ ବର୍ମା 2.00 କୋଟି, ମାରିଜାନେ କାପ 1.50 କୋଟି, ମେଗ ଲାନିଙ୍ଗ 1.10 କୋଟି, ଏଲିସ କ୍ୟାପସେ 75 ଲକ୍ଷ, ଶିଖା ପାଣ୍ଡେ 60 ଲକ୍ଷ, ଜେସ ଜୋନାସେନ 50 ଲକ୍ଷ, ଲାରା ହାରିସ 45 ଲକ୍ଷ, ରାଧା ଯାଦବ 40 ଲକ୍ଷ ଟଙ୍କା, ଅରୁନ୍ଧତୀ ରେଡ୍ଡୀ 30 ଲକ୍ଷ ଟଙ୍କା, ମେନୁ ମଣି 30 ଲକ୍ଷ ଟଙ୍କା, ପୁନମ୍ ଯାଦବ 30 ଲକ୍ଷ ଟଙ୍କା, ସ୍ନେହା ଦୀପ୍ତି 30 ଲକ୍ଷ ଟଙ୍କା, ତାନିଆ ଭାଟିଆ 30 ଲକ୍ଷ ଟଙ୍କା, ତିତସ ସାଧୁ 25 ଲକ୍ଷ ଟଙ୍କା, ଜାସିଆ ଅଖତର 20 ଲକ୍ଷ ଟଙ୍କା, ଅପର୍ନା ମଣ୍ଡଳ 10 ଟଙ୍କା ଲକ୍ଷ ଟଙ୍କା, ତାରା ନାରୀସ 10ଲକ୍ଷ।

ଗୁଜୁରାଟ ଯାଏଣ୍ଟସ୍।

ଏସଲେ ଗାର୍ଡନର୍ 3.20 କୋଟି, ବେଥ୍ ମୁନି 2 କୋଟି, ଜର୍ଜିଆ ୱାରେହମ୍ 75 ଲକ୍ଷ, ସ୍ନେହା ରାଣା 75 ଲକ୍ଷ, ଅନ୍ନାବେଲ ସଟରଲ୍ୟାଣ୍ଡ 70 ଲକ୍ଷ, ଡାଏଣ୍ଡ୍ରା ଡୋଟିନ 60 ଲକ୍ଷ, ସୋଫିଆ ଡଙ୍କଲି 60 ଲକ୍ଷ, ସୁଷମା ଭର୍ମା 60 ଲକ୍ଷ, ତନୁଜା କାନୱାର 50 ଲକ୍ଷ ଟଙ୍କା, ହାର୍ଲେନ ଦେଓଲ 40 ଲକ୍ଷ ଟଙ୍କା, ଅଶ୍ୱିନୀ କୁମାରୀ 35 ଲକ୍ଷ ଟଙ୍କା, ଦିନଲାନ ହେମଲତା 30 ଲକ୍ଷ, ମାନସୀ ଯୋଶୀ 30 ଲକ୍ଷ, ମୋନିକା ପଟେଲ 30 ଲକ୍ଷ, ସାବିନେନି ମେଘନା 30 ଲକ୍ଷ, ହର୍ଲି ଗାଲା 10 ଲକ୍ଷ, ପରୋଣିକା ସିସୋଡିଆ 10 ଟଙ୍କା ଲକ୍ଷ ଟଙ୍କା, ଶବନମ୍ ଶକିଲ୍ 10 ଲକ୍ଷ ଟଙ୍କା।

ମୁମ୍ବାଇ ଇଣ୍ଡିଆନ୍ସ।

ନତାଲୀ ସାଇବର 3.2 କୋଟି, ପୂଜା ବସ୍ତ୍ରାକର 1.90 କୋଟି, ହରମାନପ୍ରୀତ କୋର 1.80 କୋଟି, ୟସ୍ତିକା ଭାଟିଆ 1.50 କୋଟି, ଆମେଲିଆ କେରେ 1 କୋଟି, ଅମାନଜୋଟ କୋର 50 ଲକ୍ଷ, ହେଲି ମାଥ୍ୟୁସ 40 ଲକ୍ଷ, କ୍ଲୋ ଟ୍ରାଏନ 30 ଲକ୍ଷ ଟଙ୍କା, ହେଥର ଗ୍ରାହାମ 30 ଲକ୍ଷ ଟଙ୍କା, ଇସାବେଲ ୱଙ୍ଗ 30 ଲକ୍ଷ ଟଙ୍କା, ପ୍ରିୟଙ୍କା ବାଲା 20 ଲକ୍ଷ ଟଙ୍କା, ଧରା ଗୁରୁଜାର 10 ଲକ୍ଷ ଟଙ୍କା, ହୁମାଇରା କାଜୀ 10 ଲକ୍ଷ ଟଙ୍କା, ଜିଣ୍ଟିମାନି କାଲିଟା 10 ଲକ୍ଷ, ନୀଲମ ବିଶ୍ 10 ଲକ୍ଷ, ସାୟକା ଇଶାକ 10 ଲକ୍ଷ, ସୋନମ ଯାଦବ 10 ଟଙ୍କା ଲକ୍ଷ ଟଙ୍କା।

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର।

ସ୍ମୃତି ମଣ୍ଡଳ 3.40 କୋଟି, ରିଚା ଘୋଷ 1.90 କୋଟି, ଏଲିସେ ପେରି 1.70 କୋଟି, ରେଣୁକା ସିଂ 1.50 କୋଟି, ସୋଫି ଡିଭାଇନ୍ 50 ଲକ୍ଷ, ହେଥର ନାଇଟ୍ 40 ଲକ୍ଷ, ମେଗାନ୍ ସ୍କଟ୍ 40 ଲକ୍ଷ, କାନିକା ଅହୁଜା 35 ଲକ୍ଷ, ଡେନ ୱାନ୍ ନିକ୍ରିକ୍ 30 ଲକ୍ଷ ଟଙ୍କା, ଏରିନ୍ ବର୍ନସ୍ 30 ଲକ୍ଷ ଟଙ୍କା, ପ୍ରୀତି ବୋଷ 30 ଲକ୍ଷ ଟଙ୍କା, କୋମଲ ଜନଜାଦ୍ 25 ଲକ୍ଷ ଟଙ୍କା, ଆଶା ଶୋଭାନା ରାଓ 10 ଲକ୍ଷ ଟଙ୍କା, ଦିଶା କାସତ 10 ଲକ୍ଷ ଟଙ୍କା, ଇନ୍ଦ୍ରାଣୀ ରାୟ 10 ଲକ୍ଷ ଟଙ୍କା, ପୁଣମ ଖେମନାର 10 ଲକ୍ଷ ଟଙ୍କା, ସାହାନା ପାୱାର 10 ଲକ୍ଷ ଟଙ୍କା, ଶ୍ରେୟଙ୍କା ପାଟିଲ 10 ଲକ୍ଷ ଟଙ୍କା।

ୟୁପି ୱାରିୟର୍ସ।

ଦୀପ୍ତି ଶର୍ମା 2.60 କୋଟି, ସୋଫି ଏକ୍ଲେଷ୍ଟୋନ 1.80 କୋଟି, ଦେବିକା ବେଧା 1.40 କୋଟି, ତହଲିଆ ମେକଗ୍ରା 1.40 କୋଟି, ଶବ୍ନିମ ଇସମାଇଲ 1 କୋଟି, ଗ୍ରେସ ହାରିସ 75 ଲକ୍ଷ, ଆଲିସା ହେଲି 70 ଲକ୍ଷ, ଅଞ୍ଜଲି ସରୱନି 55 ଲକ୍ଷ, ରାଜେଶ୍ୱରୀ ଗାଇକୱାଡ 40 ଲକ୍ଷ ଟଙ୍କା, ଶ୍ୱେତା ସେହରାୱତ 40 ଲକ୍ଷ ଟଙ୍କା, କିରଣ ନାଭାଗିର 30 ଲକ୍ଷ, ଲରେନ ବେଲ 30 ଲକ୍ଷ ଟଙ୍କା। ଲକ୍ଷ୍ମୀ ଯାଦବ 10 ଲକ୍ଷ ଟଙ୍କା, ପାରସ୍ୱୀ ଚୋପ୍ରା 10 ଲକ୍ଷ ଟଙ୍କା, ଏସ ଜଯଶ୍ରୀ 10 ଲକ୍ଷ ଟଙ୍କା, ସିମରନ୍ ଶେଖ୍ 10 ଲକ୍ଷ ଟଙ୍କା।

Leave A Reply

Your email address will not be published.