ଏବେ ଆପଣଙ୍କ ବିଜୁଳି ବିଲ୍‌ ଆସିବ ଜିରୋ । ସାରା ଜୀବନ ମାଗଣାରେ ଜାଳିବେ ଲାଇଟ । ସରକାରଙ୍କ ବଡ ସହାୟତା

0

Get real time updates directly on you device, subscribe now.

ଆଜିର ସମୟରେ ଆମେ ଦେଖନ୍ତି ଯେ ଅନେକ ଲୋକ ବିଜୁଳି ବିଲ ଆସିଲେ ଭାରି ବ୍ୟସ୍ତ ହୋଇପଡନ୍ତି ଆଉ ଚିନ୍ତା ବି କରନ୍ତି । ଯଦି ଆପଣଙ୍କ ସହିତ ବି ଏମିତି କିଛି ହେଉଛି ତାହେଲେ ଆପଣଙ୍କୁ ବିଲକୁଲ ବି ଟେନସନ୍‌ ନେବାର ଆବଶ୍ୟକ ନାହିଁ । ଏବେ ଆପଣଙ୍କୁ ଆଉ ଟଙ୍କାଟିଏ ବି ବିଜୁଳି ବିଲ୍‌ ଦେବାକୁ ପଡିବନି ।

ଆଜି ଆମେ ଆପଣଙ୍କୁ ଏକ ଏମିତି ଡିଭାଇସ ବିଷୟରେ କହିବୁ ଯାହାପରେ ଆପଣଙ୍କ ବିଜୁଳି ବିଲ୍‌ ଏକଦମ୍‌ ଜିରୋ ଆସିବ । ଖାସ୍‌ କଥା ହେଉଛି ଏହି ଡିଭାଇସକୁ କେନ୍ଦ୍ର ସରକାରଙ୍କ ଦ୍ୱାରା ମଧ୍ୟ ପ୍ରତ୍ସୋହିତ କରାଯାଇଛି । ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ବର୍ତ୍ତମାନ ସରକାର ସୋଲାର ଏନର୍ଜି ଉପରେ ଅଧିକ କାମ କରୁଛନ୍ତି ।

ଏହାସହିତ ହିଁ ସୌର ଶକ୍ତିରେ ଚାଲୁଥିବା ପ୍ରଡକ୍ଟସ ଉପରେ ମଧ୍ୟ ଭାରି ସବସିଡିର ଫାଇଦା ମିଳୁଛି । ବର୍ତ୍ତମାନ ତ ମାର୍କେଟରେ ଏକ ଏମିତି ସୋଲାର ଲାଇଟ୍‌ ଆସିଛି, ଯାହାକୁ ବ୍ୟବହାର କରିବା ଦ୍ୱାରା ଆପଣଙ୍କ ବିଜୁଳି ବିଲ୍‌ ବିଲକୁଲ ଜିରୋ ହୋଇ ଯାଇପାରେ ।

ଏହି ସୋଲାର ଲାଇଟ୍‌ ସାହାଯ୍ୟରେ ଆପଣ ଘରର ଅନେକ ଏରିଆରେ ବିଜୁଳି ଜଳାଇପାରିବେ । ଘରର ଛାତ, ଗାର୍ଡେନ, ବାଲକୋନି ସମେତ ଅନେକ ସ୍ଥାନରେ ବିନା ବିଜୁଳିରେ ବି ଲାଇଟ୍‌ ଜଳାଇପାରିବେ ।

ତେବେ ବନ୍ଧୁଗଣ ଏହି ସୋଲାର ଲାଇଟର ନାମ ହେଉଛି “ହାର୍ଡଲ୍ ଏଲଇଡି ୱାଟର ପ୍ରୁଫ ଫେନ୍ସ ସୋଲାର ଲାଇଟ୍ ଲ୍ୟାମ୍ପ” ଏବଂ ଖାସ୍‌ କଥା ହେଉଛି ଏହାର ଦାମ୍‌ ଆମାଜନରେ ରହିଛି ମାତ୍ର ୪୪୩ ଟଙ୍କା ।

ଏହି ଲାଇଟର ଖାସିୟତ ହେଉଛି ଅନ୍ଧାର ହେଲେ ଏହା ଆପେ ଆପେ ଜଳିବାକୁ ଲାଗିବ । ସେହିପରି ସୂର୍ଯ୍ୟଙ୍କର ରଶ୍ମି ମିଳିଲେ ଏହା ଆପେ ଆପେ ବନ୍ଦ ହୋଇଯାଏ । ଏହା ଓ୍ଵାଟରପ୍ରୁଫ୍‌ ଏବଂ ପ୍ଲାଷ୍ଟିକରେ ତିଆରି ହୋଇଥିବା ସୋଲାର ଲାଇଟ । ଏହାକୁ ଆପଣ ସହଜରେ ନିଜ ଘରେ ଲଗାଇ ପାରିବେ ।

୬ ଘଣ୍ଟା ଚାର୍ଜ ହେବା ପରେ ଆପଣ ଏହାକୁ ୧୮ ଘଣ୍ଟା ପର୍ଯ୍ୟନ୍ତ ଜାଳିପାରିବେ । ଏହାସହିତ ମଧ୍ୟ ଯଦି ଆପଣ ନିଜ ଘରେ ବଡ ସୋଲାର ପ୍ୟାନେଲ ଲଗାଉଛନ୍ତି ତାହେଲେ ଆପଣ ଲାଇଟ ବ୍ୟତୀତ ନିଜ ଘରର ଏସି, କୁଲର, ଟିଭି, ମୋଟର, ପଙ୍ଖା ସମେତ ସମସ୍ତ ପ୍ରଡକ୍ଟସକୁ ବିନା ଲାଇଟରେ ବି ଜଳାଇ ପାରିବେ ।

ଏପରି କରିବା ଦ୍ୱାରା ଆପଣଙ୍କର ବିଜୁଳି ବିଲରେ ଗୋଟେ ଟଙ୍କା ବି ଖର୍ଚ୍ଚ ହେବନାହିଁ । ଆପଣ ନିଜ ଘରର ସୋଲାର ପ୍ୟାନେଲ ଲଗାଇବା ପାଇଁ ସରକାରଙ୍କ ଅଫିସିଆଲ ୱେବସାଇଟ୍ www.solarrooftop.gov.in ମାଧ୍ୟମରେ ଅନଲାଇନ୍‌ ମଧ୍ୟ ଆବେଦନ କରିପାରିବେ ।

Leave A Reply

Your email address will not be published.