ମୋବାଇଲେ ଫ୍ଲାଇଟ ମୋଡ଼ ନକରିବା ହେଲା କାଳ,ଜଣକଙ୍କ ଟିକିଏ ଭୁଲ ପାଇଁ ଚାଲିଗଲା ୭୨ ଜଣଙ୍କର ଜୀ-ବନ

0

Get real time updates directly on you device, subscribe now.

ବନ୍ଧୁଗଣ ଆପଣମାନେ ଜାଣିଥିବେ ନିଶ୍ଚୟ ଯେ ପ୍ଲେନ୍ ରେ ଯାତ୍ରା କରିବା ସମୟରେ ଫୋନ ଅଫ କରିବା ପାଇଁ କିମ୍ବ ଫ୍ଲାଇଟ ମୋଡ କରିବା ପାଇଁ କୁହାଯାଏ । ହେଲେ ଆପଣ ମାନେ କେବେ ଭାବିଛନ୍ତି ପ୍ଳେନରେ ଯାତ୍ରା କରିବା ସମୟରେ ଫ୍ଲାଇଟ ମୋଡ କରିବା କଣ ପାଇଁ ନିହାତି ଜରୁରୀ ହୋଇଥାଏ । କାରଣ ଫ୍ଲାଇଟ ମୋଡ ଅନ ହେଲା ଫୋନଟି ପୁରା ନେଟୱାର୍କ ସିଷ୍ଟମ ରୁ ଅଲଗା ହୋଇଯାଏ ।

ଏବେ ଯେଉଁ ଦୁଃ-ଖଦପୂର୍ଣ୍ଣ ଖବର ଆସିଛି ତାହା ହେଉଛି ମୋବାଇଲ୍ ଫ୍ଲାଇଟ ମୋଡ ନ କରିବା ହେଲା କାଳ । ସେହି କାରଣରୁ ଆକାଶରୁ ସିଧା ତଳକୁ ଖସି ପଡ଼ିଲା ବିମାନ । ଏମିତି ଭୁଲ୍ ପାଇଁ ଚାଲିଗଲା ୭୨ ଜଣକ ଜୀବନ । ପ୍ଲେନ ୱିଣ୍ଡୋ ସିଟ୍ ରେ ବସି ମୋବାଇଲରେ କରୁଥିଲେ ଫେସବୁକ୍ ଲାଇଭ୍ ।

ଉପରୁ ବାହାରର ରୋମାଞ୍ଚକର ଦୃ-ଶ୍ୟକୁ ସମସ୍ତଙ୍କୁ ଦେଖାଉଥିଲେ । ବେଖାତିର ଭାବରେ ଇଣ୍ଟରନେଟ୍ ଅନ୍ କରିବା ହେଲା କାଳ ଯାହାକୁ ପୁରା ଦୁନିଆ ଦେଖିଲା । ବିମାନରେ ହଠାତ୍ ଦେଖା ଦେଇଥିଲା ଯା-ନ୍ତ୍ରିକ ତ୍ରୁଟି ଆଉ ବିମାନ ତାର ନିୟନ୍ତ୍ରଣ ହରାଇ ଆକାଶ ଉପରୁ ସିଧା ତଳକୁ ଖସି ପଡିଲା । ଆଉ ବିମାନରେ ଥିବା ସମସ୍ତ ଯାତ୍ରୀଙ୍କ ମୃ-ତ୍ୟୁ ହୋଇଗଲା।

କିଛି ଦିନ ପୂର୍ବରୁ ଅର୍ଥାତ୍ ଗତ ଜାନୁଆରୀ ୧୫ ତାରିଖ ଦିନ ନେପାଳ ବିମାନ ଦୁର୍ଘ-ଟଣାର ଖବର ସାରା ବିଶ୍ୱକୁ ଥରାଇ ଦେଇଥିଲା । ଦୁର୍ଘ-ଟଣାରେ ସମସ୍ତ ଯାତ୍ରୀଙ୍କର ମୃ-ତ୍ୟୁ ଘଟିଥିଲା ।

ଜାନୁଆରୀ ୧୫ ତାରିଖରେ ନେପାଳର ପୋଖରାରେ ୟେତି ଏୟାରଲାଇନ୍ସର ବିମାନ ଦୁର୍ଘ-ଟଣା ହୋଇଥିଲା । ଏଥିରେ କ୍ଷଣକରେ ୭୨ ଜଣ ଲୋକଙ୍କ ଜୀବନ ଚାଲିଯାଇଥିଲା । ବିମାନ ଦୁର୍ଘ-ଟଣାରେ ୫୩ ନେପାଳୀ, ୫ ଭାରତୀୟ, ୧୫ ବିଦେଶୀ ନାଗରିକ ଏବଂ କ୍ର୍ୟୁ ମେମ୍ବର ରହିଥିଲେ ।

ସୂଚନାଯୋଗ୍ୟ, ୭୨ ସିଟ୍ ବିଶିଷ୍ଟ ୟେତି ATR- ୭୨ ବିମାନରେ ୬୮ ଯାତ୍ରୀ ଓ ୪ କ୍ର୍ୟୁ ମେମ୍ବର ଥିଲେ । ବିମାନଟି ସଂପୂର୍ଣ୍ଣ ଜଳି ସାରିଥିବାରୁ ଏହା ମଧ୍ୟରେ ଥିବା ସମସ୍ତ ଲୋକଙ୍କ ମୃ-ତ୍ୟୁ ହୋଇଛି ବୋଲି ଥୟ ।

ବିମାନଟି ରବିବାର ଦିନ ୧୦.୩୩ରେ କାଠମାଣ୍ଡୁରୁ ଉଡ଼ାଣ ଆରମ୍ଭ କରିଥିଲା । ତେବେ ଉଡ଼ାଣ ଆରମ୍ଭ ହେବାର ୨୦ ମିନିଟ୍ ପରେ ବିମାନଟି ପୁରୁଣା ଏୟାରପୋର୍ଟ ଓ ନୂଆ ଏୟାରପୋର୍ଟ ମଧ୍ୟରେ ଥିବା ସେତି ନଦୀ କୂଳରେ ଖସି ପଡ଼ିଥିଲା ।

Leave A Reply

Your email address will not be published.