ସୁବର୍ଣ୍ଣ ସୁଯୋଗ : ଓଡ଼ିଶା ଖଣି ନିଗମ ବିଭାଗରେ ନିଯୁକ୍ତି ସୁଯୋଗ,ଦରମା ୧୧୨୪୦୦ ଟଙ୍କା

0

Get real time updates directly on you device, subscribe now.

ଆଜିର ଯୁଗରେ ଶିକ୍ଷିତ ବେକାରୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ପାଠଶାଠ ପଢ଼ି ଶିକ୍ଷିତ ଯୁବକ ଯୁବତୀ ଚାକିରି ନପାଇ ବେରୋଜଗାର ହୋଇ ନିଜ ଜୀବନ ଅତିବାହିତ କରୁଛନ୍ତି । ସଂସାରରେ ମଣିଷ କୌଣସି ନା କୌଣସି କାର୍ଯ୍ୟରେ ନିୟୋଜିତ ହେବା କଥା

କିନ୍ତୁ ଦେଶରେ ବେକାରୀ ସମସ୍ୟା ବଶତଃ ଲୋକମାନେ କିଛି କାର୍ଯ୍ୟ ନକରିବାରୁ ଅନୈତିକ କାର୍ଯ୍ୟକଳାପରେ ମନ ନିବେଶ କରୁଛନ୍ତି । ଯଦ୍ୱାରା ସମାଜରେ କୁପ୍ରଭାବ ପଡୁଛି । ତେବେ ମଣିଷ ନିଜର ଜୀବନଯାପନ ତଥା ଆବଶ୍ୟକତା ପୂର୍ତ୍ତି ପାଇଁ ଅର୍ଥ ଏକାନ୍ତ ଆବଶ୍ୟକ । କିନ୍ତୁ ମନୁଷ୍ୟ ବେରୋଜଗାରୀ ବଶତଃ ଅର୍ଥ ଉପାର୍ଜନ କରିପାରୁନାହିଁ ।

ଆଜିର ଦୁନିଆରେ ସବୁଠୁ ବଡ଼ ଚିନ୍ତାର ବିଷୟ ଏହି କି ଯେ ଚାକିରୀ । ଆଜିର ଯୁବପିଢି ମାନେ ଚାକିରୀ ଅଭାବରୁ ଚିନ୍ତିତ ହେଉଛନ୍ତି ।ଓଡିଶା ଖଣି ନିଗମ(OMC)ରେ Mining Mate III, Surveyor ସହିତ ଅନେକ ପଦବୀ ପାଇଁ ବିଜ୍ଞପ୍ତି ବାହାରିଛି। ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନରୁ ସ୍ନାତକ ଡିଗ୍ରୀ ହାସଲ କରିଥିବା ପ୍ରାର୍ଥୀମାନେ ଏହାର ସୁଯୋଗ ନେଇପାରିବେ। ଆଗ୍ରହୀ ପ୍ରାର୍ଥୀମାନେ ନିମ୍ନରେ ଦିଆଯାଇଥିବା ନିର୍ଦ୍ଦେଶଗୁଡିକ ପଢି ଶେଷ ତାରିଖ ପୂର୍ବରୁ ଆବେଦନ କରିପାରିବେ। ସାକ୍ଷାତକାର ଏବଂ ଅଭିଜ୍ଞତା ଆଧାରରେ ଏହି ପଦବୀ ପାଇଁ ପ୍ରାର୍ଥୀ ଚୟନ କରାଯିବ

*ଗୁରୁତ୍ୱପୂର୍ଣ୍ଣ ତାରିଖ:

ଅନ୍‌ଲାଇନ୍ ଆବେଦନ ଆରମ୍ଭ – ୨୩ ଜାନୁଆରୀ ୨୦୨୩

ଅନ୍‌ଲାଇନ୍ ଆବେଦନ ଶେଷ – ୦୮ ଫେବୃଆରୀ ୨୦୨୩

*ଖାଲି ପଦବୀ:

ମୋଟ୍‌ ପଦବୀ – ୮୧ଟି ପୋଷ୍ଟ୍

Foreman – ୧୦ଟି ପୋଷ୍ଟ୍

Mining Mate III – ୫୬ଟି ପୋଷ୍ଟ୍

Surveyor – ୧୫ଟି ପୋଷ୍ଟ୍

*ଦରମା:

ମାସକୁ ସର୍ବନିମ୍ନ ଦରମା – ୨୧,୭୦୦ ଟଙ୍କା

ମାସକୁ ସର୍ବାଧିକ ଦରମା – ୧,୧୨,୪୦୦ ଟଙ୍କା

Foreman – ମାଇନିଂ ଫୋର୍‌ମ୍ୟାନ୍‌ରେ ଡିପ୍ଲୋମା

Mining Mate III – ଦ୍ୱାଦଶ

Surveyor – ମାଇନିଂ ସର୍ଭେରେ ଡିପ୍ଲୋମା / ମାଇନିଂ ଇଞ୍ଜିନିୟର୍

*ଯୋଗ୍ୟତା:

Foreman – ମାଇନିଂ ଫୋର୍‌ମ୍ୟାନ୍‌ରେ ଡିପ୍ଲୋମା

Mining Mate III – ଦ୍ୱାଦଶ

Surveyor – ମାଇନିଂ ସର୍ଭେରେ ଡିପ୍ଲୋମା / ମାଇନିଂ ଇଞ୍ଜିନିୟର୍

*ବୟସ ସୀମା:

ସର୍ବନିମ୍ନ ବୟସ – ୧୮ ବର୍ଷ

ସର୍ବାଧିକ ବୟସ – ୩୮ ବର୍ଷ

ବୟସ ଗଣତି ୦୧/୦୧/୨୦୨୩କୁ ଦେଖି କରାଯିବ

*ଚୟନ ପ୍ରକ୍ରିୟା:

ଲିଖିତ ପରୀକ୍ଷା

ବ୍ୟକ୍ତିଗତ ସାକ୍ଷାତକାର

ମେଡିକାଲ୍ ଟେଷ୍ଟ୍

ୱାକ୍‌ଇନ୍ ଇଣ୍ଟରଭିୟୁ

*ଆବେଦନ ପ୍ରଣାଳୀ:

ୱେବ୍‌ସାଇଟ୍ orissamining.com କୁ ଯାଆନ୍ତୁ। ଏଠାରେ Recruitment ବା Careers ଖୋଜନ୍ତୁ
ଆବେଦନ ପତ୍ର ପୂରଣ କରନ୍ତୁ।ଏହି ନିଯୁକ୍ତି ପ୍ରକ୍ରିୟା କେନ୍ଦୁଝର ପାଇଁ ହେଉଛି।

Leave A Reply

Your email address will not be published.