ସ୍ତ୍ରୀର ବୟଫ୍ରେଣ୍ଡକୁ ଫୋନ୍‌ କରି ଡାକିଲା ସ୍ୱାମୀ,ଆଉ ୧୨ ଖଣ୍ଡ କରି ଫିଙ୍ଗିଦେଲା କେନାଲରେ

0

Get real time updates directly on you device, subscribe now.

ଶ୍ରଦ୍ଧା ଏବଂ ଅଫତାରଙ୍କ ସେହି ଘଟ-ଣା ପରେ ଏପରି ଆହୁରି ଅନେକ ଘ-ଟଣା ଦେଖିବାକୁ ମିଳିଲାଣି ଯେଉଁଥିରେ କି ଲୋକମାନେ ହ-ତ୍ୟା କରି ସାରିବା ପରେ ସେହି ଶରୀରକୁ ଖ-ଣ୍ଡ ବିଖ-ଣ୍ଡିତ କରି ଫୋ-ପାଡି ଦେଉଛନ୍ତି,ଏହି ସବୁ ଆଉ କେଉଁ ଅନ୍ୟ ସ୍ଥାନରେ ହେଉ ନାହିଁ ଆମ ଦେଶରେ ହିଁ ଏପରି ସବୁ ଲୋମ ଟାଙ୍କୁରା ଘ-ଟଣା ଦେଖିବାକୁ ମିଳୁଛି।

ସ୍ତ୍ରୀର ବୟଫ୍ରେଣ୍ଡକୁ ମା-ରିଲା ସ୍ବାମୀ, ଉତ୍ତରପ୍ରଦେଶର ଗାଜିମାବାଦରେ ଜଣେ ରିକ୍ସା ଚାଳକ ଏପରି କା-ଣ୍ଡ ଘଟାଇଛି।ସ୍ତ୍ରୀ ହାତରେ ଫୋନ୍ କରି ଜୟପୁରରୁ ଗାଜିମାବାଦ ଡକାଇଲା ଆଉ ତାପରେ ହାଣିଲା, ଭୁଜାଲିରେ ହାଣି ୧୨ ଖ-ଣ୍ଡ କରିଦେଲା। ଏହାପରେ ଅଖା ଭିତରେ ଭର୍ତ୍ତି କରି କେନାଲ୍ କଡରେ ଫିଙ୍ଗିଦେଲା। କେନାଲ୍ କଡରୁ ଯୁବକର କଟା ଅଂଶ ଜ-ବତ କରିବା ସହ ସମ୍ପୃକ୍ତ ସ୍ବାମୀ ଯିଏକି ରିକ୍ସା ଚଳାନ୍ତି ତାଙ୍କୁ ପୋ-ଲିସ ଆ-ରେଷ୍ଟ କରିଛି।

ହ-ତ୍ୟାକା-ଣ୍ଡ ରେ ଆଉ ଜଣେ ସମ୍ପୃକ୍ତ ଯୁବକଙ୍କୁ ମଧ୍ୟ ପୋ-ଲିସ ଆ-ରେଷ୍ଟ କରିଛି। ଶନିବାର ଦିନ ୨ଟା ପୋ-ଲିସ କଣ୍ଟ୍ରୋଲ ରୁମକୁ ଆସିଲା ଏକ ଫୋନ୍ କଲ୍, ଫୋନ୍ କରିଥିବା ବ୍ୟକ୍ତି ଏକ ଅଖା ଭିତରେ ଶ-ବ ରହିଥିବା ଖବର ଦେଇଥିଲା, ଏହା ସହ କହିଥିଲା ଅଖା ପାଖରେ କଟା ଅଂଶ ସବୁ ପଡି ରହିଛି।

ପୋ-ଲିସ ଯାଇ ସେଠାରେ ପହଞ୍ଚି ଦେଖିବାକୁ ପାଇଥିଲା କି ଅଖା ଭିତରେ ଏକ ଯୁବକର ଖ-ଣ୍ଡ ଖଣ୍ଡ ଶରୀର ଭର୍ତ୍ତି ହୋଇ ରହିଛି। ଏହାକୁ ଦେଖି ପୋଲି-ସର ହୋସ୍ ଉଡି ଯାଇଥିଲା,ଅନେକ ପ୍ରକାରର ପ୍ରଶ୍ନ ପୋ-ଲିସ ଆଗରେ ଠିଆ ହୋଇଥିଲା।

ଏହାପରେ ପୋ-ଲିସ ତ-ଦନ୍ତ କରିବା ପରେ ଜାଣି ପାରିଥିଲା କି ସେହି ଯୁବକର ନାମ ଅକ୍ଷୟ। ତଦ-ନ୍ତରୁ ପୋ-ଲିସ ଜାଣିବାକୁ ପାଇଥିଲା କି ଅକ୍ଷୟଙ୍କୁ ଶେଷ ଥର ରିକ୍ସା ଚାଳକ ମିଲାଲଙ୍କ ସହ ଦେଖିବାକୁ ମିଳିଥିଲା ଆଉ ଏହି ବିଷୟରେ ପଚ-ରାଉ-ଚରା କରିବା ପାଇଁ ପୋ-ଲିସ ମିଲାଲଙ୍କୁ ଅଟକ ରଖିଥିଲା।

ଏହାପରେ ପୋ-ଲିସ ମିଲାଲଙ୍କୁ ପଚ-ରାଉ-ଚରା କରିବାରୁ ମିଲାଲ୍ ସମସ୍ତ ସତ କଥା ମାନି ନେଇଥିଲା ଏବଂ କହି ଦେଇଥିଲା।ଏହାପରେ ପୋ-ଲିସ ତାଙ୍କୁ କୋର୍ଟରେ ହାଜର କରିଛି।

Leave A Reply

Your email address will not be published.