କ୍ୟାନ୍ସର ହେବାର ୧୫ ଦିନ ପୂର୍ବରୁ ଦେଖା ଦେଇଥାଏ ଏହି ୩ଟି ଲକ୍ଷଣ,ଜାଣି ନିଅନ୍ତୁ ଏହି ସବୁ ଲକ୍ଷଣ,ନହେଲେ ହୋଇପାରେ ବଡ ଭୟଙ୍କର !

0

Get real time updates directly on you device, subscribe now.

ଯାହାକି ଆଜିକାଲି ଲୋକଙ୍କ ସହିତ ହେଉଛି ତାହା ବ୍ୟକ୍ତିର ଶରୀରରେ ୧୫ ଦିନ ପୂର୍ବରୁ ହିଁ ଦେଖାଦେଉଛି। ଯଦି କ୍ୟାନ୍ସର ରୋଗକୁ ପ୍ରଥମରୁ ଚିହ୍ନଟ କରି ଏହାର ଚିକିତ୍ସା କରି ଦିଆଯାଉଛି ତାହେଲେ ରୋଗୀ ବର୍ତିଯାଇ ପାରିବ।

ଆସନ୍ତୁ କ୍ୟାନ୍ସରର ଲକ୍ଷଣ ଗୁଡ଼ିକ ବିଷୟରେ ଜାଣିବା, କ୍ୟାନ୍ସର ହେବାର ୧୫ ଦିନ ପୂର୍ବରୁ ଆପଣଙ୍କୁ ଏହି ୩ଟି ଲକ୍ଷଣ ଦେଖାଦିଏ। ଯାହାକୁ ଭୁଲରେ ନଜର ଅନ୍ଦାଜ କରନ୍ତୁନାହିଁ।

ଜାଣନ୍ତୁ ଏହି ୩ଟି ଲକ୍ଷଣ:-

୧) କାମ ପ୍ରବଳତା ଯୋଗୁଁ ଚେୟାର ଉପରେ ବସି ରହିବା ଦ୍ୱାରା ପିଠିରେ ଯନ୍ତ୍ରଣା ହୋଇଥାଏ କିନ୍ତୁ ଯଦି ବାରମ୍ବାର ଏହା ହେଉଛି ତାହେଲେ ଏହା ପ୍ରୋଷ୍ଟେଟ କ୍ୟାନ୍ସରର ଲକ୍ଷଣ ହୋଇପାରେ। ଏହାସହ ଆପଣଙ୍କ ଅଣ୍ଟା ପାଖରେ ମଧ୍ୟ ଯନ୍ତ୍ରଣା ହୋଇପାରେ।

୨) ଦୁଇ ସପ୍ତାହ ମଧ୍ୟରେ କୌଣସିବି ଫୁଲା ଠିକ ହୋଇଯାଏ ଯଦି ଫୁଲା ଅଧିକ ସମୟ ଧରି ରହୁଛି ତାହେଲେ ଏହା ଚିନ୍ତାର ବିଷୟ ଅଟେ। ଏହାସହ ଶବ୍ଦ ପରିବର୍ତ୍ତନ, ଖାଦ୍ୟ ଗିଳିବାରେ ସମସ୍ୟା, ମୁହଁ ଭିତରେ ଧଳା କିମ୍ବା ହଳଦିଆ ରଙ୍ଗର ଦାଗ ପଡ଼ିଯାଏ।

୩) ଯଦି ଆପଣ ବିନା ପରିଶ୍ରମ କରି ଅତ୍ୟଧିକ ଥକାପଣ ଅନୁଭବ କରୁଥାନ୍ତି ତାହେଲେ ଚିନ୍ତା କରିବା ଜରୁରୀ ଅଟେ। କାରଣ ଏହା ବ୍ଲଡ଼ କ୍ୟାନ୍ସରର ଲକ୍ଷଣ ହୋଇଥାଏ। ଏହାସହ ପେଟରେ କ୍ୟାନ୍ସର ହେବାଦ୍ୱାରା ରକ୍ତରେ ଅଭାବ ଦେଖାଦିଏ। ଯାହାଦ୍ୱାରା ଥକାପଣ ଲାଗିରହେ।

Leave A Reply

Your email address will not be published.