୧୨ ଜଣ ମହିଳାଙ୍କୁ ଶିକାର କରି ନିଜ ପ୍ରେମ ଜା-ଲରେ ଫସାଇ ୪୮ ଥର ଦୁ-ଷ୍କର୍ମ କଲା ଏହି ରକ୍ଷକ ନାଁରେ ଭକ୍ଷକ ସାଜିଥିବା ପୋ-ଲିସ୍ ଅଫିସର୍ ।

0

Get real time updates directly on you device, subscribe now.

ତେବେ ବନ୍ଧୁଗଣ ଆଜିର ସମୟରେ ଅ-ଶ୍ଲିଳ ଚିତ୍ର ସୁଦୂରପ୍ରସାରୀ । ବୋଧହୁଏ ଅନ୍ୟ କୌଣସି ବିଷୟ ଅପେକ୍ଷା ଅଧିକ କାମୁକତା, ଅ-ଶ୍ଲିଳ ଚିତ୍ର, ବ୍ୟଭିଚାର, ବଳା-ତ୍କାର ବିଷୟରେ ଶୁଣିବାକୁ ମିଳୁଛି । ତେବେ ଆଜି କାଲିକା ସମୟରେ ଏପରି ଘଟଣା ବହୁତ ସାଧାରଣ ହୋଇ ଗଲାଣି

ଲୋକେ ଏଭଳି ତୁଚ୍ଛ କାମ କରିବାକୁ ତିଳେ ହେଲେ ଡରୁ ନାହାଁନ୍ତି । ତେବେ ବନ୍ଧୁଗଣ ବର୍ତମାନ ସମୟରେ ମଧ୍ୟ ସେଭଳି ଏକ ଲ-ଜ୍ୟାଜ-ନକ ଘଟ-ଣା ସାମ୍ନାକୁ ଆସିଛି ଯେଉଁଠି ଭ-କ୍ଷକ ସାଜିଲା ଆଇ-ନର ର-କ୍ଷକ । ପୁଣିଥରେ ଲାଗିଲା ଖାକିରେ କ-ଳଙ୍କ ।

ସମାଜରେ ପୋ-ଲିସ ଓ ସେନାର ମର୍ଯ୍ୟା-ଦା ଖୁବ ଉଚ୍ଚରେ । ସେମାନେ ଆମକୁ ସୁର-କ୍ଷା ପ୍ରଦାନ କରିଥାନ୍ତି ଓ ବଦଳରେ ଆମେ ସେମାନଙ୍କୁ ସମ୍ମାନ କରୁ, ସେମାନଙ୍କୁ ନେଇ ଗର୍ବ ଅନୁଭବ କରୁ । ହେଲେ ବେଳେ ବେଳେ ଏହି ମାନଙ୍କ ଦ୍ଵାରା ଏମିତି କିଛି କାର୍ଯ୍ୟ ହୋଇଥାଏ ଯାହାକୁ ଦେଖି ଆମ ମନ ଭିତରେ ସେମାନଙ୍କ ପ୍ରତି ଘୃଣା ଭାବ ଜାଗ୍ରତ ହୋଇଥାଏ ।

କେହି କେହି ପୋ-ଲିସ୍ ନାଆଁର ଦୂରୁପଯୋଗ ମଧ୍ୟ କରନ୍ତି । ନିକଟରେ ୧୨ ଜଣ ମହିଳାଙ୍କୁ ୪୮ ଥର ଦୁ-ଷ୍କର୍ମ କରିଛନ୍ତି ଜଣେ ପୋ-ଲିସ ଅଧିକାରୀ । ସତ ସ୍ୱୀକାର କରିବା ପରେ ତାଙ୍କ ବିରୋ-ଧରେ ହୋଇଛି କା-ର୍ଯ୍ୟାନୁ-ଷ୍ଠାନ ।

ତେବେ ଦୁ-ଷ୍କର୍ମ ସହ ୭୧ ରୁ ଅଧିକ ଯୌ-ନ ଅପ-ରାଧ ମାମ-ଲାରେ ମଧ୍ୟ ସଂପୃକ୍ତ ଅଛନ୍ତି ଅଭି-ଯୁକ୍ତ ପୋ-ଲିସ ଅଧିକାରୀ । ୧୨ ଜଣ ମହିଳାଙ୍କ ପୁରୁଷ ବନ୍ଧୁ ସାଜି ସେମାନଙ୍କୁ ଦୁ-ଷ୍କର୍ମ କରିଛନ୍ତି ୪୮ ବର୍ଷୀୟ ଏହି ପୋ-ଲିସ ଅଧିକାରୀ ।

ତେବେ ଏଭଳି ଏକ ଲ-ଜ୍ୟାଜ-ନକ ମାମ-ଲା ଦେଖିବାକୁ ମିଳିଛି ବ୍ରିଟେନରେ । ଆଉ ଅଭି-ଯୁକ୍ତର ନାମ ଡେବିଡ କୋରିକ ଥିବା ଜଣା ପଡ଼ିଛି । ପ୍ରାୟ ୨୦ ବର୍ଷ ଧରି ସେ ଗୋଟିଏ ପରେ ଗୋଟିଏ ଅପ-ରାଧ କରି ଆସୁଥିଲେ ବି ସେ ଧରାପଡି ନଥିଲେ । ରି-ପୋର୍ଟ ଅନୁଯାୟୀ, ଅମାନୁଷିକତାର ସମସ୍ତ ସୀମା ଅତିକ୍ରମ କରିସାରିଥଲା ଡେବିଡ।

ବଳା-ତ୍କାର କରିବା ପରେ ମହିଳାମାନଙ୍କୁ ଉଲ-ଗ୍ନ କରି ସେମାନଙ୍କ ହାତରେ ଘର ସଫା କରାନ୍ତି, ସେମାନଙ୍କ ଉପରେ ପରି-ସ୍ରା କରନ୍ତି ଏପରିକି ସେମାନଙ୍କୁ ଆଲମାରୀରେ ବନ୍ଦ କରି ଦେଉଥିଲେ । ଡେବିଡ ଡେଟିଂ ସାଇଟରେ ମହିଳାମାନଙ୍କୁ ଶି-କାର କରୁଥିଲେ ।

ସେ ନିଜକୁ ପୋଲି-ସର ପରିଚୟ ଦେଇ ସେମାନଙ୍କ ବିଶ୍ୱାସ ଜିତୁଥିଲେ । ଅପ-ରାଧ କରିବା ପରେ ସେ ପୋ-ଲିସ ଅଧିକାରୀ ହୋଇଥିବାରୁ ମହିଳାମାନଙ୍କ ଅଭି-ଯୋଗକୁ କେହି ବିଶ୍ୱାସ କରିବେ ନାହିଁ କହୁଥିଲେ ଡେବିଡ । ଫଳରେ ପୀ-ଡ଼ିତା ମହିଳାମାନେ ପୋଲି-ସରେ ତାଙ୍କ ବିରୋ-ଧରେ ଅଭି-ଯୋଗ କରି ନଥିଲେ ।

Leave A Reply

Your email address will not be published.