ମାତ୍ର ୩ ଲକ୍ଷ ଟଙ୍କାରେ ଆରମ୍ଭ ହେଉଛି ଏହି ସିଲିଣ୍ଡର କାର ର ଦାମ, ମାଇଲେଜ ଦେଉଛି ଶାନଦାର:-

0

Get real time updates directly on you device, subscribe now.

କୌଣସି ବ୍ୟକ୍ତି କାହିଁକି CNG କାର କିଣିବ? ସବୁଠାରୁ ବଡ଼ କାରଣ ହେଉଛି ମାଇଲେଜ। ପେଟ୍ରୋଲ ମୁକାବିଲାରେ ସିଏନଜି ଉପରେ ଓଆର ଅଧିକ ମାଇଲେଜ ଦେଇଥାଏ।

ଯେଉଁଥିରେ କାର ମାଲିକଙ୍କ ପାଇଁ ଗାଡ଼ି ଚଳାଇବାର ଖର୍ଚ୍ଚ ମଧ୍ୟ କମିଯିବ। ଏହାସହ CNG ଗାଡ଼ି ବାୟୁମଣ୍ଡଳକୁ କମ ପ୍ରଦୂଷିତ କରିଥାଏ|କେତେକ କାର କମ୍ପାନୀ ମଧ୍ୟ ସିଏନଜି ସହିତ ପେଟ୍ରୋଲ ଗାଡ଼ିକୁ ବିକ୍ରି କରିଥାଏ। ଆଜି ଆମେ ମାରୁତି ସୁଜୁକିର ଏମିତି ଏକ କାର ବିଷୟରେ କହିବୁ ଯାହାର ଦାମ ମାତ୍ର ୩ ଲକ୍ଷ ଟଙ୍କା ଅଟେ।

ମାରୁତି ସୁଜୁକି ତ୍ରୁ ଭାଲ୍ୟୁ ୱେବସାଇଟରେ ଲିଷ୍ଟେଡ଼ Maruti Alto 800 LXI ପାଇଁ 2.98 ଲକ୍ଷ ଟଙ୍କା ଡିମାଣ୍ଡ କରାଯାଇଛି। ଏହି ଫାଷ୍ଟ ଓନର ଏକଦମ 99813 କିଲୋମିଟର ଚାଲିଛି। ଏଥିରେ ପେଟ୍ରୋଲ ଇଞ୍ଜିନ ସହିତ ସିଏନଜି ମଧ୍ୟ ମହଜୁଦ ରହିଛି। ଏହି କାର 2018 ର ମଡେଲ ଅଟେ ଓ ଏହା ମାନେସାରରେ ହିଁ ମିଳିପାରିବ।

ଏଠାରେ ଲିଷ୍ଟେଡ଼ ହୋଇଥିବା Maruti Wagon R LXI (O)ର ଦାମ 3.81 ଲକ୍ଷ ରହିଛି। ଏହି ଫାଷ୍ଟ ଓନର କାର 108130 କିଲୋମିଟର ଚାଲିସାରିଛି। ଏଥିରେ ପେଟ୍ରୋଲ ଇଞ୍ଜିନ ସହିତ CNG ମଧ୍ୟ ମହଜୁଦ ରହିଛି। ଏହି କାରର ରେଜିଷ୍ଟ୍ରେସନ ଗୁରୁଗ୍ରାମର ଅଟେ ଓ 2018 ମଡେଲ ଅଟେ।

ଏଠାରେ ଲିଷ୍ଟେଡ଼ ହୋଇଥିବା Maruti Alto 800 LXI କାର ର ଦାମ 3.75 ଲକ୍ଷ ରଖାଯାଇଛି। ଏହି ଫାଷ୍ଟ ଓନର କାର 129230 କିଲୋମିଟର ଚାଲିଛି। ଏଥିରେ ପେଟ୍ରୋଲ ଇଞ୍ଜିନ ସହିତ CNG ମଧ୍ୟ ଲଗାଯାଇଛି। ଏହି କାର ପୁନେ ର ଅଟେ ଓ 2018 ମଡେଲ ଅଟେ।

ଏଠାରେ ଲିଷ୍ଟେଡ଼ Maruti Celerio VXI ର ଦାମ 4 ଲକ୍ଷ ଟଙ୍କା ରଖାଯାଇଛି। ଏହି ଫାଷ୍ଟ ଓନର କାର 179659 କିଲୋମିଟର ଚାଲିଛି। ଏହି କାରଟି ଠାନେ ର ଅଟେ ଓ 2018 ମଡେଲର ଅଟେ।

Leave A Reply

Your email address will not be published.