ସମସ୍ତ ଇଲେକ୍ଟ୍ରିକ ସ୍କୁଟର କମ୍ପାନୀ ମାନଙ୍କର ଚିନ୍ତା ବଢ଼ିଗଲା କାରଣ YAMAHA ଲଞ୍ଚ କରିଛି ନିଜର ଇଲେକ୍ଟ୍ରିକ ସ୍କୁଟର:-

0

Get real time updates directly on you device, subscribe now.

ଆଜିକାଲି ବଢୁଥିବା ମହଙ୍ଗାଇ ଯୋଗୁଁ ଲଗାତାର ଇଲେକ୍ଟ୍ରିକ ବାହାନ ସଂଖ୍ୟା ବଢ଼ିଗଲାଣି ଯାହାଦ୍ୱାରା କମ୍ପାନୀ ଗୁଡ଼ିକୁ ବହୁତ କମ ଦାମରେ ଇଲେକ୍ଟ୍ରିକ ବାହାନ ବନାଇବା ଆରମ୍ଭ କରିଦେଇଛନ୍ତି। ଏମାନଙ୍କ ମଧ୍ୟରୁ ଇଲେକ୍ଟ୍ରିକ ସ୍କୁଟର ଗ୍ରାହକଙ୍କୁ ଦରକାର ରହିଛି ଯେଉଁଥିରେ କମ୍ପର୍ଟର ଲାଭ ମିଳୁଛି।

ନୂଆ ନୂଆ ଫିଚର୍ସ ସହିତ ବର୍ତ୍ତମାନ ଆହୁରି ଇଲେକ୍ଟ୍ରିକ ସ୍କୁଟର ଲଞ୍ଚ ହେଉଛି ଯାହାର ଦାମ ପୂର୍ବ ଅପେକ୍ଷା ବହୁତ କମ ହୋଇଗଲାଣି। ଭାରତରେ ଏକ ପ୍ରସିଦ୍ଧ କମ୍ପାନୀ ୟମାହା ନିଜର ଇଲେକ୍ଟ୍ରିକ ସ୍କୁଟର ଲଞ୍ଚ କରିବାକୁ ନିର୍ଣ୍ଣୟ ନେଇଛି।

ଯାହାଦ୍ୱାରା ଅନ୍ୟ କମ୍ପାନୀ ଗୁଡ଼ିକରେ କମ୍ପିଟିସନକୁ ନେଇ ଚିନ୍ତା ବଢ଼ିଗଲାଣି। Yamaha E01 ଇଲେକ୍ଟ୍ରିକ ସ୍କୁଟରରେ ବହୁତ ସାରା ମୋଡ଼ିଫାଇଡ଼ ଫିଚର୍ସ ଆସିଛି। Yamaha ନିଜର ଏହି ସ୍କୁଟରକୁ ଲଞ୍ଚ କରିବାପାଇଁ ବହୁତ ପରିଶ୍ରମ କରିବାରେ ବ୍ୟସ୍ତ ରହିଛି।

ବହୁତ ବଢ଼ିଆ ଫିଚର୍ସ ସହିତ ଲଞ୍ଚ ହେଉଛି yamaha ର ଏହି ସ୍କୁଟର:-

Yamaha ର ଏହି ସ୍କୁଟର ଧମାକାଦାର ଫିଚର୍ସ ସହିତ ଆସୁଛି ଯାହାର ଡିଜାଇନ ବହୁତ ଆକର୍ଷକ ଅଟେ। ଏଥିରେ ଦୁଇଟି ବ୍ୟାଟେରୀ ସିଷ୍ଟମ ଦିଆଯାଇଛି ଯାହାକୁ ଆପଣ ମୁଭେବଲ କରିପାରିବେ। ଏହି ବ୍ୟାଟେରୀ ଆପଣଙ୍କ ସମୟକୁ ବଞ୍ଚାଇ କୌଣସି ଜାଗାରେ ଚାର୍ଜ କରାଯାଇପାରିବ। ଏହି ସ୍କୁଟିର ସିଟିଂ କମ୍ଫର୍ଟ ସବୁଠାରୁ ଆମେଜିଂ ଅଟେ।

Yamaha E01 electronic scooter ରେ ଦୁଇଟି ବ୍ୟାଟେରୀ ରହିଛି। ଗୋଟିଏ 19.2v ର ରହିଥିବା ବେଳେ ଆଉ ଗୋଟିଏ 50.4v ବିଶିଷ୍ଟର ଅଟେ। ଏହାର ବ୍ୟାଟେରୀ ଆପଣଙ୍କୁ 80 କିଲୋମିଟର ପର୍ଯ୍ୟନ୍ତ ରେଞ୍ଜ ପ୍ରଦାନ କରିଥାଏ।

ଏହି ଦାମରେ ଲଞ୍ଚ ହେବ Yamaha E01 electronic scooter:-

Yamaha ର ଏହି ଆକର୍ଷକ ଡିଜାଇନ ବାଲା ସ୍କୁଟର 1 ଲକ୍ଷରୁ 1.5 ଲକ୍ଷ ମଧ୍ୟରେ ଆସିବ ଯାହାକି ଅନ୍ୟ କମ୍ପାନୀର ଇଲେକ୍ଟ୍ରିକ ସ୍କୁଟର ଉପରେ ବହୁତ ପ୍ରଭାବ ପକାଇବ। ଏହି ସ୍କୁଟର ଆଗାମୀ ବର୍ଷ ଲଞ୍ଚ ହେବାକୁ ଯାଉଛି ଯେଉଁଥିପାଇଁ କମ୍ପାନୀ ଏବେଠାରୁ ପ୍ରସ୍ତୁତି ଜାରି ରଖିଛି।

Leave A Reply

Your email address will not be published.