ଭାରତ ସରକାର କଲେ ଏକ ବଡ଼ ଘୋଷଣା!କେଉଁ ତାରିଖ ରେ ଦେଶ ର କୋଟି କୋଟି ଚାଷୀ ଙ୍କ ଆକାଉଣ୍ଟ କୁ ଆସିବ ଟଙ୍କା ତାହା ହେଲା ଧାର୍ଯ୍ୟ।

0

Get real time updates directly on you device, subscribe now.

ପାଠକ ବନ୍ଧୁ ସିଏ ରାଜ୍ୟ ସରକାର ହୁଅନ୍ତୁ କି କେନ୍ଦ୍ର ସରକାର ହୁଅନ୍ତୁ ସେମାନେ ରାଜ୍ୟ ରେ ଏବଂ ଦେଢ଼ ରେ ଉନ୍ନତି କରିବା ପାଇଁ କିଛି ନା କିଛି ଘୋଷଣା କରିଥାନ୍ତି।ଚାଷ ହେଉଛି ଆମ ଦେଶ ର ପ୍ରଧାନ କାମ।ଚାଷୀ ମାନଙ୍କ ପାଇଁ ଆମ୍ଭେ ମାନେ ଖାଇବା ପାଇଥାଉ।ତେବେ ଏହି ଚାଷୀ ମାନଙ୍କୁ ସହାୟତା ର ହାତ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାର ବଢ଼ାଇଥାନ୍ତି।

ତେବେ ଏବେ ଚାଷୀ ମାନଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର। କେନ୍ଦ୍ର ସରକାର ଏକ ଧାର୍ଯ୍ୟ ତାରିଖ ଘୋଷଣା କରିଛନ୍ତି ଯେଉଁଦିନ ଦେଶ ର କୋଟି କୋଟି ଚାଷୀ ଙ୍କ ଆକାଉଣ୍ଟ କୁ ଆସିବ ଟଙ୍କା।ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ସମ୍ପର୍କ ରେ ଆସିଲା ଏକ ବଡ଼ ଘୋଷଣା।

ଏହି ବର୍ଷ ର ଜାନୁଆରୀ ମାସ ର ପ୍ରଥମ ସପ୍ତାହ ରେ ୮ କୋଟି ରୁ ଉର୍ଦ୍ଧ୍ବ ଚାଷୀ ଙ୍କ ଆକାଉଣ୍ଟ କୁ ଟଙ୍କା ଟ୍ରାନ୍ସଫର୍ ହେବ।କିନ୍ତୁ ଯେଉଁମାନେ ଇ-କେୱାଇସି କରିନାହାନ୍ତି ସେମାନଙ୍କୁ ଅବଶ୍ୟ ଟିକେ ଅସୁବିଧା ହେବ।

ବର୍ତ୍ତମାନ ସୁଦ୍ଧା କେନ୍ଦ୍ର ସରକାର ୧୨ ଟି କିସ୍ତି ରେ ଚାଷୀ ଙ୍କ ଆକାଉଣ୍ଟ କୁ ଟଙ୍କା ପଠାଇଛନ୍ତି ଏବଂ ୮.୪୨ କୋଟି ଚାଷୀ ଏହାର ଲାଭ ପାଇଛନ୍ତି ।ବର୍ତ୍ତମାନ ସୁଦ୍ଧା ଦେଶ ରେ ୧୨ କୋଟି ରୁ ଅଧିକ ଚାଷୀ ଏହି ଯୋଜନା ର ଲାଭ ଉଠାଉଛନ୍ତି।

ଗତ ବର୍ଷ ଅର୍ଥାତ୍ ୨୦୨୨ ରେ ପ୍ରଧାନମନ୍ତ୍ରୀ ମୋଦି ୧ ଜାନୁଆରୀ ରେ ଭିଡିଓ କନଫରେନସିଂ ଜରିଆ ରେ ଅପରାହ୍ନ ୧୨:୩୦ ରେ ଚାଷୀଙ୍କ ଆକାଉଣ୍ଟ କୁ ଟଙ୍କା ଟ୍ରାନ୍ସଫର୍ କରିଥିଲେ।

ଏହି ଅବସର ରେ ପ୍ରାୟ ୧୦ କୋଟି ଚାଷୀ ଙ୍କୁ ୨୦,୦୦୦ କୋଟି ଟଙ୍କା ଟ୍ରାନ୍ସଫର୍ କରାଯାଇଥିଲା।ତେବେ ଏହି ଲିଷ୍ଟ ରେ ନିଜର ନାମ ଚେକ୍ କରିବାକୁ ଚାହୁଁଥିଲେ ନିମ୍ନଲିଖିତ ପଦ୍ଧତି ରେ ଚେକ୍ କରନ୍ତୁ।

୧.ନିଜ ନାମ ଚେକ୍ କରିବାକୁ ହେଲେ ପ୍ରଥମେ ଆପଣ ପିଏମ୍ କିଷାନ୍ ଯୋଜନା ର ୱେବସାଇଟ https://pmkisan.gov.in କୁ ଯିବାକୁ ପଡ଼ିବ।

୨.ବର୍ତ୍ତମାନ ଏହାର ହୋମପେଜ୍ ରେ ଆପଣଙ୍କୁ Farmers Corner ର ଅପ୍ସନ୍ ମିଳିବ।

୩.Farmers Corner ସେକ୍ସନ ଭିତରେ Beneficiaries Status ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ।

୪.ଏହାପରେ ଆପଣ ସେଠାରେ ନିଜର ଆଧାର ନମ୍ବର,ମୋବାଇଲ ନମ୍ବର ଭଳି ଆବଶ୍ୟକୀୟ ସୂଚନା ଦେବାକୁ ପଡ଼ିବ।

୫.ଏହାପରେ ଆପଣଙ୍କ ମୋବାଇଲ୍ ସ୍କ୍ରିନ୍ ରେ ଏକ ଲିଷ୍ଟ ଆସିବ,ଏବଂ ସେହି ଲିଷ୍ଟ ରେ ଆପଣ ନିଜ ନାମ ଚେକ୍ କରିପାରିବେ।

Leave A Reply

Your email address will not be published.